Home Left

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

କେପଟାଉନ୍‌,୨୨।୧୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିନ ଏଲଗାର ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିବେ। ସେ ପ୍ରାୟ ୧୨ ବର୍ଷର ଟେଷ୍ଟ କ୍ୟାରିୟରରେ ୮୪ଟି ମ୍ୟାଚ ଖେଳିଛନ୍ତି। ଏଥିରେ,…

ନୂଆବର୍ଷରେ ସରକାରଙ୍କ ନୂଆ ପଦକ୍ଷେପ: ଏହି ଯୋଜନାରେ କରନ୍ତୁ ଆବେଦନ, ପ୍ରତି ମାସରେ ମିଳିବ ୩୦୦୦ ଟଙ୍କା

ନୂଆଦିଲ୍ଲୀ,୨୨।୧୨: ଦେଶର ଏକ ବୃହତ ଜନସଂଖ୍ୟା ଅସଂଗଠିତ କ୍ଷେତ୍ର ସହିତ ଜଡିତ। ଅନେକ ପ୍ରକାରର ଆର୍ଥିକ ସମସ୍ୟା ଏହି ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରମିକମାନେ କଠିନ ପରିଶ୍ରମ କରି କିଛି ଟଙ୍କା ରୋଜଗାର କରି ନିଜର…

ଟ୍ରେନ୍‌ରେ ବସିବାକୁ ମିଳିଲାନି ଜାଗା, ଯୁବକ ଆପଣାଇଲେ ଦେଶୀ ଯୋଗାଡ଼, ଭିଡିଓ ଦେଖିଲେ…

ଏସି କୋଚ୍‌ କିମ୍ବା ଟ୍ରେନର ସ୍ଲିପର କୋଚ୍‌ରେ ଯାତ୍ରା କରିବା ସହଜ, କିନ୍ତୁ ସାଧାରଣ କୋଚ୍‌ରେ ଯାତ୍ରା କରିବା ବହୁତ କଷ୍ଟ। ଜେନେରାଲ କୋଚ୍‌ର ଯାତ୍ରା ଏକ ଅଭିଜ୍ଞତାଠାରୁ କମ୍‌ ନୁହେଁ। ଏଠାରୁ ହିଁ ଲୋକମାନେ ଭିଡ଼କୁ ସାମ୍ନା କରୁଥିବା ବେଳେ…

ରିଲିଜ୍‌ ହେବାର କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନରେ ଲିକ୍‌ ହେଲା ‘ସାଲାର’, ଏହି ଓ୍ବେବସାଇଟରୁ ମାଗଣାରେ କରିପାରିବେ ଡାଉନ୍‌ଲୋଡ

ମୁମ୍ବାଇ: ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ସାଲାର’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମ ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ଥିଲା। ‘ସାଲାର’ ବମ୍ପର ଆଡଭାନ୍ସ ବୁକିଂ ମଧ୍ୟ କରିଥଇଲା। ‘ସାଲାର’ ଦର୍ଶକଙ୍କ ଠାରୁ ଚମତ୍କାର ପ୍ରତିକ୍ରିୟା ମଧ୍ୟରେ ନିର୍ମାତାଙ୍କୁ ଏକ ବଡ଼…

ପରଦାକୁ ଆସିଲା ସୁପରଷ୍ଟାର ପ୍ରଭାସଙ୍କ ‘ସାଲାର’, ଫ୍ୟାନ୍ କହିଲେ ‘ବାହୁବଳୀ ଇଜ୍ ବ୍ୟାକ୍’

ମୁମ୍ବାଇ, ୨୨।୧୨: ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ସାଲାର ପାର୍ଟ-୧’। ‘ଆଦିପୁରୁଷ’ ବିଫଳତା ସାଲାର ଫିଲ୍ମରେ ପ୍ରଭାସଙ୍କ ମ୍ୟାଜିକ୍ ଦେଖିବା ପାଇଁ ତାଙ୍କର ପ୍ରଶଂସକମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ। ‘ସାଲାର’ରେ ପ୍ରଭାସଙ୍କ ଆକ୍ସନ୍ ଏବଂ ଦମଦାର…

ଇସଲାମାବାଦ, ରାୱଲପିଣ୍ଡି ସମେତ ପାକିସ୍ତାନର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା

ଇସଲାମାବାଦ,୨୨।୧୨: ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା। ଶୁକ୍ରବାର ସକାଳ ପ୍ରାୟ ୫.୩୦ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମାପ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଇସଲାମାବାଦ…

‘ଏହି ଶତକ ତାଙ୍କ କ୍ୟାରିୟରକୁ ବଦଳାଇବ’, ସଞ୍ଜୁ ସାମସନଙ୍କୁ ନେଇ ଏଭଳି ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକଆରେ ସଞ୍ଜୁ ସାମସନ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ୬ଟି ଚୌକା, ୩ଟି ଛକା ସହାୟତାରେ ସଞ୍ଜୁ ୧୪୪ ବଲରେ ୧୦୮ ରନ ସଂଗ୍ରହ…

ଅଭାବକୁ ପୂରା କରିବ ଖରିଫ୍‌ ପିଆଜ

ନୂଆପଡ଼ା,୨୨।୧୨(ମକାରୁ ବେମାଲ): ପିଆଜ ଅଭାବକୁ ପୂରା କରିବ ଖରିଫ ପିଆଜ। ଜିଲାର ଉପାନ୍ତ ଅଞ୍ଚଳରେ ଏବେ ଅମଳ ହେଉଛି ଖରିଫ ପିଆଜ। ବର୍ତ୍ତମାନ ବଜାରରେ ପିଆଜ ଚାହିଦା ଥିବା ବେଳେ ଅଭାବକୁ ପୁରା କରିବା ସହ ଭଲ ଦୁଇ ପଇସା ପାଇବ…

ସମସ୍ତ ଜଗନ୍ନାଥ ମନ୍ଦିର ପାଇଁ ଏକକ ନୀତି

ପୁରୀ, ୨୨ା୧୨(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଐତିହ୍ୟ ସ୍ଥାପନା ସଂଯୋଜନା ମଣ୍ଡଳୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଠ ମହନ୍ତ, ଶ୍ରୋତ୍ରୀୟ ବ୍ରାହ୍ମଣ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ…

ପଥ ଉତ୍ସବରେ ମିଳିବନି ‘ମୋ ସାଇକେଲ’

ଭୁବନେଶ୍ୱର, ୨୨।୧୨ (ବନ୍ଦନା ସେଠୀ): ଆସନ୍ତା ୨୪ ତାରିଖ ରବିବାରଠାରୁ ସ୍ମାର୍ଟସିଟି ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ‘ପଥ ଉତ୍ସବ’। ଶୀତୁଆ ସକାଳରେ ସହରବାସୀ ନାଚଗୀତଠାରୁ ଆରମ୍ଭ କରି ସ୍କେଟିଂ, ମ୍ୟାଜିକ୍‌ ଶୋ’ ଭଳି ବିଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇବେ। ମାତ୍ର…

କୋହଲିଙ୍କ ପରେ ଦକ୍ଷିଣ ଆଫ୍ରିକା ମାଟିରେ ଇତିହାସ ରଚିଲେ ରାହୁଲ

ନୂଆଦିଲ୍ଲୀ,୨୨।୧୨: କେ.ଏଲ ରାହୁଲଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାର ମାଟିରେ ଇତିହାସ ସୃଷ୍ଟି କରିଛି। ବିରାଟ କୋହଲିଙ୍କ ପରେ କେ.ଏଲ ରାହୁଲ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇ ଆଫ୍ରିକାରେ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଏହାପୂର୍ବରୁ ଏହି…

ହଲିଉଡ୍ ସୁପରଷ୍ଟାର ଭିନ୍ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସହଯୋଗୀ

ନୂଆଦିଲ୍ଲୀ,୨୨।୧୨: ହଲିଉଡ୍ ଅଭିନେତା ଭିନ୍ ଡିଜେଲଙ୍କ ବିରୋଧରେ ଯୋଉଁ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ। ଏକ ଦଶନ୍ଧି ପୂର୍ବରୁ ଆଟଲାଣ୍ଟ ହୋଟେଲରେ ଘଟିଥିବା ଏହି ଘଟଣା ପାଇଁ ପୀଡିତା କାର୍ଲିଫର୍ଣ୍ଣିଆ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri