Home Left

ବାଲୁକା କଳାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ବୁଧବାର ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ସ୍ବାଗତ ଜଣାଇବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ସ୍ବାଗତ…

ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ହେଲେ କେନ୍ଦୁଝରର ସଞ୍ଜୀବ ବାରିକ

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଖୁସିରେ କେନ୍ଦୁଝରବାସୀ ମସ୍‌ଗୁଲ ଥିବା ବେଳେ କେନ୍ଦୁଝର ଜିଲା ପାଇଁ ଆଉ ଏକ ଖୁସି ଖବର ଆସି ପହଞ୍ଚିଛି। କେନ୍ଦୁଝର ଜିଲା ସୂଚନା…

ନୂଆ ମୁଖ୍ୟମନ୍ତ୍ରୀ ମୋହନଙ୍କ ସହ ସନାତନ ମୁହାକୁଡ଼ଙ୍କ ଫଟୋକୁ ନେଇ ଚର୍ଚ୍ଚା

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତୃତ୍ୱ ରାଜ୍ୟରେ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ପହଞ୍ଚିଛି। ଏପରିକି ରାତି ତମାମ କେନ୍ଦୁଝର ଭାଜପା ନେତା, କର୍ମୀ, ସମର୍ଥକଙ୍କ ଭିଡ ମୋହନ ମାଝିଙ୍କ ପାଖରେ ଭିଡ଼ ଜମିଥିଲା।…

ମୋଦିଙ୍କ ଗସ୍ତ ପୂର୍ବରୁ ଇଟାଲିରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ

ରୋମ,୧୨।୬: ଇଟାଲିରେ ୧୩ରୁ ୧୫ ଜୁନ ଯାଏ ଜି୭ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏଥିରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଏହା ପୂର୍ବରୁ ଖଲିସ୍ତାନୀ ସମର୍ଥକମାନେ ଇଟାଲିରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଛନ୍ତି। ଏପରିକି…

ଶପଥ ଗ୍ରହଣ ପରେ ପ୍ରଥମ କ୍ୟାବିନେଟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୧୨ା୬: ଶପଥ ଗ୍ରହଣ ପରେ ବୁଧବାର ଲୋକସେବା ଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏହାସହିତ ମନ୍ତ୍ରିମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକର ମଧ୍ୟ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୨ ଉପମୁଖ୍ୟମନ୍ତ୍ରୀ, ସମସ୍ତ କ୍ୟାବିନେଟ ମନ୍ତ୍ରୀ ସାମିଲ ରହିଥିଲେ। ଲୋକସେବା ଭାବନାରେ…

କୁଏତରେ ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪୦ ଭାରତୀୟଙ୍କ ଜୀବନ, ସରକାରଙ୍କ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

କୁଏତ,୧୨।୬: କୁଏତର ଦକ୍ଷିଣ ମଙ୍ଗାଫ ଜିଲାରେ ଥିବା ଏକ ଅଟ୍ଟାଳିକା(ଲେବର କ୍ୟାମ୍ପ)ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଏଯାବତ ଏଥିରେ ୪୦ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିଭଳି ୩୦ ଭାରତୀୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୯୦…

ଅପରାଜିତା ଏବେ ଦିଲ୍ଲୀରେ ନା ଭୁବନେଶ୍ୱରରେ? ପ୍ରଶ୍ନ ଉଠାଇଲେ ସପ୍ତଗିରି ଉଲାକା

ଭୁବନେଶ୍ୱର,୧୨ା୬: ବୁଧବାର ଥିଲା ଭାଜପା ପାଇଁ ଏକ ସବୁଠୁ ବଡ଼ ଦିନ। ଆଜି ଭାଜପା ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝି। ଏହି ଶପଥପାଠ ସମାରୋହରେ ରାଜ୍ୟ ତଥା ରାଜ୍ୟ…

୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ କଲେ ସାମ୍ବାଦିକ

ଭୁବନେଶ୍ୱର,୧୨ା୬: ଦିର୍ଘ ଚାରି ବର୍ଷର ବ୍ୟବଧାନ ପରେ ଓଡ଼ିଶା ସଚିବାଳୟ ବା ଲୋକସେବା ଭବନକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି। କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚ ମାସଠାରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। ତେବେ…

ଡ୍ୟାମ୍‌ରେ ବୁଡ଼ି ଦୁଇ ଛାତ୍ରଙ୍କ ଜୀବନ ଗଲା

ହାଟଡିହୀ,୧୨ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ସୋସୋ ଥାନା ହଦଗଡ଼ ଶାଳନ୍ଦୀ ନଦୀ ଡ୍ୟାମ ବୁଲିବାକୁ ଆସିଥିବା ୭ ଜଣ ସାଙ୍ଗଙ୍କ ମଧ୍ୟରୁ ଦୁଇ ଜଣ ସାଙ୍ଗ ଗାଧୋଉଥିବା ବେଳେ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନେ…

କୃଷ୍ଣଚନ୍ଦ୍ରଙ୍କୁ ମିଳିଲା ମନ୍ତ୍ରୀପଦ, କର୍ମୀ ମହଲରେ ଉତ୍ସାହ

ମୋରଡ଼ା,୧୨ା୬(ସ୍ମାରକ ମାଜୀ): ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରି ଏକାକୀ ସରକାର ଗଠନ କରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝିଙ୍କ ସମେତ ୧୫ ଜଣ ବିଧାୟକ ମନ୍ତ୍ରିମଣ୍ଡଳରେ…

ଗୁରୁବାର ଇଟାଲି ଯିବେ ମୋଦି

ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅର୍ଥାତ ଜୁନ ୧୩ ଗୁରୁବାର ଦିନ ଇଟାଲି ଯିବେ। ତୃତୀୟ ଥର ପାଇଁ କେନ୍ଦ୍ରରେ ଏନ୍‌ଡିଏ ସରକାର ଗଠନ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ବୈଦେଶିକ ଯାତ୍ରା ହେବ। ଜୁନ ୧୪ ରେ…

ଶପଥ ନେଲେ ଓଡ଼ିଶାର ଦୁଇ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହିତ ଶପଥ ନେଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା। ରାଜ୍ୟପାଳ ରଘୁବର ଦାସ ପ୍ରଥମେ ମୋହନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ, ଏହାପରେ ତାଙ୍କର ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?