Home Left

ଟିମ୍‌ ଇଣ୍ଡିଆରୁ ବାଦ୍‌ ଦେବାକୁ ଆହତ ହୋଇଥିବାର ଗୁଜବ ଉଠାଇଥିଲେ, ମିଷ୍ଟ୍ରି ସ୍ପିନର କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୧୪।୨: କଥାରେ ଅଛି ଯିଏ ଯେତେ ଶୀଘ୍ର ଉପରକୁ ଉଠେ, ସେତେ ଶୀଘ୍ର ଭୂମିରେ ଲୋଟିଥାଏ। ଠିକ୍‌ ଏଭଳି ଏକ ଉଦାହରଣ ହେଲେ କେକେଆର୍‌ର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ। ସେ ଟିମ୍‌ ଇଣ୍ଡିଆ ପକ୍ଷରୁ କେବଳ ୩ ଟି୨୦ ମ୍ୟାଚ୍‌…

ବିନା ହେଲମେଟ୍‌ରେ ଦୁଇ ସାଙ୍ଗଙ୍କୁ ବସାଇ ଢଳି ଢଳି ଚଳାଉଥିଲେ ବାଇକ୍‌, ଏଭଳି ଦୁର୍ଘଟଣାର ଶିକାର ହେଲେ ଯେ…

କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ଦୁର୍ଘଟଣାକୁ କମ୍‌ କରିବା ଲାଗି ଅନେକ ନିର୍ଦ୍ଦେଶନାମା ଜାରି କରାଯାଉଛି। ଏହାସତ୍ତ୍ୱେ ଦୁର୍ଘଟଣାରେ ରୋକ୍‌ ଲାଗିପାରୁନାହିଁ। ଏହାପଛର ଗୋଟିଏ କାରଣ ନିୟମର ପାଳନ ନ କରିବା। ଏବେ ସୋସିଆଲ ମିଡିଆରେ ଏଭଳି ଏକ…

କେସିଙ୍ଗା ଏନ୍‌ଏସିର ନୂଆ ନିର୍ବାହୀ ଅଧିକାରୀ

କେସିଙ୍ଗା,୧୪ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ନିର୍ବାହୀ ଅଧିକାରୀ ଭାବେ ପ୍ରଣବ କୁମାର ଚାନ୍ଦ ଯୋଗଦାନ କରିଛନ୍ତି। କେସିଙ୍ଗା ଏନ୍‌ଏସିର ପୂର୍ବତନ ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟରେ ଲୋକେ ଅତିଷ୍ଠ ହୋଇ ଗଣଆନ୍ଦୋଳନ କରି କେସିଙ୍ଗା ବନ୍ଦ ଡାକରା ଓ…

ପ୍ରଥମେ ଫିଲ୍ମ ନିର୍ଦ୍ଦେଶକଙ୍କ ଘରୁ ଚୋରି କଲେ, ପରେ ଭୁଲ ମାଗି ଫେରାଇ ଦେଇ ଗଲେ ସାମଗ୍ରୀ

ପ୍ରଥମେ ଘରୁ ଚୋରି ହେଲା, କିଛିଦିନ ପରେ ଚୋରମାନେ ଚୋରି କରିଥିବା କିଛି ସାମଗ୍ରୀକୁ ଫେରସ୍ତ କରିଲେ। ଏପରିକି ଏକ କ୍ଷମା ପ୍ରାର୍ଥନା ଚିଠି ଛାଡ଼ିଦେଇଗଲେ। କିଛି ଏଭଳି ଘଟଣା ମଦୁରାଇର ଉସିଲାମପଟ୍ଟୀରେ ରହୁଥିବା ଲୋକପ୍ରିୟ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିକନ୍ଦମଙ୍କ…

”ପ୍ରଧାନମନ୍ତ୍ରୀ ପୁଣି ପଞ୍ଜାବ ଆସିଲେ ରକ୍ଷା ପାଇବେ ନାହିଁ”, ଖୋଲା ଧମକ ଦେଲେ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୧୪।୨: ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି ‘ଯଦି ପ୍ରଧାନମନ୍ତ୍ରୀ ପୁଣି ପଞ୍ଜାବ ପରିଦର୍ଶନ କରନ୍ତି ତେବେ ପ୍ରଧାନମନ୍ତ୍ରୀ ଏଥର ରକ୍ଷା ପାଇବେ ନାହିଁ।’ ପୁନର୍ବାର ପଞ୍ଜାବ ଆସିଲେ…

ମହାଠକ ସୁକେଶଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଉଠାଇନେଲେ ଜ୍ୟାକ୍‌ଲିନ୍‌

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ପ୍ରେମିକା ଥିବା କୁହାଯାଏ। ଏନେଇ ଜଣାପଡ଼ିବା ପରଠାରୁ ଅଭିନେତ୍ରୀ ଚର୍ଚ୍ଚାରେ ରହି ଆସୁଛନ୍ତି। ସୁକେଶ ଲଗାତର ଭାବେ ଚିଠି ପଠାଇ ଧମକ…

ପ୍ରେମିକାଙ୍କ ସହ ବୁଲୁଥିଲେ ସ୍ବାମୀ, ରେଡ୍‌ ହ୍ୟାଣ୍ଡ୍‌ରେ ଧରିଲେ ସ୍ତ୍ରୀ, ଆଉ ତା’ ପରେ…

ଆଜି ଭାଲେଣ୍ଟାଇନ୍‌ ଡେ’ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ ଏବଂ ବିଶ୍ୱାସ ଉପରେ ନିର୍ଭର କରେ। କିନ୍ତୁ ଯଦି ଏହି ଦୁଇଟି ଭାବନା ମଧ୍ୟରୁ ଗୋଟିଏର ଅଭାବ ରହେ, ତେବେ ସମ୍ପର୍କ ସେଠାରେ ହିଁ ନଷ୍ଟ…

CBSE ନାଁରେ ମାଳ ମାଳ ଫେକ୍‌ ଆକାଉଣ୍ଟ, ତାଲିକା ଜାରି କରି ସତର୍କ କଲା ବୋର୍ଡ 

ନୂଆଦିଲ୍ଲୀ,୧୪।୨: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ନାମରେ ମାଳମାଳ ଫେକ୍‌ ଆକାଉଣ୍ଟ। ଫଳରେ ସାଧାରଣ ଲୋକେ ବିଭ୍ରାନ୍ତ ହେଉଛନ୍ତି। ଏନେଇ ଜଣାପଡ଼ିବା ପରେ ସିବିଏସ୍‌ଇ ପକ୍ଷରୁ ‘ଏକ୍ସ’ରେ ନକଲି ଆକାଉଣ୍ଟଗୁଡ଼ିକର ଏକ ତାଲିକା ପ୍ରକାଶ ପାଇଛି। ସେସବୁ ଆକାଉଣ୍ଟଗୁଡ଼ିକ ସିବିଏସ୍‌ଇ…

ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ପରେ ବର୍ଷିଲା କଂଗ୍ରେସ: ରହିଛି ଲିଭ୍‌ ଇନ୍‌ ରିଲେସନସିପ୍‌

ଭୁବନେଶ୍ୱର,୧୪।୨: ରାଜ୍ୟ ସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପରେ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। ପିସିସି ପ୍ରଭାରୀ ଅଜୟ କୁମାର ସୋସିଆଲ ମିଡିଆରେ କଟାକ୍ଷ କରିଥିବା ବେଳେ ଖବରଦାତା ସମ୍ମିଳନୀ କରି ପିସିସି ସଭାପତି ଶରତ…

ବିଲେଇ ରାମ୍ପୁଡିବାରୁ ଚାଲିଗଲା ଜୀବନ

ବିଲେଇ ରାମ୍ପୁଡି ଦେବାରୁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ବିଲେଇ ସବୁଠାରୁ ଅଧିକ ଘରେ ପାଳୁଥିବା ପ୍ରାଣୀ ହୋଇଥିବାବେଳେ ଏହା ଯୋଗୁ କାହାର ମୃତ୍ୟୁ ହୋଇଯିବା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏପରି ଘଟଣା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ପୁରା ମାମଲା।…

ଭାଜପାର ତୃତୀୟ ରାଜ୍ୟ ସଭା ପ୍ରାର୍ଥୀ ତାଲିକା ପ୍ରକାଶ: ଅଶୋକ ଚଭନ୍‌ ମହାରାଷ୍ଟ୍ରରୁ, ଜେପି ନଡା ଗୁଜରାଟରୁ ପ୍ରାର୍ଥୀ

ନୂଆଦିଲ୍ଲୀ,୧୪।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଗୁଜରାଟରୁ ଜେପି ନଡା ଏବଂ ମହାରାଷ୍ଟ୍ରର ଅଶୋକ ଚଭନଙ୍କୁ ମନୋନୀତ କରିଛି। ଅଶୋକ ଫେବୃଆରୀ ୧୩ରେ କଂଗ୍ରେସ ଛାଡି ଭାଜପାରେ ସାମିଲ ହୋଇଥିଲେ। ଏହା…

ଶେରଗଡକୁ ଏନଏସି ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୧୪।୨: ଗଞ୍ଜାମ ଜିଲା ଶେରଗଡକୁ ଏନଏସି ମାନ୍ୟତା ମିଳିଛି। ଏନଏସି ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଶେରଗଡ ସଭାରେ ସମ୍ବୋଧନ ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏଭଳି ଘୋଷଣା ପରେ ଶେରଗଡବାସୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri