Home Left

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ସେଞ୍ଚୁରିଅନ୍‌,୨୬ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ମଙ୍ଗଳବାର ଆରମ୍ଭ ହେବ। ଭାରତୀୟ ଦଳ ୩୧ ବର୍ଷ ହେବ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ଟେଷ୍ଟ ସିରିଜ୍‌ ଜିତି ନ ଥିବା ବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ…

ପଏଣ୍ଟ ଖାତା ଖୋଲିଲା ଗୁଜରାଟ

ଭୁବନେଶ୍ୱର,୨୬ା୧୨(ସରୋଜ ଜେନା) କଟକ ସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ପ୍ରଥମ ବିଜୟ ହାସଲ କରିଛି ଗୁଜରାଟ ଜାଏଣ୍ଟ୍ସ। ସୋମବାର ସନ୍ଧ୍ୟାରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ଓ୍ବାରିୟର୍ସକୁ ଦଳ ୪୧-୩୦ ପଏଣ୍ଟରେ…

ଭାରତୀୟ ଯାତ୍ରୀଙ୍କ ଧରି ଉଡ଼ାଣ ଭରିଲା ଫ୍ରାନ୍ସରେ ଅଟକ ଥିବା ବିମାନ

ନୂଆଦିଲ୍ଲୀ, ୨୫।୧୨: ଫ୍ରାନ୍ସରେ ଅଟକି ରହିଥିବା ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର (୨୨ ଡିସେମ୍ବର) ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନ ବନ୍ଦରରେ ଅଟକି ରହିଥିଲା। ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିଲେ,…

୨୦୨୪ ରେ ସମସ୍ତଙ୍କୁ ମିଳିବ ୨୪ ଘଣ୍ଟା ବିଦ୍ୟୁତ୍ ସପ୍ଲାଇ, ଜାଣନ୍ତୁ କଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ, ୨୫।୧୨: ବିଶ୍ୱରେ ବଢୁଥିବା ଅସ୍ଥିରତା ମଧ୍ୟରେ ବଢି ଚାଲିଥିବା ଭାରତୀୟ ଅର୍ଥନୀତି ପାଇଁ ବିଭିନ୍ନ କ୍ଷେତ୍ରକୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ କରିବାକୁ କୋଇଲା ସାଙ୍ଗକୁ ଅକ୍ଷୟ ଶକ୍ତି ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାର। ଏହି ମହତକାଂକ୍ଷୀ ଯୋଜନାକୁ…

କାମିୟା ବିବାଦର ଯାଞ୍ଚ ହେଉ: ଭିଏଚ୍‌ପି

ପୁରୀ,୨୫ା୧୨(ଅଜିତ୍‌ ମହାନ୍ତି): ୟୁଟ୍ୟୁବର୍‌ କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଉଠିଥିବା ବିବାଦର ଯାଞ୍ଚ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅନୁରୋଧ କରାଯାଇଛି। ସୋମବାର ପୁରୀର ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱ…

ନିଜ ମୃତ୍ୟୁର ଭିଡିଓ ଶୁଟିଂ କରି ଆଖିବୁଜିଦେଲେ , ପୂରା ଘଟଣା ଜାଣିଲେ

ୱାଶିଂଟନ: ମୃତ୍ୟୁ କେତେବେଳେ, କେମିତି ବି ଆସିଥାଏ। ହେଲେ କେହି ସେହି ମୃତ୍ୟୁକୁ ରେକର୍ଡ କରିବା ସମ୍ଭବ ହୋଇନି। ତେବେ ଜଣେ ବ୍ୟକ୍ତି ନିଜ ମୃତ୍ୟୁର ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି। ସେ ପେସାରେ ଜଣେ ସ୍କାଏଡାଇଭର। ତାଙ୍କ ମୃତ୍ୟୁ ପ୍ଲେନ୍‌ରୁ…

ଯାଞ୍ଚବେଳେ ପୋଲିସକୁ ଆକ୍ରମଣ, ଅଭିନେତା ଗିରଫ

ଭୁବନେଶ୍ୱର,୨୫।୧୨(ସୂର୍ଯ୍ୟକାନ୍ତ ବେହେରା): ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ ସହ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୋଲିସ ଜଣେ ଅଭିନେତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେ ହେଲେ ନୟାପଲ୍ଲୀରେ ରହୁଥିବା ପୁରୀର ବିରଞ୍ଚତ୍ ନାରାୟଣ ନାୟକ। ସେ ଏକାଧିକ…

Video: ଭୀଷଣ ଟ୍ରାଫିକ୍ ଜାମରୁ ବଞ୍ଚିବା ପାଇଁ ନଈରେ ଏସୟୁଭି ଥାର ଚଳାଇଲେ ଡ୍ରାଇଭର

ନୂଆଦିଲ୍ଲୀ, ୨୫।୧୨: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବିପୁଳ ପର୍ଯ୍ୟଟକଙ୍କ ସମାଗମ ହେତୁ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଭିଡ଼ରୁ ବଞ୍ଚିବା ପାଇଁ ଜଣେ ଡ୍ରାଇଭର ନଈ ଭିତରେ ଏସୟୁଭି ଥାର…

୩ ଦିନ ପରେ ଉଡାଣ ଭରିଲା ଫ୍ରାନ୍ସରେ ଅଟକିଥିବା ବିମାନ, ଧନ୍ୟବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୨୫।୧୨: ଫ୍ରାନ୍ସରେ ଅଟକିଥିବା ବିମାନ ସୋମବାର ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର ମୁମ୍ବାଇ ଅଭିମୁଖେ ଯାଉଥିବା ବିମାନକୁ ପ୍ୟାରିସ ନିକଟ ବିମାନବନ୍ଦରରେ ଅଟକା ଯାଇଥିଲା। ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିବା ବେଳେ ଏଥିରେ…

ରାଉରକେଲା ପରେ ବଲାଙ୍ଗୀର: ଝାଡ଼ାବାନ୍ତିରେ ୨ ମୃତ୍ୟୁ

ବଲାଙ୍ଗୀର/କଣ୍ଟାବାଞ୍ଜି, ୨୫।୧୨( ସୁନୀଲ କୁମାର ମହାନ୍ତି): ରାଉରକେଲା ପରେ ଏବେ ବଲାଙ୍ଗୀରରେ ଝାଡ଼ାବାନ୍ତି ଆତଙ୍କ ଦେଖାଯାଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ବଲାଙ୍ଗୀର ଜିଲା ଭାରାପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. କୁବେର ଚନ୍ଦ୍ର…

ମଙ୍ଗଳବାରଠୁ ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନ

ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନସେବା ମଙ୍ଗଳବାର ଆରମ୍ଭ ହେବ। ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସପ୍ତାହକୁ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଆଦି ୩ଦିନ ଏହି ବିମାନ ଚଳାଚଳ କରିବ। ମଙ୍ଗଳବାର ପୂର୍ବାହ୍ନ…

କରୋନା ଭୟ: ଆତଙ୍କିତ ନ ହେବାକୁ ପରାମର୍ଶ

ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି କୋଭିଡ୍‌ ସଂକ୍ରମଣ। କିଛିଦିନର ବ୍ୟବଧାନ ପରେ ଗତ ଦୁଇଦିନ ହେଲା ଲଗାତର ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆତଙ୍କିତ ନ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri