ନୋଏଡାରେ ୧୪୪ ଧାରା ଲାଗୁ
ନୋଏଡା,୧୬।୨: ଏମଏସପି ଏବଂ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଦିଲ୍ଲୀ-ଏନସିଆରର ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉନ୍ତି। ଏଭଳି ପରିସ୍ଥିତିରେ ପୋଲିସ ଏହାର ସମସ୍ତ ପ୍ରସ୍ତୁତି ଚଳାଇଛି। ଦିଲ୍ଲୀ ସୀମାରେ ସୁରକ୍ଷା…
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୧୬।୨: ଦିଲ୍ଲୀର ଅଲିପୁରରେ ଦୁଇଟି ପେଣ୍ଟ ଏବଂ କେମିକାଲ ଗୋଦାମ ଅଗ୍ନିକାଣ୍ଡ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ଏଥିସହିତ ୪ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କୁ ବାବୁ ଜଗଜୀବନ ରାମ ଡାକ୍ତରଖାନା ଏବଂ ଚାରି ଆହତଙ୍କୁ ରାଜା ହରିଶ୍ଚନ୍ଦ୍ର ଡାକ୍ତରଖାନାକୁ…
ମୁଣ୍ଡରେ ଏହି ତେଲ ଲଗାନ୍ତି ମେଗାଷ୍ଟାାର ଅମିତାଭ ବଚ୍ଚନ
ବଲିଉଡ ସୁପରଷ୍ଟାର ନବ୍ୟା ନଭେଲି ନନ୍ଦା ତାଙ୍କ ପୋଡକାଷ୍ଟର ‘ହ୍ବାଟ୍ସ ଦ ହେଲ୍ ନବ୍ୟା ସିଜିନ ୨’ର ଏକ ନୂଆ ଏପିସୋଡ ସହିତ ଫେରିଛନ୍ତି। ଏହି ପୋଡକାଷ୍ଟରେ ସେ ତାଙ୍କ ଆଇ ଜୟା ବଚ୍ଚନ ଏବଂ ମା’ ଶ୍ୱେତା ବଚ୍ଚନଙ୍କ ସହ…
ସୋନିଆଙ୍କ ପାଖରେ ୮୮ କେଜି ରୂପା ସାଙ୍ଗକୁ ୧ କେଜିରୁ ଅଧିକ ସୁନା, ଇଟାଲୀରେ ରହିଛି ସମ୍ପତ୍ତି
ନୂଆଦିଲ୍ଲୀ,୧୬।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଇଟାଲୀରେ ସମ୍ପତ୍ତି ଅଛି। ସୂଚନାନୁସାରେ, ସୋନିଆର ଇଟାଲୀରେ ତାଙ୍କ ପୈତୃକ ସମ୍ପତ୍ତିରେ ଏକ ଅଂଶ ରହିଛି। ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଦିଆଯାଇଥିବା ଆଫିଡେଭିଟ୍ରେ ସୋନିଆ ଗାନ୍ଧୀ ଇଟାଲୀରେ…
ଯିଏ ଦେଲେ ଟେଷ୍ଟ ଡେବ୍ୟୁ କ୍ୟାପ୍, ତାଙ୍କ ରେକର୍ଡର ସମକକ୍ଷ ହେଲେ ସରଫରାଜ
ରାଜକୋଟ,୧୬।୨: ଷ୍ଟାର ଯୁବ ବ୍ୟାଟ୍ସମ୍ୟାନ ସରଫରାଜ ଖାନ ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଚମତ୍କାର ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ମ୍ୟାଚ୍ର ପ୍ରଥମ ଇନିଂସରେ ସରଫରାଜ ଖାନ ୬୨ ରନ୍ର ଦ୍ରୁତ ଅର୍ଦ୍ଧଶତକ କରିଥିଲେ। ଡେବ୍ୟୁ ମ୍ୟାଚରେ ଏହି ଯୁବ ବ୍ୟାଟ୍ସମ୍ୟାନ ଜବରଦସ୍ତ…
ମାଟ୍ରିକ ପରୀକ୍ଷାରେ ଏଆଇ ସର୍ଭିଲାନ୍ସ
କଟକ,୧୬ା୨ (କାର୍ତ୍ତିକ ସାହୁ):ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ଭିଲାନ୍ସର ଉପଯୋଗ କରାଯାଉଛି। ଏଭଳି ବ୍ୟବସ୍ଥା ଦେଶରେ ପ୍ରଥମଥର ପାଇଁ ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ପ୍ରାୟ ୧୫୦ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କେନ୍ଦ୍ରକୁ ଏଆଇ ସର୍ଭିଲାନ୍ସ ଜରିଆରେ ନିୟନ୍ତ୍ରଣ…
ବନ୍ୟପ୍ରାଣୀଙ୍କ ଚଳପ୍ରଚଳରେ ବାଧକ ସ୍ଲରି ପାଇପ ଲାଇନ୍
କେନ୍ଦୁଝର,୧୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ନିକଟ ଏନ୍ଏଚ୍-୨୦ ବାଇପାସ ରାସ୍ତାର କଡ଼ରେ ସିଦ୍ଧମଠରୁ ଶିରିଶପାଳ ମଧ୍ୟରେ ଏବେ ସ୍ଲରି ପାଇପ ବିଛାଇବା କାମ ଚାଲିଛି। ଉକ୍ତ କାମ ନେଇ ସଂସ୍ଥା ଟ୍ରେଞ୍ଚ୍ ଖୋଳି ଖୋଲା ଛାଡ଼ି ଦେଉଥିବାରୁ ଉକ୍ତ ସ୍ଥାନ…
ଏଲନ ମସ୍କ ପ୍ରତି ସେକେଣ୍ଡରେ ଯେତେ ଟଙ୍କା କମାନ୍ତି, କୋଟି କୋଟି ଭାରତୀୟଙ୍କ ବାର୍ଷିକ ଦରମା ମଧ୍ୟ ସେତିକି ନୁହେଁ…
ନୁୟର୍କ,୧୬।୨: ଅନେକ ଲୋକ ଜାଣିବାକୁ ଆଗ୍ରହୀ ଯେ ଏଲନ ମସ୍କଙ୍କର କେତେ ଧନ ଅଛି। ତେବେ ଏହାକୁ ନେଇ ଏକ ନୂତନ ରିପୋର୍ଟରେ ଖୁଲାସା କରାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ୫ ହଜାର, ହେଲପରଙ୍କୁ ୩ହଜାର ଟଙ୍କା ମିଳିବ ସ୍ବତନ୍ତ୍ର ଭତ୍ତା
ଭୁବନେଶ୍ୱର,୧୬।୨: ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଡ୍ରାଇଭର, ମେଡିକାଲ ଟେକନିସିଆନ ଓ ହେଲପରଙ୍କୁ ସ୍ବତନ୍ତ୍ର ମାସିକ ଭତ୍ତା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଣ୍ଠିରୁ ସ୍ବତନ୍ତ୍ର ଭତ୍ତା ପ୍ରଦାନ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି। ତେବେ ଡ୍ରାଇଭରମାନଙ୍କୁ ମାସିକ…
ତୁ ବି ଦିନେ ଏ ସ୍ଥାନରେ ପହଞ୍ଚିବୁ…ଭାଇଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସରଫରାଜ
ରାଜକୋଟ,୧୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟ ଟେଷ୍ଟରେ ବିସ୍ଫୋରକ ଡେବ୍ୟୁ କରି ସରଫରାଜ ଖାନ ଏହାକୁ ସ୍ମରଣୀୟ କରିପାରିଥିଲେ। ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ସରଫରାଜ ୯ ଚୌକା ଓ ଗୋଟିଏ ଛକା ସହାୟତାରେ ୬୧ ରନ ଖେଳିଥିଲେ। ତେବେ…
୯୭ କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ
ଢେଙ୍କାନାଳ,୧୬ା୨(ରତନ ନାୟାର): ଆସନ୍ତା ୨୦ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା କରାଯିବ। ଚଳିତବର୍ଷ ଢେଙ୍କାନାଳ ଜିଲାରେ ମୋଟ ୯୭ଟି କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତନ୍ମଧ୍ୟରେ ରେଗୁଲାର ପରୀକ୍ଷାର୍ଥୀ ୧୬,୬୬୮ ଓ ଏକ୍ସ ରେଗୁଲାର ୩୪,…
ଆଜି ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ପୁରୀ,୧୬ା୨: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ…
Archives


