Posted inଫୁରସତ

ମନକୁ ହାଲୁକା କରେ ପିକ୍‌ନିକ୍‌

ସାରା ବିଶ୍ୱରେ ଜୁନ୍‌ ୧୮ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ପିକ୍‌ନିକ୍‌ ଡେ’ ବା ବିଶ୍ୱ ବଣଭୋଜି ଦିବସ। ଏହି ସ୍ବତନ୍ତ୍ର ଦିନରେ ଲୋକମାନେ ପିକ୍‌ନିକ୍‌ ମାଧ୍ୟମରେ ନିଜର ସାଙ୍ଗସାଥୀଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି। ଜଣେ ଅନ୍ୟ ଜଣଙ୍କ ସହ ସମୟ ଅତିବାହିତ କରିଥାନ୍ତି। ବ୍ୟସ୍ତବହୁଳ ତଥା ଧାଁଧଉଡ଼ ଜୀବନରୁ ଟିକେ ସମୟ ବାହାର କରି ମନକୁ ହାଲୁକା କରିବା ପାଇଁ ପିକ୍‌ନିକ୍‌ର ମଜା ନେଇଥାନ୍ତି ଲୋକେ। ଏହି ଦିନର ଇତିହାସ ଏବଂ ମହତ୍ତ୍ୱ ବିଷୟରେ ଜାଣନ୍ତୁ…

International Picnic Day 2023 Date Know History Significance and Why It Is Celebrated

ଯଦିଓ ଏହି ଦିନର କୌଣସି ସଠିକ୍‌ ତଥ୍ୟ ନାହିଁ ମାତ୍ର ବିଦେଶରେ ରହୁଥିବା ଲୋକମାନେ ନିଜର ପରିବାର ସହ ସମୟ କାଟିବା ପାଇଁ ଉକ୍ତ ଦିନଟିକୁ ବାଛିଥାନ୍ତି। ପିକ୍‌ନିକ୍‌ ଫ୍ରେଞ୍ଚ ଭାଷାରୁ ଆସିଛି। ଯେଉଁଥିରେ ଲୋକମାନେ ଗୋଟିଏ ଜାଗାରେ ଏକାଠି ହୋଇ ସମୟ ବିତାଇଥାନ୍ତି ଏବଂ ନିଜ ନିଜର ଖାଦ୍ୟ ଏକାସାଙ୍ଗରେ ଶେୟାର କରିଥାନ୍ତି। ଫ୍ରାନ୍ସର ଲୋକମାନେ ପ୍ରଥମେ ଏହି ଦିବସ ପାଳନ କରିଥିଲେ।

International Picnic Day 2023 Date Know History Significance and Why It Is Celebrated

ସେହିପରି ପର୍ତ୍ତୁଗାଲରେ ପିକ୍‌ନିକ୍‌ ଡେ’ ବେଶ୍‌ ଆଡମ୍ବର ସହକାରେ ପାଳନ କରାଯାଇଥାଏ। ଏହି ଇଭେଣ୍ଟରେ ପ୍ରାୟ ୨୦୦୦୦ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇଥାନ୍ତି। ଏହି ରେକର୍ଡ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡରେ ସ୍ଥାନ ପାଇଛି। ପ୍ରଥମେ ଏହାର ଉଦ୍ଦେଶ୍ୟ ହେଲା ଚିନ୍ତାରୁ ମୁକ୍ତ ପାଇବା। ଲୋକେ ପ୍ରଥମେ ରାଜନୀତିକ ଗତିବିଧିକୁ ନେଇ ଏହାକୁ ଆୟୋଜନ କରିଥିଲେ। ମାତ୍ର ଧିରେ ଧିରେ ଏହାର ଟ୍ରେଣ୍ଡ ବଦଳିଗଲା।

International Picnic Day 2023 Date Know History Significance and Why It Is Celebrated

ପିକ୍‌ନିକ୍‌ ସ୍ପଟ୍‌ରେ ମ୍ୟୁଜିକ୍‌ ତଥା ସଙ୍ଗୀତକୁ ମଧ୍ୟ ଉପଭୋଗ କରିଥାନ୍ତି ଲୋକେ। ସୁନ୍ଦର ସୁନ୍ଦର ଗୀତରେ ଲୋକମାନେ ଏକାଠି ହୋଇ ଡ୍ୟାନ୍ସ କରିଥାନ୍ତି। ଯାହାକି ମନକୁ ହାଲୁକା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri