ବରଯାତ୍ରୀଙ୍କୁ ଧରି ଫେରୁଥିବାବେଳେ ବ୍ରେକ୍ ଫେଲ ହେଲା ବସ୍
ଗଜପତି,୩।୩: ବରଯାତ୍ରୀଙ୍କୁ ଧରି ଫେରୁଥିଲେ ବେଳେ ବ୍ରେକ ଫେଲ ହେଲା ବସ। ଭାରସାମ୍ୟ ହରାଇ ବସ ରାସ୍ତା ପାର୍ଶ୍ୱରେ ଥିବା ବିରାଟକାୟ ପଥରରେ ପିଟି ହୋଇଯାଇଛି। ଗଞ୍ଜାମ ତପ୍ତପାଣି ଘାଟିରେ ଏହି ବସ ଦୁର୍ଘଟଣା ଘଟିଛି। ଆହତ ହୋଇଥିବା ୭ ଜଣ…
ରାସ୍ତା ମଝିରେ ପିଲାଙ୍କ ସହ ‘ଗୁଲି’ ଖେଳୁଛନ୍ତି ରିଷଭ ପନ୍ତ: ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୩।୩: ଆଜିକାଲି ରିଷଭ ପନ୍ତ କ୍ରିକେଟ ଠାରୁ ଦୂରରେ ଅଛନ୍ତି। କାର ଦୁର୍ଘଟଣା ପରେ ଆଘାତରୁ ମୁକ୍ତି ପାଇଥିବା ପନ୍ତଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ପନ୍ତ ରାସ୍ତା ମଝିରେ ପିଲାମାନଙ୍କ ସହ ‘ଗୁଲି’ ଖେଳୁଥିବା ଦେଖାଯାଇଛି। ଏହି ସମୟରେ…
ନିର୍ମାଣ ଶ୍ରମିକଙ୍କ ପେନ୍ସନ୍ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର,୩।୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ମାଣ ଶ୍ରମିକମାନଙ୍କ ପେନ୍ସନ୍ ବୃଦ୍ଧି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ ପେନ୍ସନ୍…
ପ୍ରଥମ ସ୍ଥାନରେ ପହଞ୍ଚିଲା ଭାରତ: ପାକିସ୍ତାନ ସ୍ଥିତି ଅତ୍ୟନ୍ତ ଖରାପ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ୩-୧ରେ ଅଗ୍ରଣୀ ହାସଲ କରିଛି। ଏହି କାରଣରୁ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନଷପର ପଏଣ୍ଟ ଟେବୁଲରେ ଉପକୃତ ହୋଇଛନ୍ତି। ଟିମ…
ହକ୍ ପାଇଁ ଆଦିବାସୀଙ୍କ ମେଳି
ମୋରଡ଼ା,୩ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ମାକୁନ୍ଦ ଗ୍ରାମର ଜାହିରା ପୀଠ ନିକଟରେ ଶତାଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ମେଳି ବାନ୍ଧିଥିବାର ଦେଖିବାକୁ ମିଳିଛି। ଉକ୍ତ ମେଳିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା…
ଯେଉଁମାନେ ଦଳ ଛାଡିଛନ୍ତି ସେମାନଙ୍କୁ ଆବଶ୍ୟକ ଥିଲା ୱାଶିଂ ମେଶିନ: ଦିଗବିଜୟ ସିଂ
ନୂଆଦଲ୍ଲୀ,୩।୩: ଭାଜପା କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗୁନା ଆସନରୁ ପ୍ରାର୍ଥୀ ଘୋଷଣା କରିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଦିଗବିଜୟ ସିଂ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସିନ୍ଧିଆଙ୍କ ପ୍ରାର୍ଥୀତ୍ୱରେ ଦିଗ୍ବିଜୟ କହିଛନ୍ତି, ଯେଉଁମାନେ…
ନିର୍ବାଚନ ଲଢିବାକୁ ମନା କଲେ ଆଉ ଜଣେ ଭାଜପା ନେତା
ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନକୁ ନେଇ ଗୁଜୁରାଟରୁ ଏକ ବଡ ଖବର ଆସିଛି। ଗୁଜୁରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ତାଙ୍କ ପ୍ରାର୍ଥୀ ପ୍ରତ୍ୟାହାର ନେଇ ଏକ ବଡ ଘୋଷଣା କରିଛନ୍ତି। ନିତିନ ପଟେଲ ମେହସାନା ଆସନରୁ ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ…
କଂଗ୍ରେସ ନେତାଙ୍କ ଦାବି, ରାୟବରେଲି ନୁହେଁ ଏହି ଆସନରୁ ନିର୍ବାଚନ ଲଢିବେ ପ୍ରିୟଙ୍କା
ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ଦଳ ଆକ୍ସନ ମୋଡକୁ ଆସିଛନ୍ତି। ଏପରିକି ଭାଜପା ଏହାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଭାଜପା ପ୍ରଥମ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଏହି ସମୟରେ କଂଗ୍ରେସ…
ବିଧାନସଭାରେ ବିଧାୟିକାଙ୍କ ଉପରକୁ ଜୋତା, ଢାଳ ଫିଙ୍ଗିବା ଘଟଣା: ମାମଲା ଦାୟର ଦାବି
ଇସଲାମାବାଦ,୩ା୩: ପାକିସ୍ତାନ ବିଧାନସଭାରେ ବିଧାୟିକା ସୋବିିୟା ଶାହିଦଙ୍କୁ ଆକ୍ରମଣ କରାଯାଇଥିଲା। ବିଧାନସଭା ଚାଲିଥିବା ସମୟରେ ବିଧାୟିକାଙ୍କ ଉପରକୁ ପିଟିଆଇ କର୍ମଚାରୀମାନେ ଜୋତା ଏବଂ ଢାଳ ଫିଙ୍ଗିଥିଲେ। ଏପରିକି ବିଧାୟିକାଙ୍କୁ ଅଶ୍ଳୀଳ ଭାଷା ମଧ୍ୟ ପ୍ରୟୋଗ କରିଥିଲେ। ପିଏମ୍ଏଲ୍ଏନ୍ର ରାଜ୍ୟ ସଭାପତି ଅମୀର…
‘ଜନତାଙ୍କ ସ୍ମରଣ ଶକ୍ତି ଦୁର୍ବଳ ହୋଇପାରେ ହେଲେ…’ହାଇକୋର୍ଟ କାହିଁକି କହିଲେ ୨୦୦୫ର ମୁମ୍ବାଇ ବନ୍ୟାକୁ ଭୁଲି ହେବନାହିଁ
ମୁମ୍ବାଇ,୩।୩: ବମ୍ବେ ହାଇକୋର୍ଟ କହିଛନ୍ତି ଯେ ମିଠୀ ନଦୀ କୂଳରେ ବେଆଇନ ନିର୍ମାଣ ହେତୁ ମୁମ୍ବାଇ ପ୍ରାୟ ବୁଡ଼ି ଯାଇଥିବା ବେଳେ ଜୁଲାଇ ୨୦୦୫ର ବନ୍ୟା ପରିସ୍ଥିତି ଭୁଲି ହେବନାହିଁ। ଜଷ୍ଟିସ ଗୌତମ ପଟେଲ ଏବଂ ଜଷ୍ଟିସ କମଲ ଖାତାଙ୍କ ଏକ…
ମହୁମାଛି ଆକ୍ରମଣରେ ୮ରୁ ଅଧିକ ଆହତ
ଛତ୍ରପୁର,୩ା୩(ଦିଲ୍ଲୀପ ସାମଲ): ଛତ୍ରପୁର ମେନ୍ରୋଡ୍ଠାରେ ଥିବା ଏକ ଘରୋଇ ମଲ୍ ପରିସରରେ ମହୁମାଛି ଆକ୍ରମଣରେ ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଫେରିଛନ୍ତି। ସେମାନେ ହେଲେ ଯୁବରାଜ ବେହେରା,…
ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟର୍ଙ୍କ ସହ ଦାଣ୍ଡିଆ ଖେଳିଲେ ଧୋନୀ
ଜାମନଗର,୩।୩: ବଲିଉଡ ବ୍ୟତୀତ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ଓ୍ବେଡିଂ ପାଇଁ ଜାମନଗରରେ ଅନେକ କ୍ରିକେଟର୍ ମଧ୍ୟ ଅଛନ୍ତି। ଅନନ୍ତ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପୁଅ। ଏହି କାର୍ଯ୍ୟ ପାଇଁ ଏମଏସ ଧୋନୀ ଏବଂ ତାଙ୍କ…
Archives


