Home Left

ଓଜିବିଇଏର ୪ର୍ଥ ଦ୍ୱିବାର୍ଷିକ ବୈଠକ

ଭୁବନେଶ୍ୱର,୪।୩: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ (ଓଜିବିଇଏ)ର ୪ର୍ଥ ଦ୍ୱିବାର୍ଷିକ ସମ୍ମିଳନୀ ଏବଂ ଜେନେରାଲ ବଡି ମିଟିଂ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂଙ୍କ ସମେତ ଜେନେରାଲ ମ୍ୟାନେଜର ସ୍ବେତଭ କୁମାର…

ସିଜିୟୁରେ ୨ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର, ୪।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)ର କମ୍ପ୍ୟୁଟର ସାଇନ୍ସ ବିଭାଗ ପକ୍ଷରୁ ଏକ ୨ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ଲୁମିନସ୍‌ ଇନ୍‌ଫୋୱେବ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଶ୍ରୀ…

ଏନ୍‌ପିଏସ୍‌ ଟ୍ରଷ୍ଟର କାର୍ଯ୍ୟାଳୟ ପରିସର ଉଦ୍‌ଘାଟିତ

ଭୁବନେଶ୍ୱର,୪।୩: ଦେଶର ପ୍ରମୁଖ ନିୟାମକ ସଂସ୍ଥା ତଥା ପେନ୍‌ସନ ଫଣ୍ଡ ରେଗୁଲାଟେରି ଆଣ୍ଡ ଡେଭଲପମେଣ୍ଟ ଅଥରଟି (ପିଏଫ୍‌ଆର୍‌ଡିଏ) ଅଧୀନରେ ଥିବା ନ୍ୟାଶନାଲ ପେନ୍‌ସନ ସିଷ୍ଟମ (ଏନ୍‌ପିଏସ୍‌) ଟ୍ରଷ୍ଟର ନୂତନ କାର୍ଯ୍ୟାଳୟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଓ୍ବାଲର୍ଡ ଟ୍ରେଡ୍‌ ସେଣ୍ଟର କମ୍ପ୍ଲେକ୍ସ ନାରୁଜିନଗର…

ବୈଭବ ଗୁପ୍ତା ଇଣ୍ଡିଆନ ଆଇଡଲ ବିଜେତା

ମୁମ୍ବାଇ,୪ା୩:ସଙ୍ଗୀତଭିତ୍ତିକ ରିଏଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ର ଚତୁର୍ଦ୍ଦଶ ସଂସ୍କରଣରେ ବୈଭବ ଗୁପ୍ତାଙ୍କୁ ବିଜେତା ଘୋଷଣା କରାଯାଇଛି। ପୁରସ୍କାର ସ୍ବରୂପ ତାଙ୍କୁ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରେ ସେ ନିଜର ଏକ ମ୍ୟୁଜିକ୍‌ ଷ୍ଟୁଡିଓ ଖୋଲିବେ…

ପ୍ରଦର୍ଶନୀରେ ଭିଡ଼ ବଢ଼ାଉଛି କାରବାର

ଭୁବନେଶ୍ୱର,୪।୩ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏକ ଆନ୍ତଃ ରାଜ୍ୟ ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏପରିକି ପାଣିପାଗ ଓ ପରିବେଶ ପ୍ରଦର୍ଶନୀ…

‘ନାଟୁ ନାଟୁ’ ଗୀତରେ ଝୁମିଲେ ତାରକା

ଜାମନଗର,୪।୩:ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ଜଣାଶୁଣା ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ପ୍ରାକ୍‌ ବିବାହ ଉତ୍ସବ ବହୁ ଧୁମ୍‌ଧାମ୍‌ରେ ରବିବାର ସମ୍ପର୍ଣ୍ଣ ହୋଇଛି। ଜାମନଗରରେ ଆୟୋଜିତ ହୋଇଥିବା ଏହି…

ଅଭିନୟ ପାଇଁ ପଢ଼ା ଛାଡ଼ିଥିଲେ ଶ୍ରଦ୍ଧା

ମୁମ୍ବାଇ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ରବିବାର ନିଜର ୩୭ ତମ ଜନ୍ମଦିନ ଧୁମଧାମ୍‌ରେ ପାଳନ କରିଛନ୍ତି। ଶ୍ରଦ୍ଧାଙ୍କ ଜନ୍ମଦିନରେ ପ୍ରଶଂସକମାନେ ତାଙ୍କୁ ବିଭିନ୍ନ ଉପାୟରେ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ଅବସରରେ ସ୍କୁଲ ପରେ ତାଙ୍କୁ ଅଭିନୟ ଛାଡ଼ିବାକୁ ପଡ଼ିଥିବା…

ଭାଜପାରେ ସାମିଲ ହେବେ ବିଧାୟକ ପ୍ରେମାନନ୍ଦ

କେନ୍ଦୁଝର ୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ନିକଟରେ ବିଜେଡି ଛାଡିଥିବା ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଭାଜପାରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗ୍ରସ୍ତର ଦିନକ ପୂର୍ବରୁ ସୋମବାର ସେ ଭାଜପାରେ ଯୋଗଦେବା ନେଇ ତେଲକୋଇରେ ରାଜନୀତି ସରଗରମ…

ଭୁଲ୍‌ ବାଟ ଦେଖାଇଲା ଗୁଗଲ୍‌ ମ୍ୟାପ୍‌

କାନ୍‌ବେରା: କୌଣସି ଜାଣି ନ ଥିବା ସ୍ଥାନକୁ ଯିବା ପାଇଁ ଆଜିର ଦିନରେ ଅଧିକାଂଶ ଲୋକ ଗୁଗଲ୍‌ ମ୍ୟାପ୍‌ ଆପ୍ଲିକେଶନ୍‌କୁ ବହୁଳ ଭବେ ବ୍ୟବହାର କରୁଛନ୍ତି। ତେବେ ବେଳେବେଳେ ଗୁଗଲ୍‌ ମ୍ୟାପ୍‌ ଭୁଲ ନିର୍ଦ୍ଦେଶ ଦେବା ସହ ମଣିଷକୁ ଦିଗହୀନ କରିଦେଇଥିବାର…

ନରେନ ପଲେଇ ବି ପଦ୍ମ ଧରିବେ

ଭଦ୍ରକ,୪।୩ (ସନାତନ ରାଉତ):ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ସୋମବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ତାଙ୍କ ସମର୍ଥକଙ୍କ ସହ ଦଳରେ ସାମିଲ ହେବେ। ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଭାଜପାରେ…

ବିଜେଡି ଛାଡିଲେଣି ୩ ବିଧାୟକ, ୪ ପୂର୍ବତନ ବିଧାୟକ

ଭୁବନେଶ୍ୱର,୪ା୩(ଅନିଲ ଦାସ):ନିର୍ବାଚନ ପାଖେଇ ଆସୁଛି। ଆଶାୟୀଙ୍କ ଆଶା କୂଳ ଲଙ୍ଘିଲାଣି। ନିଜର ରାଜନୈତିକ ଭବିଷ୍ୟତ ବଞ୍ଚାଇବା ପାଇଁ ବିଜେଡିର କେତେକ ବିଧାୟକ ଓ ପୂର୍ବତନ ବିଧାୟକ ଦଳ ଡିଆଁ ଆରମ୍ଭ କରିଛନ୍ତି। ନିଜ ଦଳ ପକ୍ଷରୁ କିଛି ଭରସା ମିଳୁନି। କାହାକୁ…

ଗ୍ରାହକ ସମ୍ପର୍କକୁ ଗୁରୁତ୍ୱ

ଖୋର୍ଦ୍ଧା ଜିଲାର ଜଟଣୀ ଅନ୍ତର୍ଗତ ଏକ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରରେ ଜନ୍ମିତ ରାମ ଅବତାର ପିଲାଟି ଦିନରୁ ବାପାଙ୍କ ସହ ବ୍ୟବସାୟିକ ବାତାବରଣ ମଧ୍ୟରେ ସମୟ ଅତିବାହିତ କରିଥିବାରୁ ସମୟକ୍ରମେ ସେ ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷକରି ବ୍ୟବସାୟରେ ସାମିଲ ହୋଇଯାଇଥିଲେ। ଏପରିକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri