Home Left

ଅମ୍ବାନୀଙ୍କ ବିବାହରେ ଲୋକେ ସେଲଫି ନେଉଛନ୍ତି, ଏଠାରେ ଲୋକେ ଭୋକରେ ମରୁଛନ୍ତି: ରାହୁଲ ଗାନ୍ଧୀ

ପାଟନା,୩।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହିତ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ଏଠାରେ ରାହୁଲ ଗାନ୍ଧୀ ରବିବାର ଅମ୍ବାନୀ ପରିବାରର ବିବାହ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅମ୍ବାନୀଙ୍କ ପରିବାରରେ ବିବାହ ଅନୁଷ୍ଠିତ ହେଉଛି। ଲୋକମାନେ…

ଆରମ୍ଭ ହେଲା ନମୋ ଆପରେ ଭାଜପାର ଚାନ୍ଦା ଅଭିଯାନ, ଜାଣନ୍ତୁ କେତେ ଚାନ୍ଦା ଦେଇଛନ୍ତି ମୋଦି…

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ଭାଜପା ଦାନ ଅଭିଯାନ ଆରମ୍ଭ କରିଛି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମୋ ଆପ ଜରିଆରେ ତାଙ୍କ ଦଳ (ଭାଜପା) କୁ ୨୦୦୦ଟଙ୍କା…

ଧର୍ମଗଡ଼ରେ ନୂଆ-ଓ’ ସ୍କଲାରଶିପ୍‌ ପ୍ରଦାନ କଲେ ୫-ଟି ଅଧ୍ୟକ୍ଷ

ଭବାନୀପାଟଣା,୩ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ରବିବାର ନୂଆ-ଓ ସ୍କଲାରଶିପ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ନୂଆ-ଓ ସ୍କଲାରଶିପ୍‌ ପ୍ରଦାନ କରିଛନ୍ତି। ଏହି ସ୍କଲାରଶିପ୍‌ ଜରିଆରେ…

ଅନନ୍ତ ଅମ୍ବାନୀଙ୍କ ମହଙ୍ଗା ଘଡ଼ି ଦେଖି ଚମକି ପଡିଲେ ଜୁକରବର୍ଗ

ମୁମ୍ବାଇ: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗତ କିଛି ଦିନ ହେବ ଗୁଜୁରାଟର ଜାମନଗରରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଏହି ବିବାହ ପୂର୍ବ…

ମାର୍ଚ୍ଚ ୧୦ରେ ସାରା ଦେଶରେ ରେଳ ରୋକୋ ଆନ୍ଦୋଳନ

ନୂଆଦିଲ୍ଲୀ,୩।୩: କୃଷକ ଆନ୍ଦୋଳନ ଜାରି ରହିଛି। କୃଷକ ନେତା ଜଗଜିତ ସିଂ ଡାଲେୱାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଡାଲେୱାଲ କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ, ମାର୍ଚ୍ଚ ୬ରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ରେଳ, ବସ ଏବଂ…

ମୋଦି ହିନ୍ଦୁ ନୁହନ୍ତି, ଏମିତି କହି ପୁରୁଣା ଅନ୍ଦାଜ୍‌ରେ ନଜର ଆସିଲେ ଲାଲୁ

ପାଟନା,୩।୩: ପାଟନାରେ ଆୟୋଜିତ ଜନ ବିଶ୍ୱାସ ରାଲିରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଛି। ରାହୁଲ ଗାନ୍ଧୀ, ଅଖିଳେଶ ଯାଦବଙ୍କ ସମେତ ବିରୋଧୀଙ୍କ ବହୁ ଷ୍ଟାଲୱାର୍ଟ ଏହି ରାଲିରେ ପହଞ୍ଚିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଭାଷଣ ଶୁଣିବାକୁ ଜନତା ବହୁତ…

ଡେଟିଂର ୧୦ ବର୍ଷ ପରେ ପ୍ରେମିକଙ୍କ ହାତ ଧରିଲେ ସୁରଭି

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନା। ପ୍ରେମିକ କରନ ଶର୍ମାଙ୍କ ହାତ ଧରିଛନ୍ତି ସେ। ଉଭୟ ପରସ୍ପରକୁ ଦୀର୍ଘ ୧୦ ବର୍ଷ ଧରି ଡେଟ୍‌ କରୁଥିଲେ। ଶେଷରେ ସେମାନେ ରାଜସ୍ଥାନର ଜୟପୁରରେ ବିବାହ…

ଚହଲଙ୍କୁ କାନ୍ଧରେ ଉଠାଇଦେଲେ ମହିଳା ରେସଲର: ଆଉ ତା’ପରେ…

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଲେଗ୍‌ ସ୍ପିନ ବୋଲିଂ ପାଇଁ ପ୍ରସିଦ୍ଧ, କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ମଜାଳିଆ ଭିଡିଓ ମଧ୍ୟ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥାଏ। ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ରିୟଲିଟି ଟିଭି ସୋ ‘ଝଲକ ଦିଖଲା ଜା’ର…

ବିଡିଓ, ଜନସୂଚନା ଅଧିକାରୀଙ୍କୁ ସାନି ନୋଟିସ ଜାରି

ହାଟଡିହୀ,୩ା୩(ଶୁଭକାନ୍ତ ନାୟକ): ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓ ଏବଂ ଜନସୂଚନା ଅଧିକାରୀଙ୍କୁ ରାଜ୍ୟ ସୂଚନା କମିଶନର ବିକେ ମହାପାତ୍ର ସାନି ନୋଟିସ ଜାରି କରିଛନ୍ତି। ଉକ୍ତ ଦୁଇ ଅଧିକାରୀ ପୂର୍ବରୁ ହୋଇଥିବା ଶୁଣାଣି ଅନୁପସ୍ଥିତ…

ଯେଉଁ ଦିନ ଏହି ଖେଳାଳି ଅବସର ନେବେ, ସେଦିନ ମୁଁ ଅଧିନାୟକ ପଦରୁ ଇସ୍ତଫା ଦେବି: ଜାଣନ୍ତୁ ଏମିତି କାହିଁକି କହିଲେ ଅଷ୍ଟ୍ରେଲୀୟ ଅଧିନାୟକ

ସିଡନୀ,୩।୩: ନ୍ୟୁଜିଲାଣ୍ଡକୁ ନିଜ ଘରେ ପରାସ୍ତ କରିବା ପରେ ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ ଅଧିନାୟକତ୍ୱ ଛାଡିବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଥମ ଟେଷ୍ଟରେ କିୱିଙ୍କୁ ୧୭୨ ରନ୍‌ରେ ପରାସ୍ତ କରିବା ପରେ ସାମ୍ବାଦିକ ସମ୍ମିଳନୀକୁ ଆସିଥିବା କ୍ୟାପଟେନ…

ଆଇପିଏଲ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟ୍‌କା: ଦୁର୍ଘଟଣାର ଶିକାର ହେଲେ ୩.୬ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୩।୩: ଆଇପିଏଲ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ରବିନ ମିଞ୍ଜ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଗୁଜରାଟ ମିନି ନିଲାମରେ ଆଇପିଏଲ ୨୦୨୪ ପାଇଁ ୩.୬ କୋଟି ଟଙ୍କା ଦେଇ ରବିନ କିଣିଥିଲା। ଆଇପିଏଲରେ…

ଜିତିବା ପାଇଁ ଭାରତୀୟ ଦଳକୁ ପ୍ରସିଦ୍ଧ ଖେଳାଳିଙ୍କ ଆବଶ୍ୟକତା ନାହିଁ, କୋହଲିଙ୍କୁ ଟାର୍ଗେଟ୍‌ କଲେ ଗାଭାସ୍କର

ନୂଆଦିଲ୍ଲୀ,୩।୩: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବହୁ ବର୍ଷ ପୂର୍ବେ କ୍ରିକେଟ ଛାଡିଥିଲେ ମଧ୍ୟ କ୍ରିକେଟ ଖେଳ ଏବଂ ଖେଳାଳିଙ୍କ ବିଷୟରେ ଦେଇଥିବା ବିବୃତ୍ତି ହେତୁ ସେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ସେ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri