Home Left

ଠିକାଦାରୀ କରି ଅର୍ଥ ଉପାର୍ଜନ କରିବାକୁ ଚାହେଁନି: ସମ୍ମାନ ନ ମିଳିଲେ ବିଜେଡିରୁ ଇସ୍ତଫା ଦେବି କହିଲେ ସରପଞ୍ଚ

ତିହିଡ଼ି,୩ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ସରପଞ୍ଚ ସୁପ୍ରଭା ପାଣି କେତେଜଣ ବରିଷ୍ଠ ନେତାଙ୍କ ଅସହଯୋଗ ଓ ଅସମ୍ମାନ ଯୋଗୁ ମାନସିକ ଅଶାନ୍ତି ଭୋଗି ଚାଲିଛନ୍ତି। ସେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରଠାରୁ ବିରୋଧକୁ…

ସ୍ମାର୍ଟଫୋନ୍‌ ଫ୍ଲାଶ୍‌ଲାଇଟ୍‌ରୁ ଶିଶୁକୁ ଭୟଙ୍କର ରୋଗ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୩ା୩: ବ୍ରିଟେନର ଲଣ୍ଡନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାକାର ଜଣେ ମା’ ଯେତେବେଳେ ତାଙ୍କ ତିନି ବର୍ଷ ଶିଶୁର ଆଖିରେ କିଛି ଅଜବ ଦୃଶ୍ୟ ଦେଖିଲେ। ଡାକ୍ତରଙ୍କ ନିକଟକୁ ନେବାରୁ ଯାହା କହିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଲଣ୍ଡନର କେଣ୍ଟରେ…

ଆଜି ୭  ଜିଲାରେ ହାଲୁକା ବର୍ଷା

ଭୁବନେଶ୍ୱର,୩।୩: ରବିବାର ୭ଟି ଜିଲାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏ  ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା ପ୍ରାୟ ଦୁଇ ଡିଗ୍ରୀ ବଢ଼ିବ ବୋଲି ଅନୁମାନ…

ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରକ୍‌

କୋରାପୁଟ,୩ା୩(ଅମିତାଭ ବେହେରା): ରବିବାର ଭୋର୍‌ରୁ କୋରାପୁଟ -ରାୟଗଡ଼ା ଜାତୀୟ ରାଜପଥର ରାୟଗଡ଼ା ଘାଟିର ଏକ ବୁଲାଣିରେ ଦୁଇଟି ମାଲ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାଫଳରେ ଏହି ରାସ୍ତାରେ ବସ୍‌ ଓ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି। ରାସ୍ତାର…

ଭୟାବହ ଟ୍ରେନ୍‌ ଦୁର୍ଘଟଣାର କାରଣ କହିଲେ ରେଳମନ୍ତ୍ରୀ, କ୍ରିକେଟ୍‌ ଦେଖୁଥିଲେ… 

ନୂଆଦିଲ୍ଲୀ,୩।୩:୨୦୨୩ ଅକ୍ଟୋବର ୨୯ ତାରିଖ ୨ଟି ପାସେଞ୍ଜର୍‌ ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ତେବେ ଉକ୍ତ ୨ ଟ୍ରେନ  ମଧ୍ୟରୁ ଗୋଟିଏ ଟ୍ରେନ୍‌ର ଲୋକୋ ପାଇଲଟ୍‌  ଓ ସହକାରୀ ଲୋକୋପାଇଲଟ୍‌ ଫୋନ୍‌ରେ କ୍ରିକେଟ ମ୍ୟାଚ ଦେଖୁଥିଲେ…

ରାଜନଗରରେ ଚାଞ୍ଚଲ୍ୟ: ଘରୁ ମିଳିଲା ମା, ବାପା, ପୁଅଙ୍କ ମୃତଦେହ

ରାଜନଗର,୩।୩(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ରନଗର ଗ୍ରାମରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକ ଘରୁ ମା’, ବାପା, ଏବଂ ପୁଅଙ୍କ ମୃତଦେହ ରାଜନଗର ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ(୫୩),…

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

ମହାକାଳପଡ଼ା,୩ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ କିଆରବାଙ୍କ ସ୍ଥିତ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ( ରାଡ଼ାର କେନ୍ଦ୍ର)ପରିସରରେ  ସୈନ୍ୟବାହିନୀର ଜଣେ ଯବାନ ନିଜକୁ ଗୁଳିକରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ତାମିଲନାଡୁର…

ଖରାଦିନ ପାଇଁ ତରଭୁଜର ଚାହିଦା ବଢ଼ିଛି

କେନ୍ଦ୍ରାପଡ଼ା, ୩।୩ (ଜଗନ୍ନାଥ ଧଳ): ଖରା ବଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ିଛି। ପ୍ରତି ଛକ, ବଜାରରେ ଏବେ ତରଭୁଜ ଦେଖିବାକୁ ମିଳୁଥିବା ବେଳେ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଏହି ଚାଷ ହୋଇଛି। ଚାଷ…

ନୂତନ ଟଗ୍‌ବୋଟ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ସୋନୱାଲ

ପାରାଦୀପ,୩।୩(ଶରତ ରାଉତ): ପାରାଦୀପ ବନ୍ଦର ୱେଟବେସିନଠାରେ ଶନିବାର ସାରେ ଏକ ନୂତନ ଟଗ୍‌ବୋଟ୍‌ର ଉଦ୍‌ଘାଟିତ ହୋଇଯାଇଛି। ଆଭାସି ଜରିଆରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହାକୁ ଶୁଭାରମ୍ଭ କରିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଏହି ଟଗ୍‌ବୋଟ୍‌ ସାମିଲ…

୫ଶହ ବର୍ଷର ଚାକୁଣ୍ଡା ଗଛକୁ କାଟିଦେଲେ: ପକ୍ଷୀ ଡହଳବିକଳ

ମହାକାଳପଡ଼ା,୩।୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ୫୦୦ ବର୍ଷରୁ ଅଧିକ ବିଶାଳ ଚାକୁଣ୍ଡା ଗଛକୁ ପରିଚାଳନା କମିଟି କାଟି ଦେଇଛନ୍ତି। ଏହି ବିଶାଳକାୟ ଗଛଟିର ଐତିହ୍ୟ…

୨ ବର୍ଷ ହେବ ଅନ୍ଧାରରେ ୫୦ ପରିବାର

ଯାଜପୁର/କୋରେଇ(ହର୍ଷବର୍ଦ୍ଧନବେହେରା/ଚନ୍ଦ୍ରକାନ୍ତ ପତି),୩।୩: ପ୍ରତି ୫ ବର୍ଷରେ ଥରେ ସାଧାରଣ ନିର୍ବାଚନ ହୁଏ। କିନ୍ତୁ ଯାଜପୁର ଜିଲା କୋରେଇ ବ୍ଲକର କେତେକ ଆଦିବାସୀ ବହୁଳ ଗ୍ରାମର ଭାଗ୍ୟ ବଦଳେ ନାହିଁ। ବିଡମ୍ବନା ଯେ, ଏହି ବ୍ଲକର ଗୌରାପାଳ ଗ୍ରାମର ସ୍କୁଲ ପିଲାମାନେ ଆଜି…

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି ମଧ୍ୟରେ ବାହାଘର କରାଯାଇଛି। ଭାଜପା ଓ ବିଜେଡି ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri