ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ଆଇନ
ଭୁବନେଶ୍ୱର,୪ା୩(ଅନିଲ ଦାସ): ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଆଇନ-୨୦୨୩ରେ ସଂଶୋଧନ କରିଛନ୍ତି। ଏଣିକି ବାସଗୃହ ପ୍ରକଳ୍ପର କମନ ଏରିଆ(ସର୍ବସାଧାରଣ ଅଞ୍ଚଳ) ରକ୍ଷଣାବେକ୍ଷଣ ପାଇଁ ଆପାର୍ଟମେଣ୍ଟ ମାଲିକମାନଙ୍କୁ ନିଜ ଏରିଆ ଅନୁସାରେ ଖର୍ଚ୍ଚ (ମେଣ୍ଟେନାନ୍ସ ଚାର୍ଜ) ଦେବାକୁ ପଡ଼ିବ। ଅର୍ଥାତ୍…
ବଢ଼ୁଛି ତାତି, ବନାଗ୍ନି ଚିନ୍ତା
ଭୁବନେଶ୍ୱର, ୪।୩(ଅସମାପିକା ସାହୁ): ରାଜ୍ୟରେ ଏବେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଚଳିତବର୍ଷ ତାତି ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏ ପରିସ୍ଥିତିରେ ଜଙ୍ଗଲ ନିଆଁକୁ ନେଇ ଚିନ୍ତା ବଢ଼ିଛି। କାରଣ ଖରା ଯେତେ ଅଧିକ…
କିଏ ସେହି ମାଧବୀ ଲତା, ଯାହାଙ୍କୁ ଓଓ୍ବାଇଇସିଙ୍କ ସାମ୍ନାରେ ନିର୍ବାଚନ ମଇଦାନକୁ ଓହ୍ଲାଇଲା ଭାଜପା
ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ସ୍ଥିତିରେ ରାଜନୈତିକ ଦଳଗୁଡିକ ନିର୍ବାଚନ ପାଇଁ ପ୍ରସ୍ତୁତି ରେ ନିଜର ସମସ୍ତ ଶକ୍ତି ଲଗାଇଛନ୍ତି। ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ନେତାମାନେ ସେମାନଙ୍କର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ…
ଗୀତ ଗାଇଲେ ଅକ୍ଷୟ
ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବର ଉତ୍ସବର ଦ୍ୱିତୀୟ ଦିନ ବଲିଉଡର ଉଜ୍ଜ୍ୱଳ ତାରକାମାନଙ୍କ ଚମତ୍କାର ପ୍ରଦର୍ଶନ ସହିତ ଝଲସି ଉଠୁଥିଲା। ସା ସମୟରେ ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଦ୍ୱାରା ଏକ ଚମତ୍କାର ଗୀତ…
ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ, ମିଳିଲା ବାଂଲାଦେଶୀ ପାସ୍ପୋର୍ଟ
ପୁରୀ,୩।୩: ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ। ଜଣେ କି ଦୁଇ ଜଣ ନୁହେଁ, ଜଣେ ହିନ୍ଦୁଙ୍କ ସହିତ ୪ ଜଣ ଅଣ ହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ ସେବନ…
ଆକ୍ଟର ନୁହେଁ ବରଂ ଲେଖକ ହେଉଛନ୍ତି ଶ୍ରଦ୍ଧାଙ୍କ ବୟ ଫ୍ରେଣ୍ଡ ରାହୁଲ ମୋଦି
ମୁମ୍ବାଇ: ବଲିଉଡ ବିୟୁଟି ଶ୍ରଦ୍ଧା କପୁର ଏବେ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟିକା। ଆଜିକାଲି ଶ୍ରଦ୍ଧା ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅଭିନେତା ରାହୁଲ ମୋଦିଙ୍କ ସହ ତାଙ୍କର ସର୍ବସାଧାରଣଙ୍କ ଉପସ୍ଥିତିରେ ଦୃଶ୍ୟମାନ…
‘ରିସ୍ତେ ମେଁ ତୋ ହମ ତୁମ୍ଭାରେ କ୍ୟାପଟେନ ଲଗତେ ହୈ, ନାମ ହେ ପାଣ୍ଡ୍ୟା’, କାହାକୁ ଟାର୍ଗେଟ କଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୩।୩: ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ (MI) ର ଅଧିନାୟକ ଭାବରେ ନଜର ଆସିବେ। ଗୁଜୁରାଟ ଟାଇଟାନ୍ସ ଛାଡିବା ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ ଏବଂ କିଛି ଦିନ ପରେ ଫ୍ରାଞ୍ଚାଇଜ ତାଙ୍କୁ ରୋହିତ ଶର୍ମାଙ୍କ…
‘ମୋଦି ଆଣ୍ଟି ବଙ୍ଗାଳି’, ପଓ୍ବନ ସିଂଙ୍କ ଟିକେଟକୁ ନେଇ କହିଲେ ଟିଏମସି ନେତା
କୋଲକାତା,୩।୩: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତ୍ରୁଣମୂଳ କଂଗ୍ରେସ (ଟିଏମସି) ପୱନ ସିଂଙ୍କ ଟିକେଟ ଉପରେ ଭାରତୀୟ ଜନତା ପାର୍ଟି (ଭାଜପା) କୁ ଟାର୍ଗେଟ କରିଛି। ପାର୍ଟି ମୁଖପାତ୍ର ତଥା ରାଜ୍ୟ ସଭା ଏମପି ଡେରେକ ଓ’ବ୍ରାଇନ ପୱନ ସିଂଙ୍କ…
୭ ଜଣଙ୍କ ନାଁରେ ସିବିଆଇ ଚାର୍ଜଶିଟ୍
ନୂଆଦିଲ୍ଲୀ,୩।୩:ଗତବର୍ଷ ମଣିପୁରରେ ଜାତିଆଣ ହିଂସା ବେଳେ ବିଷ୍ଣୁପୁର ପୋଲିସ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଲୁଟ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଛି। ଆସାମ ଗୁଆହାଟୀର କାମରୂପ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ…
କୋଟିପତି ସ୍ତ୍ରୀଙ୍କ ନଖରାମି, ୨.୬ କୋଟି ଦେଲେ ପ୍ରସବ କରିବି ସନ୍ତାନ
ଦୁବଇ: ଦୁଇ ମନ ଦୁଇ ହୃଦୟ ମିଶିଲେ ବିବାହ ଭଳି ପବିତ୍ର କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଏହାପରେ ପରିବାର ବଢିଥାଏ। କେତେବେଳେ ଏବଂ କିପରି ସେମାନେ ନିଜ ପରିବାରକୁ ଆଗକୁ ନେବେ ତାହା ସେମାନଙ୍କର ନିଜସ୍ବ ପସନ୍ଦ। ପିଲାମାନଙ୍କର ଜନ୍ମ ଏବଂ…
ମୋଦିଙ୍କ ମାରାଥନ ଗସ୍ତ: ୩ ଦିନରେ ଯିବେ ୫ ରାଜ୍ୟ
ନୂଆଦିଲ୍ଲୀ,୩।୩:ଲୋକ ସଭା ନିର୍ବାଚନ ଖୁବ୍ଶୀଘ୍ର ଘୋଷଣା ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ୧୦ ଦିନରେ ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମୋଟ ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ୩…
କିଏ ସେହି ହର୍ଷବର୍ଦ୍ଧନ, ଯାହାଙ୍କୁ ଭାଜପା ଟିକେଟ ନ ଦେବାର ଗୋଟିଏ ଦିନ ପରେ ରାଜନୀତିରୁ ନେଲେ ଅବସର
ନୂଆଦିଲ୍ଲୀ,୩।୩: ଦିଲ୍ଲୀର ଚାନ୍ଦନୀ ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍ପି ଡା. ହର୍ଷବର୍ଦ୍ଧନ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଲୋକ ସଭା ନିର୍ବାଚନ ୨୦୧୪ ପାଇଁ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣାର ପରଦିନ ହର୍ଷବର୍ଦ୍ଧନ…
Archives


