ଲାଲ୍ଚାନ୍ଦ୍ ଜୁଏଲର୍ସର ମନ୍ସୁନ୍ ସେଲ୍
ଭୁବନେଶ୍ୱର,୯।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍ ଲାଲ୍ଚାନ୍ଦ୍ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍ସୁନ୍ ସେଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବର୍ତ୍ତମାନ ସାରା ଓଡ଼ିଶାରେ ମୌସୁମୀ (ବର୍ଷାଋତୁ) ଜାରି…
‘ଆଇଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ପତଞ୍ଜଳି’
ଭୁବନେଶ୍ୱର,୯।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଆଇଟି (ଇନ୍ଫରମେଶନ ଟେକ୍ନୋଲୋଜି ବା ଆଇଟି) କମ୍ପାନୀ ଭରୁୱା ସଲ୍ୟୁଶନ ଅଧୀନରେ ଆୟୋଜିତ ‘ବୃତ୍ତିଗତ ବିକାଶ/କୋର ସ୍କିଲ୍ ପାଇଁ କର୍ପୋରେଟ୍ ଟ୍ରେନିଂ’ଶୀର୍ଷକ ବିଷୟବସ୍ତୁ ଉପରେ ୩ ଦିନିଆ ଆଇଟି କର୍ମଶାଳା ପତଞ୍ଜଳି ବିଶ୍ୱବିଦ୍ୟାଳୟ…
ଅରିନ୍ଦମ ଏନ୍ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଭୁବନେଶ୍ୱର,୯।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ ବା ଏନ୍ଟିପିସି ଲିମିଟେଡର ନୂତନ ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଷ୍ଟର୍ନ ରିଜନ-୨, ମୁଖ୍ୟାଳୟ ଭୁବନେଶ୍ୱର) ଭାବେ ଅରିନ୍ଦମ ସିହ୍ନା ନିକଟରେ ଯୋଗ ଦେଇଛନ୍ତି। ଏହା…
ଦେଶରେ ୬% ନିଯୁକ୍ତି ବୃଦ୍ଧି
ଭୁବନେଶ୍ୱର,୯।୭(ଅନୁରାଧା ମହାରଣା): ଦେଶରେ ବର୍ଷକରେ ୪୬.୭ ନିୟୁତକୁ ନିଯୁକ୍ତି ସଂଖ୍ୟା ବୃଦ୍ଧି ପାଇଛି। ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଏହି ତଥ୍ୟ ପ୍ରକାଶ କରିଛି। ମାର୍ଚ୍ଚରେ ଶେଷ ହୋଇଥିବା ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ନିଯୁକ୍ତି ବୃଦ୍ଧି ପାଇଥିବାବେଳେ ଦକ୍ଷିଣ…
ଶପଥ ନେଉଥିବାବେଳେ ବଡ଼ ଭୁଲ୍ କରିଦେଲେ ମନ୍ତ୍ରୀ: ଆଉ ତା’ପରେ…
ଭୋପାଳ,୯।୭: ମଧ୍ୟପ୍ରଦେଶ ରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ୱରେ କ୍ୟାବିନେଟକୁ ପ୍ରାୟ ସାତ ମାସ ପରେ (ସିଏମ ପଦ ଗ୍ରହଣ କରିବା ପରେ) ସମ୍ପ୍ରସାରିତ କରାଯାଇଛି। ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ପୁଣିଥରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଅନ୍ୟ ମାନ୍ୟଗଣ୍ୟ…
ମୃତକଙ୍କ ପାଇଁ ମୁଭି ନାଇଟ୍ ଶୋ’
ବ୍ୟାଙ୍କକ୍: ଥାଇଲାଣ୍ଡରେ ଚାଇନିଜ୍ ସମୁଦାୟର ଲୋକଙ୍କ ପାଇଁ ରହିଥିବା ଏକ କବର ସ୍ଥାନରେ ମୃତକଙ୍କ ଲାଗି ଗୋଟିଏ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କବର ସ୍ଥାନରେ ଜୁଲାଇ ୧ରୁ ୫ ପର୍ଯ୍ୟନ୍ତ ୫ ଦିନ…
ଜାତୀୟ ସ୍ବାର୍ଥକୁ ପ୍ରୋତ୍ସାହିତ କରିବ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ
ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସ୍ଥାପନା ଦିବସ ପ୍ରତିବର୍ଷ ଜୁଲାଇ ୯ରେ ପାଳନ କରାଯାଏ। ଭାରତରେ ଏହି ଦିବସକୁ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଭାବରେ ପାଳନ କରାଯାଏ। ବିଶେଷ କରି ଛାତ୍ରୀଛାତ୍ରମାନଙ୍କ ଆଗ୍ରହ ଏବଂ ଜାତୀୟ…
‘ଜଓ୍ବାନ’କୁ ପଛରେ ପକାଇଲା ‘କଳ୍କୀ ୨୮୯୮ ଏଡି’
ମୁମ୍ବାଇ: ନାଗ୍ ଅଶ୍ୱିନ୍ଙ୍କ ନିର୍ଦ୍ଦେଶିତ ‘କଳ୍କୀ ୨୮୯୮ ଏଡି’ ଗତ ଜୁନ ୨୭ରେ ମୁକ୍ତିଲାଭ କରିଥିଲା, ଯାହା ଏବେ ଅନେକ ରେକର୍ଡ ଭାଙ୍ଗିପାରିଛି। ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, ଦିଶା ପଟାନି ଓ କମଲ ହାସନଙ୍କ ଅଭିନୀତ ଏହି ଫିଲ୍ମ…
ଝିଅ ଭବିଷ୍ୟତ ପାଇଁ ଚିନ୍ତିତ କି? ଏହି ସ୍କିମରେ କରନ୍ତୁ ବିନିଯୋଗ, ପାଇବେ ଜବରଦସ୍ତ ଫାଇଦା
ନୂଆଦିଲ୍ଲୀ,୯।୭: ଆଜିର ଯୁଗରେ ସମସ୍ତେ ନିଜ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି। ସମସ୍ତେ ସେହି ଅନୁଯାୟୀ ଭବିଷ୍ୟତ ପାଇଁ ସଞ୍ଚୟ ଯୋଜନାରେ ବିନିଯୋଗ କରନ୍ତି। ଆଜି ବିନିଯୋଗ ପାଇଁ ଅନେକ ପଦ୍ଧତି ଉପଲବ୍ଧ। କିଛି ଶେୟାର ବଜାରରେ ବିନିଯୋଗ କରିବାକୁ ଟଙ୍କା…
ବାହାନଗାରେ ଟ୍ରେନରେ କଟି ଚାଲିଗଲା ୨ ଯୁବକଙ୍କ ଜୀବନ
ବାହାନଗା ,୯।୭: ବାଲେଶ୍ୱର ଜିଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ୨ଜଣଙ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ ବାହାନଗା…
ଯୁବରାଜ ମୋ ପାଇଁ ଗର୍ବ କରୁଥିବେ: ଅଭିଷେକ
ହରାରେ,୯ା୭: ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଶତକ ହାସଲ କରିବା ପରେ ବର୍ତ୍ତମାନ ଯୁବରାଜ ସିଂ ତାଙ୍କୁ ନେଇ ଗର୍ବ କରୁଥିବେ ବୋଲି କହିଛନ୍ତି କ୍ରିକେଟର ଅଭିଷେକ ଶର୍ମା। ଭାରତ ପାଇଁ ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ଅଭିଷେକ ବିସ୍ଫୋରକ ବ୍ୟାଟିଂ…
ପ୍ୟାରିସ୍ ଅଭିମୁଖେ ଭାରତୀୟ ହକି ଦଳ
ବେଙ୍ଗାଲୁରୁ, ୯।୭: ପ୍ୟାରିସ ଅଲିମ୍ପିକ୍ସ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବ। ଏଥିରେ ଭାଗ ନେବାପାଇଁ ଭାରତୀୟ ପୁରୁଷ ହକି ଦଳ ସୋମବାର ପ୍ୟାରିସ ଅଭିମୁଖେ ଯାତ୍ରା କରିଛି। ଏହି ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଦଳ ସୁଇଜରଲାଣ୍ଡ ଯାଇ…

