Home Left

ମଝି ରାସ୍ତାରେ ଜଳିଗଲା ସରକାରୀ ବସ୍‌, ଭିତରେ ଥିଲେ ଯାତ୍ରୀ

ବେଙ୍ଗାଲୁରୁ,୦୯।୭: ବେଙ୍ଗାଲୁରୁ ସହରର ଏକ ଜନ ଗହଳି ପୂର୍ଣ୍ଣ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ସରକାରୀ ବସ୍‌ ଜଳି ଯାଇଥିବା ଖବର ମିଳିଛି । ଆଜି ସକାଳ ସମୟରେ ଚାଳକ ଗାଡ଼ି ଷ୍ଟାର୍ଟ କରୁଥିବା ସମୟରେ ବସ୍‌ର ଇଞ୍ଜିନ୍‌ରେ ନିଆଁ…

ରତ୍ନଭଣ୍ଡାର ଖୋଲିବା ନେଇ ଏମିତି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର,୯।୭: ରତ୍ନଭଣ୍ଡାର ଖୋଲିବା ନେଇ ମଙ୍ଗଳବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବୈଠକରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ କମିଟି ନିଷ୍ପତ୍ତି ନେବ। କମିଟି ନିଷ୍ପତ୍ତିକୁ ପରିଚାଳନା କମିଟି ଅନୁମୋଦନ ପରେ ସରକାରଙ୍କୁ ପଠାଇବେ। ସୂଚନାଯୋଗ୍ୟ, ହାଇକୋର୍ଟର…

କୋହଲିଙ୍କ ପବ୍‌ ଉପରେ ପୋଲିସର ବଡ଼ ଆକ୍ସନ

ବେଙ୍ଗାଲୁରୁ,୯।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପବ୍‌କୁ ଝଟ୍‌କା ଲାଗିଛି। ବେଙ୍ଗାଲୁରୁରେ ଅବସ୍ଥିତ ଏହି One8 କମ୍ୟୁନ ପବ ମ୍ୟାନେଜରଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି, ଏହି ପବ ରାତି ୧ଟାରେ…

ଭାଜପାକୁ ନେଇ ବଡ଼ ସଙ୍କେତ ଦେଲେ ମନମୋହନ, କହିଲେ ଆଗକୁ…

ଭୁବନେଶ୍ୱର,୯।୮: ରାଜ୍ୟରେ ଭାଜପା ପ୍ରଥମ ଥର ପାଇଁ ସରକାର ଗଢିଛି। ଆଉ ସରକାର ଗଢିବା ପରେ ରାଜ୍ୟରେ କିପରି ବହୁଦିନ କ୍ଷମତାରେ ରହିବ, ସେଥିପାଇଁ ଭାଜପା ପକ୍ଷରୁ ୨୦୨୯ ପାଇଁ ୨୦୨୪ରୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମେ ତୃଣମୂଳ ସ୍ତରରୁ…

ବିସିସିଆଇ ସଚିବ ଜୟ ଶାହା ହେବେ ଅଧିକ ପାଓ୍ବାରଫୁଲ୍‌: ଏବେ ମିଳିପାରେ ଏହି ପଦ

ନୂଆଦିଲ୍ଲୀ,୯।୭: ଜୟ ଶାହା ୨୦୧୯ଠାରୁ କ୍ରିକେଟ ଫର କ୍ରିକେଟ ବୋର୍ଡ ଅଫ ସେକ୍ରେଟାରୀ ଭାବରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ତାଙ୍କ ହାତରେ ବହୁତ ପାଓ୍ବାର୍‌ ଅଛି, କିନ୍ତୁ ଏବେ ଅନୁମାନ କରାଯାଉଛି ଯେ ଯଦି ଜୟ ଶାହା ଆଇସିସି ଅଧ୍ୟକ୍ଷ ପଦ…

ବିଜେଡି କର୍ମୀ ସମ୍ମିଳନୀରେ ତୁମୁଳକାଣ୍ଡ: ଫୁଟିଲା ବାଣ, ଭାଙ୍ଗିଲା ଚେୟାର

ଭଞ୍ଜନଗର,୮ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦୋମୁହାଁଣିରେ ବିଜେଡିର କର୍ମୀ ସମ୍ମିଳନୀ ହୋଇଥିଲା। ଏଥିରେ ଦୋମୁହାଁଣି, ଗାଲେରୀ, ହରିଗଡ ପଞ୍ଚାୟତର କର୍ମୀମାନେ ଯୋଗ ଦେଇଥିଲେ। ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ଭଞ୍ଜନଗର…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ବିପକ୍ଷ ଦଳର ନେତା

ପାଟନା,୦୯।୭: ବିହାରର ପୁର୍ଣ୍ଣିଆ ଜିଲା ଅନ୍ତର୍ଗତ ରୁପାଉଲି ଆସନରେ ଉପନିର୍ବାଚନ ହେବାକୁ ଯାଇଛି । ଏଥିପାଇଁ ଜୁଲାଇ ୧୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ: କହିଲେ…

ମସ୍କୋ,୯।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ସେ ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପହଞ୍ଚି ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ରୁଷିଅର ଉପମୁଖ୍ୟମନ୍ତ୍ରୀ ଡେନିସ ମଣ୍ଟୁରୋଭ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି।…

ପିଏମ ଆବାସ ଯୋଜନା, ‘ନା ମିଳିଲା ଘର, ନା ମିଳିଲେ ସ୍ତ୍ରୀ….’

ଲକ୍ଷ୍ନୌ,୯।୭: ପ୍ରତ୍ୟେକ ଗରିବ ଲୋକଙ୍କର ମୁଣ୍ଡ ଉପରେ ଛାତ ଅଛି ବୋଲି ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଲୋକଙ୍କୁ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦିଆଯାଉଛି। କିନ୍ତୁ…

ରାଜଧାନୀରେ ଚାଞ୍ଚଲ୍ୟ ବାହାରେ ତାଲା, ଭିତରେ ଯୁବତୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୯।୭: ରାଜଧାନୀରେ ଏକ ଭଡ଼ା ଘରୁ ସନ୍ଦେହଜନକ ଭାବେ ଯୁବତୀଙ୍କୁ ଝୁଲନ୍ତା ମୃତଦେହ ଜବତ ହୋଇଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେସିଆଣି ନିକଟ ଶ୍ରୀରାମନଗର ବସ୍ତି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତ ଯୁବତୀଙ୍କ ନା କଶିସ ଓ ଘର ଉତ୍ତରପ୍ରଦେଶ…

ବିଶ଼୍ବକପ୍‌ ଜିତିଲେ କ୍ରିକେଟ୍‌ ଟିମ୍‌କୁ ମିଳେ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୦୯।୭: ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୨୪ ଟି-୨୦ ବିଶ଼୍ବକପ୍‌ ଜିତି ଇତିହାସ ରଚିଛି । ଟିମ୍‌ ବ୍ଲୁ ରୋହିତ ଶର୍ମାଙ୍କ ନେତୃତ଼୍ବରେ ୧୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି। ୨୦୧୩ ମସିହାରେ ଭାରତୀୟ ଟିମ୍‌ ଶେଷଥର ପାଇଁ ଆଇସିସି…

ମୋଦି-ପୁଟିନଙ୍କ ମଧ୍ୟରେ କିଏ ଏହି ମହିଳା ଯାହାଙ୍କୁ ନେଇ ବଢୁଛି ଚର୍ଚ୍ଚା

ମସ୍କୋ,୯।୭: ଦୁଇ ଦିନିଆ ରୁଷିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସାରେ ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସରକାରୀ ବାସଭବନରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?