ଥରିଲା ଚାଇନା, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫
କ୍ୱିଂଘାଇ,୭।୩: ନ୍ୟାଶନାଲ ସେଣ୍ଟର ଫର ସିସମୋଲେଜି(ଏନସିଏସ) ରିପୋର୍ଟ କରିଛି ଯେ ଚାଇନାର କ୍ୱିଂଘାଇ ଅଞ୍ଚଳରେ ୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏ ନେଇ ଏନସିଏସ ପକ୍ଷରୁ ଏକ ଅଫିସିୟାଲ ଟୁଇଟ କରି ସତର୍କ ସୂଚନା ଜାରି କରାଯାଇଛି। ଏହାସହ…
କେଜରିଓ୍ବାଲ ସରକାରଙ୍କ ବଡ ଘୋଷଣା, ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା, ୪୦୦ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୭।୩: ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ସରକାର ଆସିବା ପରଠାରୁ ଲୋକଙ୍କୁ ଗତ ୯ ବର୍ଷ ଧରି ବିଦ୍ୟୁତ ବିଲ ଉପରେ ରିହାତି ଦିଆଯାଉଛି। ଭବିଷ୍ୟତରେ ଏହି ରିହାତି ଜାରି ରହିବ କି ନାହିଁ ସେନେଇ ଆଜି ଦିଲ୍ଲୀ କ୍ୟାବିନେଟର ଏକ…
ରାମମନ୍ଦିରରେ ଭଜନ ଗାଇବେ ସଲମାନଙ୍କ ଗୀତ ଗାଇ ରାତାରାତି ପ୍ରସିଦ୍ଧ ହୋଇଥିବା ଏହି ଗାୟିକା
ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ ‘କିକ୍’ରୁ ହିଟ୍ ଗୀତ ‘ଜୁମେ କି ରାତ୍’ଗାଇ ପଲକ ମୁଚାଲ ଚର୍ଚ୍ଚାକୁ ଆସିଥିଲେ। ସେ ବର୍ତ୍ତମାନ ଅଯୋଧ୍ୟା ରାମମନ୍ଦିରରେ ଭଜନ ଗାନ କରିବେ। ମାର୍ଚ୍ଚ ୮ରେ ସେ ଏକ ଦାନ ଅଭିଯାନ ପାଇଁ ମନ୍ଦିର ପରିସରରେ…
ଆମେଠିରେ କଂଗ୍ରେସକୁ ପରାଜୟ ଭୟ ଘାରିଛି: ସ୍ମୃତି ଇରାନୀ
ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ। ଏହାପୂର୍ବରୁ ଭାଜପା-କଂଗ୍ରେସ ସମେତ ସମସ୍ତ ଦଳ ପ୍ରାର୍ଥୀ ବାଛିବାରେ ବ୍ୟସ୍ତ ଅଛନ୍ତି। ୧୯୫ଟି ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ଏହାର ପ୍ରାର୍ଥୀ…
ହୃଦଘାତରେ ଚାଲିଗଲା ପିଇଓଙ୍କ ଜୀବନ: ଆଖି ଦାନ କଲେ ପରିବାର
ମୋରଡ଼ା,୭।୩(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧୀନ ହଳଦୀପାଳ ଗ୍ରାମରେ ଜଣେ ପିଇଓଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମୃତକ ଜଣକ ହେଲେ ହଳଦୀପାଳ ଗ୍ରାମର ଅଜୟ କୁମାର…
ଗୃହ ମନ୍ତ୍ରଣାଳୟର ବଡ ଆକ୍ସନ, ଲସ୍କର-ଏ-ତୋଏବାର ସଦସ୍ୟ କାସିମ ଗୁଜ୍ଜର ଆତଙ୍କବାଦୀ ଘୋଷିତ
ନୂଆଦିଲ୍ଲୀ,୭।୩: ଗୃହ ବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ୧୯୬୭ରେ ପାକିସ୍ତାନ ଅଧିକୃତ କା୍ମୀରରେ ରହୁଥିବା ଲସ୍କର-ଏ-ତାଇବା ସଦସ୍ୟ ମହମ୍ମଦ କାସୀମ ଗୁଜରଙ୍କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ବୋଲି ଘୋଷଣା କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ…
ଇତିହାସ ରଚିଲେ ଯଶସ୍ବୀ ଜୟଶଓ୍ବାଲ
ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ବର୍ତ୍ତମାନର ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳ ବିଜୟୀ ହୋଇଛି। ଭାରତର ଏହି ସଫଳତାରେ ଯଶସ୍ବୀ ଜୟସୱାଲ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛନ୍ତି। ସେ ମଧ୍ୟ ଡବଲ ଶତକ ହାସଲ କରିଛନ୍ତି। ବର୍ତ୍ତମାନ ଯଶସ୍ବୀ ପଞ୍ଚମ…
ଶ୍ରୀନଗରରେ ମୋଦିଙ୍କୁ ମିଳିଲେ ନୂଆ ବନ୍ଧୁ, ନାଜିମଙ୍କ ଡିମାଣ୍ଡକୁ ତୁରନ୍ତ ପୂରଣ କଲେ ପ୍ରଧାନମନ୍ତ୍ରୀ
ଶ୍ରୀନଗର,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (୭ ମାର୍ଚ୍ଚ) ଶ୍ରୀନଗର ଗସ୍ତ କରିଛନ୍ତି। ସେ ବକ୍ସି ଷ୍ଟାଡିୟମରୁ ୬୪୦୦କୋଟି ଟଙ୍କା ମୂଲ୍ୟର ୫୩ ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଜନତାଙ୍କୁ ସମ୍ବୋଧିତ କରିବାବେଳେ ସେ କାଶ୍ମୀରର ବିକାଶ ବିଷୟରେ ଆଲୋଚନା…
୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ କୁଲଦୀପ
ଧର୍ମଶାଳା,୭।୩: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୮ ରନ୍ରେ ଅଲଆଉଟ୍ ହୋଇଛି। ଇଂଲଣ୍ଡ ବିପକ୍ଷରେ ନିଜର ସ୍ପିନ ଶୈଳୀ…
ସଞ୍ଜୟ ସିଂ-ମନୀଷ ସିସୋଡିଆଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି
ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଲିକର ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ଏମପି ସଞ୍ଜୟ ସିଂ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କୋର୍ଟରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାରେ କୋର୍ଟ ପୁଣି…
କିଏ ଅଧିକ ଚାକିରି ଦେଇଛନ୍ତି ନୀତୀଶ ନା ତେଜସ୍ବୀ
ପାଟନା,୭ା୩: ଜାତୀୟ ରାଜନୀତିକୁ ନେଇ ଚର୍ଚ୍ଚିତ ବିହାରରେ ଆଜିକାଲି ନିଯୁକ୍ତି ପ୍ରସଙ୍ଗ ସବୁଠାରୁ ଅଧିକ ପ୍ରାଧାନ୍ୟ ପାଲଟିଛି। ଏନ୍ଡିଏ ହେଉ କିମ୍ବା ମହାଗଠବନ୍ଧନ ହେଉ ନିଯୁକ୍ତି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବିହାରରେ ରୋଜଗାର…
କୁଲଦୀପଙ୍କ ଚମତ୍କାର ବୋଲିଂ: ୨୧୮ ରନ୍ରେ ଇଂଲଣ୍ଡ ଅଲଆଉଟ୍
ଧର୍ମଶାଳା,୭।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମ ବ୍ୟାଟିଂ କରି ପ୍ରଥମ ଇନିଂସ ୨୧୮…
Archives


