ଓଡ଼ିଶା ଏଫ୍ସିକୁ ହରାଇଲା ସେଣ୍ଟ୍ରାଲ କୋଷ୍ଟ ମେରିନର
ଭୁବନେଶ୍ୱର,୭ା୩: ଏସିଆନ୍ ଏଏଫ୍ସି କପ୍ ସେମିଫାଇନାଲର ପ୍ରଥମ ଚରଣରେ ସେଣ୍ଟ୍ରାଲ କୋଷ୍ଟ ମେରିନର(ସିସିଏମ୍) ନିକଟରୁ ୪-୦ରେ ପରାଜିତ ହୋଇଛି ଓଡ଼ିଶା ଏଫ୍ସି(ଓଏଫ୍ସି)। ସେଣ୍ଟ୍ରାଲ କୋଷ୍ଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଘରୋଇ ଦଳ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦଳ ପକ୍ଷରୁ…
ବେଙ୍ଗାଲୁରୁରେ ଜଳସଙ୍କଟ: ୨ ହଜାର ଟଙ୍କାରେ ବିକ୍ରି ହେଉଛି ଟାଙ୍କିଏ ପାଣି
ବେଙ୍ଗାଲୁରୁ,୭।୩: ଗ୍ରୀଷ୍ମ ଆରମ୍ଭ ନ ହେଉଣୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଭଳି ଜଳସଙ୍କଟ କେବେ ଦେଖାଦେଇ ନ ଥିଲା। ଏହାର ସୁଯୋଗ ନେଇ ମାଫିଆମାନେ ପାଣି…
ସଚିନଙ୍କ ଆଗରେ ଯଶସ୍ବୀ ଜୟଶଓ୍ବାଲ, ଟାର୍ଗେଟରେ ସୁନିଲ ଗାଭାସ୍କରଙ୍କ ବଡ ରେକର୍ଡ
ନୂଆଦିଲ୍ଲୀ,୭।୩: ଯଶସ୍ବୀ ଜୟଶୱାଲ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା। ଏହି ବାମହାତୀ ଓପନର୍ ବର୍ତ୍ତମାନ ସମୟରେ ଫୁଲ୍ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଘରୋଇ ଟେଷ୍ଟ ସିରିଜରେ ଆଖିଦୃଶିଆ ରନ ସଂଗ୍ରହ କରିଥିବା ଯଶସ୍ବୀ ଧର୍ମଶାଳା…
ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାକୁ ନେଇ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ/ନୂଆଦିଲ୍ଲୀ,୭।୩: ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ କ୍ଷମତାକୁ ଫେରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମୋଦିଙ୍କ ଅଭିନନ୍ଦନ ବାର୍ତ୍ତା ପରେ ଲୋକମାନେ ଶେହବାଜଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଥିଲେ। ଗୁରୁବାର (୭ ମାର୍ଚ୍ଚ ୨୦୨୪)…
ବିଧାୟକ ଶ୍ରୀକାନ୍ତଙ୍କ ବିରୋଧରେ ଯୌନ ଶୋଷଣ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସଂଯୁକ୍ତା
କଟକ,୭ା୩(କାର୍ତ୍ତିକ ସାହୁ): ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ନିଷ୍କ୍ରିୟତା ବିରୋଧରେ ସେ ହାଇକୋର୍ଟଙ୍କୁ…
ବୁଲେଟ ଚକାରେ ଓଢ଼ଣି ଲାଗି ୮ ବର୍ଷର ଝିଅର କଟିଗଲା ହାତ
କେସିଙ୍ଗା,୭।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି। ଏକ ବୁଲେଟ ଚକାରେ ଓଢ଼ଣି ଲାଗି ୮ ବର୍ଷର ଝିଅର ହାତ କଟି ଯାଇଛି। ବୁଲେଟରେ ସ୍ବାମୀ, ସ୍ତ୍ରୀ ଓ ତାଙ୍କ…
ଭିଡିଓ ଭାଇରାଲ ପରେ ବାତିଲ ହେଲା ଟେଣ୍ଡର ପ୍ରକ୍ରିୟା
ମାଲକାନଗିରି,୭ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରେ ଗତ ଫେବୃଆରୀ ୧୯ରେ ଅତିରିକ୍ତ ଶ୍ରେଣୀଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବିଭିନ୍ନ ମୂଲ୍ୟର ମୋଟ ୧୮ କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଯାହା ବୁଧବାର ୬ ତାରିଖରେ ଆବେଦନ ପ୍ରକ୍ରିୟାର…
ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ଶସ୍ତାରେ ମିଳିବ ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ,୭ା୩: ଆନ୍ତର୍ଜାତୀୟ ମହିଳା ଦିବସରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୋଦି ସରକାର ମହିଳା ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଉପରେ ଦିଆଯାଉଥିବା ସବସିଡି ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ…
ରାସ୍ତା ନାହିଁ ତ ଭୋଟ ନାହିଁ
ଆର.ଉଦୟଗିରି,୭ା୩(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନୁଗୁର ପଞ୍ଚାୟତ ଅନ୍ତର୍ଗତ ୧୦ରୁ ଊଦ୍ଧର୍ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ, ଅନୁପୁର, ମାଣିକପୁର, ଜାମ୍ଭଗୁଡା ଓ ଅନ୍ୟାନ୍ୟ ଗ୍ରାମର ଶତାଧିକ ମହିଳା ଓ…
ଛାତ୍ରୀ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ମା’
ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦିମାଳ ଜବାହର ନବୋଦୟ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅର୍ପିତା ବେହେରାଙ୍କ ଗତ ୨ ତାରିଖରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ୫ ଦିନ ପରେ ମୃତ ଅର୍ପିତାଙ୍କ ମା’ ପୁଷ୍ପଲତା ବେହେରା ତାଙ୍କ…
ପ୍ରସାଦ ହରିଚନ୍ଦନଙ୍କୁ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ୱର,୭ା୩: ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି। ୨୦୨୪ ନିର୍ବାଚନ ପୂର୍ବରୁ ପ୍ରସାଦଙ୍କୁ ଏଆଇସିସି ଏହି ନୂଆ ଦାୟିତ୍ୱ ଦେଇଛି। ତାଙ୍କୁ ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରସାଦ…
ୟୁକୋ ବ୍ୟାଙ୍କରେ ୮୨୦ କୋଟି ଟଙ୍କା ହେରଫେର ମାମଲା, ୬୭ ସ୍ଥାନରେ ସିବିଆଇ ରେଡ୍
ନୂଆଦିଲ୍ଲୀ,୭ା୩: ଦେଶରେ ପୁଣିଥରେ ବଡ ବ୍ୟାଙ୍କ ଠକେଇ ଖବର ସାମ୍ନାକୁ ଆସିଛି। ସନ୍ଦେହଜନକ ଆଇଏମପିଏସ କାରବାର ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସିବିଆଇ ଦୁଇ ରାଜ୍ୟର ୬୭ ‘ଇ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି କାରବାର ୮୦୦ କୋଟିରୁ ଅଧିକ…
Archives


