Ind Vs Eng Live Streaming: ୫ ଚ୍ୟାନେଲରେ ହେବ ମ୍ୟାଚ୍ର ସିଧା ପ୍ରସାରଣ, କେତେବେଳେ ହେବ ଆରମ୍ଭ? ଜାଣନ୍ତୁ ସମସ୍ତ ସୂଚନା…
ନୂଆଦିଲ୍ଲୀ,୨୪।୧: ଭାରତ-ଇଲଂଣ୍ଡ ମଧ୍ୟରେ ଜାନୁଆରୀ ୨୫ରୁ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ପ୍ରାୟ ଦୀର୍ଘ ୩ ମାସ ଧରି ଚାଲିବ। ଏନେଇ ଘୋଷଣା ହେବା ପରଠାରୁ ଏହା କେଉଁ ଚ୍ୟାନେଲରେ ପ୍ରସାରିତ ହେବ ସେନେଇ ଭାରତୀୟ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।…
ସାମ୍ନାକୁ ଆସିଲା ରାମଲାଲାଙ୍କ ତୃତୀୟ ପ୍ରତିମୂର୍ତ୍ତୀର ଝଲକ
ଅଯୋଧ୍ୟା,୨୪।୧: ୟୁପି ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ପ୍ରଭୁ ରାମଙ୍କ ତୃତୀୟ ପ୍ରତିମୂର୍ତ୍ତୀର ଝଲକ ସାମ୍ନାକୁ ଆସିଛି। ଏହି ମୂର୍ତ୍ତୀରେ ରାମଙ୍କୁ ଶିଶୁ ରୂପରେ ଦର୍ଶାଯାଇଛି। ବେଙ୍ଗାଲୁରୁର ମୂର୍ତ୍ତି ଶିଳ୍ପୀ ଜି.ଏସ୍ ଭଟ୍ଟ ଏହି ପ୍ରତିମା ନିର୍ମାଣ କରିଛନ୍ତି।…
TMC Vs Congress: ‘ଇଣ୍ଡିଆ’ ମହାମେଣ୍ଟର ହାତ ଛାଡ଼ି ଏକା ନିର୍ବାଚନ ଲଢ଼ିବା ପଛର କାରଣ କହିଲେ ମମତା, କଂଗ୍ରେସ ରଖିଲା ପ୍ରତିକ୍ରିୟା
କୋଲକାତା, ୨୪।୧: ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’କୁ ବଡ଼ ଝଟ୍କା ଦେଇ ତୃଣମୂଳ କଂଗ୍ରେସ(ଟିଏମ୍ସି) ଆଗାମୀ ନିର୍ବାଚନରେ ଏକାକି ଲଢ଼ିବ ବୋଲି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅପରପକ୍ଷେ କଂଗ୍ରେସ ମମତାଙ୍କ ବିନା ମହାମେଣ୍ଟର କଳ୍ପନା ଅସମ୍ଭବ ଏବଂ ସେ…
କୋହଲା ପାଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ
କେନ୍ଦୁଝର,୨୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରାୟ ଚାରି ଦିନ ହେଲା କୋହଲା ପାଗ କେନ୍ଦୁଝର ଜିଲାରେ ଲାଗି ରହିଥିବା ବେଳେ ଝିପିଝିପି ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବର୍ଷା ଯୋଗୁ ଶୀତର ପ୍ରକୋପ ବଢ଼ି ଯାଇଛି। ରାସ୍ତାଘାଟରେ ଜନ ସମାଗମ କମ୍…
PM Kisan: ଆଧାର ଦେଇ ଜାଣିପାରିବେ ଆକାଉଣ୍ଟକୁ ଆସିଛି କି ନାହିଁ ପିଏମ୍ କିଷାନ ଟଙ୍କା; ଜାଣନ୍ତୁ ପୂରା ପ୍ରକିୟା…
ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୬ତମ କିସ୍ତି କେନ୍ଦ୍ର ସରକାର ଆସନ୍ତା ମାସ ଅର୍ଥାତ ଫେବୃଆରୀରେ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ। ଏହି ସ୍କିମ୍ରେ ପଞ୍ଜିକୃତ କୃଷକମାନଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିଥାଏ। ଏଯାବତ ସାରା ଦେଶରେ ୧୧ କୋଟି କୃଷକଙ୍କୁ…
ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ନିଜ ଗଳା କାଟି ଆତ୍ମହତ୍ୟା କଲେ ସ୍ବାମୀ
ମାଲକାନଗିରି/ପଡ଼ିଆ,୨୪ା୧: (ଦୁର୍ଯ୍ୟୋଧନ ପାତ୍ର / ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲା ପରେ ସ୍ବାମୀ ନିଜେ ଗଳା କାଟି ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ, ଛତିଶଗଡ଼…
ତ୍ରିକୋଣୀୟ ପ୍ରେମରେ ଫସିଲେ ଆଲିଆ! ଲଢ଼ିବେ ରଣବୀର-ଭିକି
ମୁମ୍ବାଇ,୨୪।୧: ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଁଶାଳୀଙ୍କ ଆଗାମୀ ଫିଲ୍ମ ‘ଲଭ୍ ଆଣ୍ଡ ୱାର’ ରେ ଏକାଠି ନଜର ଆସିବେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶାଲ। ଆଗରୁ ଏନେଇ ଆଲୋଚନା ହେଉଥିଲା ବେଳେ ଏବେ ଏହି…
ଚାଇନାରେ ଭୟଙ୍କର ଅଗ୍ନିକାଣ୍ଡ: ୨୫ ମୃତ, ଅନେକ ଆହତ
ବେଜିଂ,୨୪ା୧: ଚାଇନାର ଜିଆଙ୍ଗସି ପ୍ରଦେଶର କିଛି ଦୋନାନରେ ଅଗ୍ନିକାଣ୍ଡ ଘଟି ବୁଧବାର ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ଶନିବାର…
Shocking Video: ନେଉଳ ପଲଙ୍କ ମଝିରେ ଫସିଗଲା ବିଶାଳକାୟ ଅଜଗର, ପରେ ଯାହା ଘଟିଲା ଦେଖିଲେ ଟାଙ୍କୁରି ଉଠିବ ଲୋମ
ସାପଙ୍କ ମଧ୍ୟରେ ସବୁଠାରୁ ଭୟଙ୍କର ଶିକାରୀ ହେଉଛି ‘ଅଜଗର’। ବଡ଼ ବଡ଼ ପ୍ରାଣୀ ଏହାଠାରୁ ଦୂରେଇ ରହିଥାନ୍ତି। କାରଣ ଏହା କେବଳ ଦଶଂନ କରେ ନାହିଁ, ଗିଳିଦିଏ ମଧ୍ୟ। ହେଲେ ଏହି ବିଶାଳକାୟ ଜୀବ ଉପରେ ଛୋଟ ଶିକାରୀ ଆକ୍ରମଣ କରେ…
ଟ୍ରାକ୍ରେ ଟ୍ରେନ୍ ଅଟକାଇ ମାଛ କିଣିବାକୁ ଗଲେ ଡ୍ରାଇଭର, ପରେ ଯାହା ହେଲା ଭିଡିଓ ଦେଖିଲେ…
ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍ଫର୍ମ ଯେଉଁଠି ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରେନ୍କୁ ଟ୍ରାକ୍ରେ ରଖି ମାଛ କିଣିବାକୁ ଏକ ପାଖ…
Viral Video: ଛେଳି ଚୋରି କରିବାକୁ କାର୍ରେ ଆସିଲେ ଚୋର, ପରେ ଏଭଳି ଉପାୟ ଆପଣାଇଲେ ଯେ ଦେଖିଲେ…
ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠି ପ୍ରତ୍ୟହ କିଛି ନା କିଛି ଭାଇରାଲ ହୋଇଥାଏ। ସେଥିରୁ କିଛି ଭାବୁକ କରୁଥିବା ବେଳେ କିଛି ମଜାଦାର ଥାଏ। ଏହି କ୍ରମରେ ଏଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି,ଯାହାକୁ ଦେଖିଲେ ଆପଣ…
୧୨ ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ, ୨ ଦିନ ପରେ ବଢିବ ଶୀତ
ଭୁବନେଶ୍ୱର,୨୪।୧: ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ରାଜ୍ୟକୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ କୋହଲା ପାଗ ଅନୁଭୂତ ହେଉଛି ।…
Archives


