Home Left

ଅନୁଭବଙ୍କ ଘରେ ବ୍ୟାଙ୍କ ଚଢ଼ାଉ

କଟକ,୧୩ା୩(କାର୍ତ୍ତିକ ସାହୁ): କଟକ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ପକ୍ଷରୁ ଏମ୍‌ପି ଅନୁଭବ ମହାନ୍ତିଙ୍କ ଖାନନଗରସ୍ଥିତ ଭଡ଼ା ବାସଭବନରେ ବୁଧବାର ଚଢ଼ାଉ କରାଯାଇଛି। ସୂଚନାନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ଉକ୍ତ ବ୍ୟାଙ୍କରୁ ୨୦୧୨ରେ ୩୦ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେ ନିୟମିତ…

ଅଲିଭ୍‌ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ କଟକଣା

ଭୁବନେଶ୍ୱର,୧୩।୩: ଅଲିଭ୍‌ ରିଡଲେଙ୍କ ପ୍ରଜନନ ଚାଲିଥିବା ସମୟରେ ଭିଡ଼ କମ୍ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ପରିବେଶ ଯୋଗାଇବା ପାଇଁ ଅଲିଭ୍ ରିଡଲେ ଅଣ୍ଡା ଦାନ କରୁଥିବା ବିଭିନ୍ନ ମୁହାଣରେ କଟକଣା ଲଗାଇଛନ୍ତି ଓଡ଼ିଶା ସରକାର। ଏହି କଟକଣା ଅଣ୍ଡାରୁ ନବଜାତ…

ସମଗ୍ର ଦେଶବାସୀ ମୋ ପରିବାର: ମୋଦି

ନୂଆଦିଲ୍ଲୀ,୧୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ସାମାଜିକ ଉନ୍ନତି ଏବଂ ନିଯୁକ୍ତି ଭିତ୍ତିକ ଜନ କଲ୍ୟାଣ (ପିଏମ୍‌-ସୁରଜ) ଜାତୀୟ ପୋର୍ଟାଲ ଲଞ୍ଚ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଆମ ସରକାର ସଫେଇ ମିତ୍ରଙ୍କୁ (ସ୍ବେରେଜ ଏବଂ…

ଝୁଲନ୍ତା ଅବସ୍ଥାରେ ଆମ୍ବଗଛରୁ ମିଳିଲା ନାବାଳକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲିଗୁଡ଼ା,୧୩ା୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ବର୍ଷର ନାବାଳକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଗାଁ ନିକଟସ୍ଥ ଏକ…

ସିଏଏ ଦେଶ ପାଇଁ ବହୁତ ଖରାପ, ପାକିସ୍ତାନୀଙ୍କ ଉପରେ ଖର୍ଚ୍ଚ ହେବ ଟଙ୍କା: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ବନ୍ଧରେ ବଡ଼ ବୟାନ ଦେଇଛନ୍ତି। କେଜ୍‌ରିୱାଲ କହିଛନ୍ତି ଯେ ସରକାରଙ୍କ ପାଖରେ ଭାରତର ଲୋକଙ୍କ ପାଇଁ ଟଙ୍କା ନାହିଁ। ମାତ୍ର ଏଠାରେ ପାକିସ୍ତାନ ଲୋକଙ୍କୁ ଥଇଥାନ କରିବାକୁୁ ଚାହୁଁଛନ୍ତି। ଏମାନେ…

ଏସ୍‌ଡିପିଓ କାର୍ଯ୍ୟାଳୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୧୩ା୩(ସିମାଞ୍ଚଳ ମିଶ୍ର): ଓଡ଼ିଶାର ଏକମାତ୍ର ଏସ୍‌ଡିପିଓ ଅଫିସ ଭାବେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ କାର୍ଯ୍ୟାଳୟ ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବୁଧବାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷା…

ୟୁସିସିକୁ ମିଳିଲା ରାଷ୍ଟ୍ରପତି ମଞ୍ଜୁରୀ: ଖୁସିରେ ଗଦ୍‌ଗଦ୍‌ ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଉତ୍ତରାଖଣ୍ଡର ନାଗରିକତ୍ୱ ସଂଶୋଧନ ଆଇନ (ୟୁସିସି) ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଏବେ ଏହା ଆଇନରେ ପରିଣତ ହୋଇଛି। ୟୁସିସି ବିଲରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ୟୁସିସି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖୁସି ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି…

ବାଇକ୍‌ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ୍‌, ଜଣଙ୍କ ଜୀବନ ଗଲା, ଗୁରୁତର

ଆନନ୍ଦପୁର,୧୩ା୩(ସୁଶାନ୍ତ କୁମାର ସାହୁ): ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ ଆନନ୍ଦପୁର…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ବାଧୀନତା ସଂଗ୍ରାମୀ ପବିତ୍ର ମୋହନଙ୍କ ନାତୁଣୀ

ଭୁବନେଶ୍ୱର,୧୩ା୩(ଅସମାପିକା ସାହୁ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି। ତାଳଚେରରେ ପବିତ୍ର ମୋହନ ମେଡିକାଲ…

ରୋହିତ ଶର୍ମାଙ୍କୁ ଲାଭ, କୋହଲିଙ୍କୁ କ୍ଷତି

ନୂଆଦିଲ୍ଲୀ,୧୩,୩: ଆଇସିସି ବୁଧବାର ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଧର୍ମଶାଳାରେ ଶତକ ହାସଲ କରିଥିବା ରୋହିତ ଶର୍ମା ଏବଂ ଶୁଭମନ ଗିଲ ମଧ୍ୟ ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ଲାଗ ପାଇଛନ୍ତି। ରୋହିତ ପାଞ୍ଚଟି ସ୍ଥାନକୁ ଡେଇଁ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଏଥି…

୨ ଥାନା, ଏସ୍‌ଡିପିଓ, ଫାଣ୍ଡିର ନୂତନ କୋଠା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୩ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ହିଞ୍ଜିଳି ଥାନା, ପୁରୁଷୋତ୍ତମପୁର ଏସ୍‌ଡିପିଓ ଓ ବାଲିପଦର ଆଉଟ୍‌ପୋଷ୍ଟ ନୂତନ ବିଲ୍ଡିଂ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏଗୁଡ଼ିକୁ ଲୋକାର୍ପିତ କରିଛନ୍ତି। ଏନେଇ…

୫ ବର୍ଷରେ କିଣା ଯାଇଛି ୨୨,୨୧୭ ନିର୍ବାଚନୀ ବଣ୍ଡ, ବ୍ୟବହାର ହୋଇଛି ୨୨,୦୩୦

ନୂଆଦିଲ୍ଲୀ,୧୩।୩: ନିର୍ବାଚନ ବଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର ଏକ ଆଫିଡେଭିଟ୍ ଦାଖଲ କରି ସୂଚନା ଦେଇଛି ଯେ ଏହା ବଣ୍ଡ ସମ୍ପର୍କିତ ତଥ୍ୟ ନିର୍ବାଚନ ଆୟୋଗ (ଇସି) ନିକଟରେ ଦାଖଲ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri