ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି
ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି। ତାରିଖ ପରେ ତାରିଖ ଧାର୍ଯ୍ୟ ହେଉଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହେଉନାହିଁ। ଫଳରେ ଅଧାପନ୍ତରିଆ…
ବିକାଶ ଠାରୁ ଦୂରରେ ବିଲେଇସାହି
ବଇଣ୍ଡା,୧୩।୩(ପରିକ୍ଷିତ ସାହୁ): ଗ୍ରାମାଞ୍ଚଳର ସହରୀକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପାଇପ୍ ପାଣି, ପକ୍କା ରାସ୍ତା, ନଦୀ ଓ ନାଳ ଉପରେ ପୋଲ ନିର୍ମାଣ ଦିଗରେ ଧ୍ୟାନ ଦେଉଛନ୍ତି। ହେଲେ କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ଠାରୁ ମାତ୍ର ୧ କିଲୋମିଟର…
ଅଯୋଗ୍ୟ ହାତେଇଛନ୍ତି, ଯୋଗ୍ୟ ବାଦ୍
ବାସୁଦେବପୁର, ୧୩।୩(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୩ଟି ୱାର୍ଡରେ ଅଯୋଗ୍ୟମାନେ ଚଞ୍ଚକତା କରି ରାଶନ କାର୍ଡ ହାତେଇଥିବାରୁ ଯୋଗ୍ୟ ହିତାଧିକାରୀମାନେ ବାଦ୍ ପଡ଼ିଛନ୍ତି। ଏହି କାରଣରୁ ଆବଶ୍ୟକ ସଂଖ୍ୟକ ରାଶନ କାର୍ଡଠାରୁ ଅଧିକ ପ୍ରସ୍ତୁତ ହୋଇଥିବାରୁ ଦୀର୍ଘ…
ଆନ୍ଦୋଳନ ପ୍ରତ୍ୟାହାର କଲେ ସଫେଇ କର୍ମଚାରୀ, ୨ ଦିନ ଭିତରେ ଦାବି ପୂରଣ ନ ହେଲେ…
ଭୁବନେଶ୍ୱର,୧୩।୩: ଦୁଇ ଦିନ ଧରି ରାଜଧାନୀରେ ଆନ୍ଦୋଳନ କରି ଆସୁଥିବା ସଫେଇ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ବୁଧବାର ମେୟର ସୁଲୋଚନା ଦାସଙ୍କ ସହ ସଂଘ ଆଲୋଚନା କରିବାପରେ ସଫେଇ କର୍ମଚାରୀ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ୨ଦିନ ଭିତରେ ଦାବି…
ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡିଲେ ବଡ଼ ନେତା
ଲକ୍ଷ୍ନୌ,୧୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ସୂଚନାନୁସାରେ, ୟୁପିରେ କାନପୁରର ବିଧାୟକ ଅଜୟ କପୁର ଭାରତୀୟ ଜନତା ପାର୍ଟିରେ ଯୋଗଦେବେ। ଅଜୟ କପୁର କଂଗ୍ରେସର ଜାତୀୟ ସଚିବ ଥିଲେ। କଂଗ୍ରେସ ତାଙ୍କୁ…
ହରିୟାଣା ଭାଜପା କ୍ୟାବିନେଟରୁ ବାଦ୍ ପଡିଲେ ଏହି ବରିଷ୍ଠ ନେତା
ଚଣ୍ଡିଗଡ,୧୩।୩: ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଶପଥ ଗ୍ରହଣ କରିଛନ୍ତି। ତେବେ ଭାଜପା ନୂଆ କ୍ୟାବିନେଟରୁ ଆଉ ଏକ ବ ନାଁକୁ ବାଦ ଦେଇଛି। ଅନୀଲ ବିଜ୍ ହରିଆଣା ଭାଜପାରର ସବୁଠାରୁ ଟାଣୁଆ ନେତା। ଖଟ୍ଟରଙ୍କ ପରେ ସେ…
ବଦଳିବ ପାଗ: ୧୪ରୁ ଏହି ସବୁ ଜିଲାରେ ବର୍ଷିବ
ଭୁବନେଶ୍ୱର,୧୩।୩: ରାଜ୍ୟରେ ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…
ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ
ନୀଳଗିରି,୧୩।୩(ପ୍ରଶାନ୍ତ ବିଶ୍ୱଳ): ଦ୍ରୁତଗତିରେ ଗାଡ଼ି ଚଳାଇବା କାଳ ହୋଇଛି। ଶେରଗଡ଼ ନୀଳଗିରି ଝରଣଘାଟି ୧୯ନମ୍ବର ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ରାସ୍ତା କାମ ଚାଲିଥିବା ବେଳେ ନିର୍ମାଣାଧୀନ ପୋଲ ଉପରକୁ ଏକ ଆମ୍ବୁଲାନ୍ସ ମାଡ଼ିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ…
ହରିୟାଣାରେ ନୂଆ ସରକାରଙ୍କ ଆଜି ଅଗ୍ନି ପରୀକ୍ଷା, ପ୍ରମାଣ କରିବାକୁ ହେବ ବହୁମତ
ଚଣ୍ଡିଗଡ,୧୩।୩: ହରିୟାଣାରେ ଭାରତୀୟ ଜନତା ପାର୍ଟି ନିଜର ସହଯୋଗୀ ଦଳ ୟଜେଜେପି ସହିତ ମେଣ୍ଟ ଭାଙ୍ଗି ନାୟବ ସିଂ ସଇନିଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କରିଛି। ମଙ୍ଗଳବାର ନାୟବ ସିଂ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବର୍ତ୍ତମାନ…
ବିବାହ ଉତ୍ସବରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା: ଅଭିଯୁକ୍ତଙ୍କ ଘର ଜାଳିଦେଲେ ଲୋକେ
ପାରଳାଖେମୁଣ୍ଡି,୧୩।୩ (ଗିରିଧାରୀ ପରିଛା): ଗଜପତି ଜିଲା ଚନ୍ଦ୍ରଗିରି ଗାଁରେ ମଙ୍ଗଳବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀ ଶୋଭାଯାତ୍ରା ବେଳେ ଜଣେ ଯୁବକଙ୍କୁ ଛୁରୀ ଭୁଷି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ପ୍ରଶାନ୍ତ ପ୍ରଧାନ। ପୋଲିସ…
ଆଜି ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ,୧୩।୩: ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ୩ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ…
ପ୍ରଘଟ ନ କରିବାକୁ ରାଷ୍ଟ୍ରପତିଙ୍କୁ ଏସ୍ସିବିଏ ମୁଖ୍ୟଙ୍କ ପତ୍ର
ନୂଆଦିଲ୍ଲୀ,୧୩।୩: ଇଲେକ୍ଟୋରାଲ ବଣ୍ଡ୍ ସମ୍ପର୍କିତ ସବିଶେଷ ତଥ୍ୟ ଦାଖଲ ପାଇଁ ସମୟ ବଢ଼ାଇବା ନିମନ୍ତେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଥିଲେ। ଏଥିସହ ମଙ୍ଗଳବାର ଅଫିସ ସମୟ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ୍ ତଥ୍ୟ…
Archives


