Home Left

ବୁଲା କୁକୁର ନିୟନ୍ତ୍ରଣ ପାଇଁ ଯୋଜନା କରିବେ ୭ ଆଇଏଏସ୍‌ ଅଫିସର

ଭୋପାଳ, ୨୧।୭: ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ଜନିତ ସମସ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର଼୍ୟାଙ୍କର ୭ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ…

ଇପିଏଫ୍‌ଓରେ ଯୋଡ଼ିହେଲେ ୧୯.୫୦ ଲକ୍ଷ

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ) ୨୦୨୪ ମେ’ ମାସର ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ମେ’ ମାସରେ ୧୯.୫୦ ଲକ୍ଷ ସଦସ୍ୟ ଇପିଏଫ୍‌ଓରେ ଯୋଗଦେଇଛନ୍ତି। ତେବେ ୨୦୧୮ ଏପ୍ରିଲଠାରୁ ବର୍ତ୍ତମାନ ସୁଦ୍ଧା ମେ’ ମାସରେ ସର୍ବାଧିକ ସଦସ୍ୟ…

ଚିତ୍ରୋତ୍ପଳା ନଦୀରେ ବୁଡ଼ି ବି-ଟେକ୍‌ ଛାତ୍ର ନିଖୋଜ

ପାଟକୁରା,୨୧ା୭(ରବୀନ୍ଦ୍ର ନାଥ ବାରିକ): ଶନିବାର କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ପାଟକୁରା ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ା ଗ୍ରାମର ଧୀରେନ କୁମାର ବାରିକ ଓ କ୍ଷଣପ୍ରଭା ପରିଡ଼ାଙ୍କ ଏକମାତ୍ର ପୁଅ କୌଶିକ ବାରିକ(୧୮)ଚିତ୍ରୋତ୍ପଳା ନଦୀରେ…

ଉପଭୋକ୍ତାଙ୍କ ସୁରକ୍ଷାକୁ ଟିପିସିଓଡିଏଲ୍‌ର ପ୍ରାଥମିକତା

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ସବୁବେଳେ ଉପଭୋକ୍ତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସିଛି। ଏପରିକି ନିକଟରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମୋବାଇଲ ଫୋନ୍‌କୁ…

୩ ଦିନ ଧରି ଲଗାଣ ବର୍ଷା, ସୃଷ୍ଟି ହେଲା ବନ୍ୟା ସ୍ଥିତି

ମୁମ୍ବାଇ, ୨୧।୭: ଗତ ୩ ଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଯୋଗୁ ସହରର ବହୁ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖାଯାଇଛି। ମୁମ୍ବାଇ ଓ ଏହାର ଆଖପାଖ ସହର ଯଥା ପୁଣେ, ଠାଣେ ଓ ପାଲଘରକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

ଲମ୍ୟାନ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): କେୱାଲ କିରଣ କ୍ଲୋଦିଂ ଲିମିଟେଡ୍‌(କେକେସିଏଲ୍‌)ର ମେନ୍‌ସ ଫ୍ୟାଶନ୍‌ ବ୍ରାଣ୍ଡ ‘ଲମ୍ୟାନ୍‌’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କେନ୍ଦ୍ରାପଡ଼ାର ଦୁହୁରିଆ ଛକସ୍ଥିତ ରାଜକିଶୋର ମାର୍କେଟ କମ୍ପ୍ଲେକ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏଠାରେ ସର୍ଟସ, ଟି-ଶାର୍ଟ, ଜିନ୍ସ, କାଜୁଆଲ ଶାର୍ଟ, କାଜୁଆଲ…

ହ୍ବାଟ୍ସଆପ୍‌ରେ ଆଇଟିଆର୍‌ ଦାଖଲ

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟନର୍ର୍(ଆଇଟିଆର୍‌) ଦାଖଲ କରିବାର ସମୟସୀମା ଶେଷହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଯଦି ଟିକସଦାତାମାନେ ଜରିମାନା ଏଡ଼ାଇବା ପାଇଁ ଯଥାଶୀଘ୍ର ରିଟର୍ନ ଦାଖଲ କରିବାକୁ ଚାହୁଁଛନ୍ତି, ତେବେ…

ଟାଟା ଷ୍ଟିଲ୍‌ର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ‘ଟାଟା ଷ୍ଟିଲ୍‌’କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଟାଟା ଷ୍ଟିଲ୍‌ର ଓଡ଼ିଶା ୟୁନିଟ୍‌ ଅନ୍ତର୍ଗତ କଟକ ଜିଲାର ଆଠଗଡ଼ସ୍ଥିତ ଫେରୋକ୍ରୋମ୍‌ କାରଖାନାର…

ସଂରକ୍ଷଣ ବିରୋଧୀ ଆନ୍ଦୋଳନ: ସଂଘର୍ଷରେ ଗଲାଣି ୧୩୦ ଜୀବନ

ଢାକା,୨୧।୭: ବାଂଲାଦେଶ ସରକାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଇତିମଧ୍ୟରେ ୧୩୦ ଜଣଙ୍କ ଜୀବନ ଯିବା ସହ ବହୁସଂଖ୍ୟାରେ ଆହତ ହେଲେଣି। ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ବାଂଲାଦେଶର…

ସ୍ତ୍ରୀ ପାଇଁ ଦିନକୁ ୩୨୦ କି.ମି. ଯାତ୍ରା

ବେଜିଂ,୨୧ା୭: ଚାଇନାର ଜଣେ ନବ ବିବାହିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଦୈନିକ ୩୨୦ କି.ମି. ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ତ୍ରୀଙ୍କ ପ୍ରତି ଭଲ ପାଇବା ତାଙ୍କୁ ପ୍ରତିଦିନ ଏତେ ବାଟକୁ ଟାଣିନେଉଥିବା ବିଷୟ ସେ ସୋସିଆଲ ମିଡିଆରେ…

ମହିଳା ଟି୨୦ ବିଶ୍ୱକପ୍‌: ବାଂଲାଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଆଇସିସିର ନଜର

ନୂଆଦିଲ୍ଲୀ, ୨୦ା୭: ଆସନ୍ତା ଅକ୍ଟୋବରରେ ବାଂଲାଦେଶରେ ଟି୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏଥିଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ଦେଶର ସୁରକ୍ଷା ପରିସ୍ଥିତି ଉପରେ ନଜର ରଖିଛି। ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ଉପରେ ସଂସ୍କାର ଦାବିରେ ଦେଶର…

ଭୀଷଣ ଗରମ ଯୋଗୁ ସୀମାରେ ନିୟୋଜିତ ବିଏସଏଫ୍‌ ଅଧିକାରୀ ଓ ଯବାନ ମୃତ

ଅହମ୍ମଦାବାଦ, ୨୦।୭: ଭାରତ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାସ୍ଥିତ ଗୁଜରାଟର ହରାମି ନାଲା କ୍ରିକ୍‌ ଅଞ୍ଚଳରେ ପ୍ରବଳ ଗରମ ଯୋଗୁ ଶନିବାର ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଜଣେ ଅଧିକାରୀ ଓ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି। ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ବିଶ୍ୱ ଦେଓ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?