ଜଳପଥରେ ସମରାଭ୍ୟାସ: ସାମିଲ ହେଲେ ସମସ୍ତ ମେରାଇନ ଥାନା
ଭୋଗରାଇ,୨୧ା୩(ପ୍ରଦୀପ ଦାସ): ୨୦୦୮ ନଭେମ୍ବର ୧୧ରେ ମୁମ୍ବାଇରେ ସନ୍ତ୍ରାସବାଦୀ ଆକ୍ରମଣ, ୨୦୧୯ ଫେବୃଆରୀ ୧୪ ପୁଲଓ୍ବାମା ସୈନିକ ଗାଡ଼ିରେ ବିସ୍ଫୋରଣ ପରେ ଭାରତ ସରକାର ପ୍ରତିରକ୍ଷା ବାହିନୀକୁ ଜଳପଥରେ ବିଶେଷ ଭାବେ ନଜର କଡ଼ାକଡ଼ି କରିଛନ୍ତି। ବିଗତ ବର୍ଷପରି ତଟରକ୍ଷୀ ବାହିନୀ,…
ଜାତି ଜନଗଣନା ରାମବାଣ ନୁହେଁ, ଖାର୍ଗେଙ୍କୁ ଚିଠି ଲେଖିଲେ ଆନନ୍ଦ ଶର୍ମା
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତିଗତ ଜନଗଣନାକୁ ନେଇ କଂଗ୍ରେସରେ ମତଭେଦ ଦେଖାଦେଇଛି। ସିଡବ୍ଲୁସି ଯଥା କଂଗ୍ରେସ ୱାର୍କିଂ କମିଟି ସଦସ୍ୟ ତଥା ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା ଜାତିଗତ ଜନଗଣନା ସମ୍ପର୍କରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ…
୨୦ ଲକ୍ଷ ଟଙ୍କା ହଡ଼ପ କରି ବିଇଓ ଗିରଫ
ଦାରିଙ୍ଗବାଡ଼ି/ଫୁଲବାଣୀ ,୨୧ା୩(ଅରୁଣ ସାହୁ/ରାକେଶ ରାଉତ): ନ୍ୟାଶନାଲ ପେନ୍ସନ୍ ସିଷ୍ଟମ(ଏନ୍ପିଏସ୍)ର ୨୦ ଲକ୍ଷ ଟଙ୍କା ହଡ଼ପ କରି ଭିଜଲାନ୍ସ ପଞ୍ଝାରେ ପଡ଼ି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର ଗିରଫ ହୋଇଛନ୍ତି। ବୁଧବାର ତାଙ୍କୁ ଦାରିଙ୍ଗବାଡ଼ିରୁ ଭିଜିଲାନ୍ସ ଉଠାଇ ନେଇ ଫୁଲବାଣୀରେ…
ରାହୁଲ ଗାନ୍ଧୀଙ୍କ ମାର୍କେଟ୍ ଡାଉନ୍
ନୂଆଦିଲ୍ଲୀ,୨୧।୩: ଭାଜପାର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ଗୁରୁବାର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଚାନ୍ଦା ଉପରେ ହୋଇଥିବା ଅଭିଯୋଗ ଉପରେ ରବି ଶଙ୍କର ପ୍ରସାଦ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।…
ଶହଶହ ଫୁଟ ଉଚ୍ଚରୁ ଏମିତି ସଂଗ୍ରହ ହେଉଛି ମହୁ, ଭୟଙ୍କର ଭିଡିଓ ଦେଖିଲେ…
ସୋସିଆଲ ମିଡିଆର ଆମେ ଅନେକ ଜିନିଷ ଦେଖିବାକୁ ପାଇଥାଉ, ଯାହା ପୂର୍ବରୁ କେବେ ଜାଣି ନ ଥାଉ ବା ଦେଖି ନ ଥାଉ। ଏହି ଯେମିତି କାରଖାନାରେ ଜିନିଷଗୁଡ଼ିକ କିପରି ତିଆରି ହୁଏ କିମ୍ବା ପୋଷାକ କିପରି ଉତ୍ପାଦିତ ହୁଏ। ବର୍ତ୍ତମାନ…
ଅଟଳ ସେତୁରୁ ଡେଇଁଲେ ମହିଳା ଡାକ୍ତର
ମୁମ୍ବାଇ,୨୧।୩: ଅଟଳ ସେତୁ ଉପରୁ ସମୁଦ୍ରକୁ ଡେଇଁ ପଡିଛନ୍ତି ଜଣେ ମହିଳା ଡାକ୍ତର। ଗତ ୩ ଦିନ ହେଲାଣି ତାଙ୍କ ପତ୍ତା ମିଳୁନି। ଏପରି ଏକ ଅଘଟଣ ମୁମ୍ବାଇରେ ଥିବା ନବନିର୍ମିତତ ଅଟଳ ସେତୁରେ ଘଟିଛି। ନିଖୋଜ ଥିବା ମହିଳା ଡାକ୍ତରଜଣକ…
ଆଜି କଂଗ୍ରେସର ତୃତୀୟ ତାଲିକା!
ନୂଆଦିଲ୍ଲୀ,୨୧।୩: ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ନିର୍ବାଚନ କମିଟି ବୈଠକରେ ୧୧ ରାଜ୍ୟ ପାଇଁ ୮୦ ଜଣ ପ୍ରାର୍ଥୀଙ୍କ ନାଁ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । କେନ୍ଦ୍ରୀୟ…
ଟ୍ରକ୍ରେ ପିଟି ହୋଇ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
ତିହିଡି,୨୧।୩(ସଞ୍ଜିତ ବଳ): ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥରେ ଗୁରୁବାର ୨ଟି ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ସନିଆ ଦାସ(୧୮) ଏବଂ ତାଙ୍କ ଘର ତିହିଡି ବ୍ଲକ…
୬୦ ବର୍ଷ ବୟସରେ ପୁଣି ବିବାହ କଲେ ଗୋବିନ୍ଦା
ଗୋବିନ୍ଦା ହେଉଛନ୍ତି ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତା। ଆଜି ବି ଲକ୍ଷ ଲକ୍ଷ ଲୋକ ତାଙ୍କ ନୃତ୍ୟ, କମେଡି ଏବଂ ଅଭିନୟ ବିଷୟରେ ପାଗଳ। ଗୋବିନ୍ଦା ବଡ ପରଦାରୁ ବହୁତ ଦିନ ଦୂରରେ ଅଛନ୍ତି, କିନ୍ତୁ ଛୋଟ ପରଦାରେ ଏହି ଅଭିନେତା…
ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ପଦକ୍ଷେପ: ବଦଳିଲେ ୩ ରାଜ୍ୟର ନିର୍ବାଚନ ପ୍ରଭାରୀ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ ପଦକ୍ଷେପ ନେଇଛି। ପାର୍ଟି ହାଇକମାଣ୍ଡ ଗୁରୁବାର ରାଜସ୍ଥାନ, ହରିୟାଣା ଏବଂ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଭାରୀ ପରିବର୍ତ୍ତନ କରିଛି। ପ୍ରଥମ ପର୍ଯ୍ୟାୟ ମତଦାନର ଏକ ମାସ ପୂର୍ବରୁ ନିଆଯାଇଥିବା…
ଟ୍ରେନ୍ ଟିକେଟ୍ କାଟିବାକୁ ବି ଆମ ପାଖେ ଟଙ୍କା ନାହିଁ: କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଗୁରୁବାର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ଦଳର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ପ୍ରସଙ୍ଗରେ…
ସୁପ୍ରିମକୋର୍ଟଙ୍କ ଅବମାନନା ନୋଟିସ୍ ପରେ କ୍ଷମା ମାଗିଲା ପତଞ୍ଜଳି
ନୂଆଦିଲ୍ଲୀ,୨୧।୩: ସୁପ୍ରିମକୋର୍ଟଙ୍କ ନୋଟିସ ପରେ କ୍ଷମା ମାଗିଲା ପତଞ୍ଜଳି। ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ଗତକାଲି ଅର୍ଥାତ୍…
Archives


