ପୁଣି ତାଇଓ୍ବାନକୁ ନାଲିଆଖି ଦେଖାଇଲା ଚାଇନା
ବେଜିଂ,୨୧।୩: ଚାଇନା ଏବଂ ତାଇୱାନ ମଧ୍ୟରେ ନିରନ୍ତର ଉତ୍ତେଜନା ଜାରି ରହିଛି। ଗୁରୁବାର ସକାଳେ ଚାଇନା ସେନା ତାଇୱାନ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ତେବେ ତାଇୱାନର ସେନା ମଧ୍ୟ ଏହାର ଜବାବ ଦେଇଛନ୍ତି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର…
କୁଲଡିହା ଅଭୟାରଣ୍ୟ ଅଞ୍ଚଳରେ ଚଢ଼ାଉ: ୫ ବନ୍ଧୁକ ଜବତ, ୬ ଶିକାରୀ ଗିରଫ
ନୀଳଗିରି,୨୧ା୩(ପ୍ରଶାନ୍ତ କୁମାର ବିଶ୍ୱାଳ): ରାତି ଅଧିଆ ଚଢ଼ାଉ କରାଯାଇ କୁଲଡିହା ଅଭୟାରଣ୍ୟ ଅଞ୍ଚଳର ୬ ଶିକାରୀ ଗିରଫ ହୋଇଛନ୍ତି। ନୀଳଗିରି ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉରେ ଏହି ଶିକାରୀମାନେ ଗିରଫ ହେବା ସହ ସେମାନଙ୍କ ନିକଟରୁ ୫ଟି…
ଭାଜପାର ସାଉଥ୍ ସମୀକରଣ ଫାଇନାଲ୍
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ୩୭୦ ପ୍ଲସ ଏବଂ ଏନଡିଏ ପାଇଁ ୪୦୦ ପ୍ଲସ ଲକ୍ଷ୍ୟରେ ଦକ୍ଷିଣ ଭାରତର ଦୁର୍ଗ ଭାଙ୍ଗିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ରମରେ ଦକ୍ଷିଣରେ ସମୀକରଣର ସମାଧାନ…
ଆଇସିସି ଟି-୨୦ ର଼୍ୟାକିଙ୍ଗ୍: ରସିଦ୍ଙ୍କୁ ବମ୍ଫର ଫାଇଦା, ଜାଣନ୍ତୁ କେଉଁ ଖେଳାଳି କେଉଁ ସ୍ଥାନରେ ଅଛନ୍ତି
ନୂଆଦିଲ୍ଲୀ,୨୧।୩: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି -୨୦ ଖେଳାଳିଙ୍କ ର଼୍ୟାକିଙ୍ଗ୍ ପ୍ରକାଶ କରିଛି। ଆଫଗାନିସ୍ତାନ କ୍ରିକେଟର ରସିଦ୍ ଖାନ ଆହତ କାରଣରୁ ବହୁଦିନ ହେବ କ୍ରିକେଟଠାରୁ ଦୂରେଇ ଯାଇଥିଲେ। ଆଉ ଏବେ ମଇଦାନକୁ ଫେରିବା ମାତ୍ରେ ହିଁ ରେକର୍ଡ ସୃଷ୍ଟି…
ଚାଇନାର ପୋଲ୍ ଖୋଲିଦେଲା ଆମେରିକା
ଓ୍ବାଶିଂଟନ୍,୨୧।୩: ଆମେରିକା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ଦାବିକୁ ଖଣ୍ଡନ କରିଛି। ଆମେରିକା କହିଛି ଯେ, ଅରୁଣାଚଳ ପ୍ରଦେଶ ଚାଇନାର ନୁହେଁ। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଚାଇନାର ସୈନ୍ୟ ବାରମ୍ବାର ଅରୁଣାଚଳ ପ୍ରଦେଶକୁ ‘ଚାଇନା ଅଞ୍ଚଳର ଏକ ଅନ୍ତନିର୍ହିତ…
ଭାରତର ଟେନ୍ସନ୍ ବଢାଇଲା ରୁଷିଆ
ନୂଆଦିଲ୍ଲୀ,୨୧।୩: ଏସ୍-୪୦୦ ମିଶାଇଲ୍ ସିଷ୍ଟମ ଉପରେ ଭାରତ ଏବଂ ରୁଷିଆ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, କିନ୍ତୁ ଏହାର ସମ୍ପୂର୍ଣ୍ଣ ବିତରଣ ଏପର୍ଯ୍ୟନ୍ତ ହୋଇନାହିଁ। ରୁଷିଆ କହିଛି ଯେ ବର୍ତ୍ତମାନ ୟୁକ୍ରେନ ସହିତ ଯୁଦ୍ଧରେ ବ୍ୟସ୍ତ ଅଛି। ଏହି କାରଣରୁ ସେ…
ଅଟୋକୁ ପିଟିଲା ‘ମୋ ବସ୍’: ଗାଡି ଭାଙ୍ଗି ଚୁର୍ମାର୍
ଭୁବନେଶ୍ୱର,୨୧।୩:ଭୁବନେଶ୍ୱରର ରାଜମହଲ ଛକରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ମୋ ବସ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି।…
ଭୁଶୁଡ଼ିଲା ୨ ମହଲା କୋଠା, ୨ ଶ୍ରମିକଙ୍କ ଜୀବନ ଗଲା
ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର କବୀର ନଗର ୱେଲକମ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨.୧୬ଟା ପରେ…
ସବୁ କିଛି ଠିକ୍ ଅଛି ତ? ହାର୍ଦ୍ଦିକ-ରୋହିତଙ୍କ ଆଲିଙ୍ଗନକୁ ନେଇ ଏମିତି କହିଲେ
ନୂଆଦିଲ୍ଲୀ,୨୦।୩: ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ସିଜିନ୍ ଆରମ୍ଭ କରିବ। ୨୪ ମାର୍ଚ୍ଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଏଥିସହିତ ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନେ ପ୍ରଶିକ୍ଷଣ…
ବେଙ୍ଗାଲୁରୁରେ ହୋଲି ଦିନ ରେନ୍ ଡ୍ୟାନ୍ସ, ପୁଲ ପାର୍ଟି ଉପରେ ପ୍ରତିବନ୍ଧକ, ଜାଣନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ସରକାର
ବେଙ୍ଗାଲୁରୁ,୨୧।୩: ବେଙ୍ଗାଲୁରୁରେ ଚାଲିଥିବା ଜଳ ସଙ୍କଟକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସେୱରେଜ ବୋର୍ଡ (BWSSB) ହୋଲି ଉତ୍ସବ ପାଇଁ କିଛି ନିୟମ ଲାଗୁ କରିଛି। ହୋଲିରେ ପୁଲ ପାର୍ଟୀ ଏବଂ ରେନ୍ ଡ୍ୟାନ୍ସ ପାଇଁ କାବେରୀ କିମ୍ବା…
ଭୋଟ୍ ପୂର୍ବରୁ ପଲଟିଲା ବାଜି, ପ୍ରଥମ ପର୍ଯ୍ୟାୟରେ ଏତିକି ଆସନରେ ଜିତିବ ଇଣ୍ଡିଆ ମେଣ୍ଟ, ସର୍ଭେ ରିପୋର୍ଟରେ ଖୁଲାସା
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏଥର ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ଚାହୁଁଛି। ଏଥି ସହିତ ବିରୋଧୀ ଦଳ…
IPL ର ଅନଲକି ଟିମ୍: ଯାହାର ଖେଳାଳିମାନେ କରିଛନ୍ତି ରେକର୍ଡ ଉପରେ ରେକର୍ଡ ହେଲେ ହୋଇ ପାରି ନାହାନ୍ତି ଚାମ୍ପିୟାନ
ନୂଆଦିଲ୍ଲୀ,୨୧।୩: କିଛି ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଅପେକ୍ଷା ସେହି ଦଳର ଭଲ ପ୍ରଦର୍ଶନ ମ୍ୟାଚରେ ରେକର୍ଡ ପାଇଁ ଓ ଦଳ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ। ଅନ୍ୟ ଖେଳ ପରି ଏହା କ୍ରିକେଟ ପାଇଁ ମଧ୍ୟ ପ୍ରଯୁଜ୍ୟ। ବୋଧହୁଏ ଏହି କାରଣରୁ…
Archives


