Posted inଜାତୀୟ

ଆରବରେ ଜନ୍ମିତ ହଲୱା କେମିତି ପହଞ୍ଚିଲା ଭାରତ ? ସଂସଦରେ ରାହୁଲ କହିଲେ…

ନୂଆଦିଲ୍ଲୀ, ୩୦।୦୭: ସଂସଦରେ ଜାରି ରହଛି ମୌସୁମୀ ଅଧିବେସନ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବଜେଟ୍‌କୁ ନେଇ ଗତକାଲି ସଂସଦରେ ହାଲ୍ଲା କରିଛନ୍ତି । କେନ୍ଦ୍ରୀୟ ବଜେଟ୍‌ ପୂର୍ବରୁ ହୋଇଥିବା ହଲୱା ସେରେମନି ସମୟର ଫଟୋ ଦେଖାଇ କହିଥିଲେ ଯେ, ଏଥିରେ ବଜେଟ୍‌ର ହଲୱା ବଣ୍ଟା ଯାଉଛି । କିନ୍ତୁ ଫଟୋରେ ମତେ କୌଣସି ଓବିସି, ଆଦିବାସୀ କିମ଼୍ବା ଦଳିତଙ୍କ ସମସ୍ୟା କାଇଁ ଦେଖାଯାଉନି । ଦେଶର ହଲୱା ବଣ୍ଟା ଯାଉଛି ହେଲେ ୭୩ ପ୍ରତିଶତ ନାହିଁ । ସେ ଆହୁରି କହିଛନ୍ତି ଯେ ବଜେଟ୍‌ର ହଲୱା ବଣ୍ଟା ଯାଉଛି କିନ୍ତୁ ଦେଶକୁ ହଲୱା ମିଳୁନାହିଁ ।

ତେବେ ଏହି ହଲୱାର ଜନ୍ମ ଆରବ ଦେଶରେ ବୋଲି କୁହାଯାଉଛି । ଏହି ହଲୱା ଶବ୍ଦ ଆରବୀ ଶବ୍ଦ ହୁଲୱରୁ ଆସିଛି । ଯାହାର ଅର୍ଥ ମିଠା । ପୂର୍ବରୁ ଏହି ମିଠା ଗୁଡ଼ ଏବଂ ଦୁଗ୍ଧରେ ପ୍ରସ୍ତୁତ ହେଉଥିଲା । ଆଜି ବି ଆରବ ଲୋକେ ସେମାନଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ହଲୱା ଖୁଆଇ ଚର୍ଚ୍ଚା କରିଥାନ୍ତି । ବର୍ତ୍ତମାନ ସେମାନେ ଆରାରୁଟ, ଅଣ୍ଡା, ଚିନି, ବାଦାମ, ଘିଅ ଆଦି ବ୍ୟବହାର କରି ଏହି ହଲୱା ପ୍ରସ୍ତୁତ କରୁଛନ୍ତି ।

କୁହାଯାଏ ଦିଲ୍ଲୀରେ ସୁଲତାନ ରାଜୁତି ସମୟରେ ଆରବୀୟ ହାଲୱା ଭାରତ ଆସିଥିଲା। ହଲୱା ହୁଏତ ୧୩ ତମ ଶତାବ୍ଦୀର ଆରମ୍ଭରୁ ୧୬ ତମ ଶତାବ୍ଦୀର ମଧ୍ୟଭାଗ ମଧ୍ୟରେ ଭାରତ ଆସିଥାଇପାରେ । ହଲୱା ଏବଂ ଏହାର ରେସିପି ମାଲୱା ସୁଲତାନଙ୍କ ପାଇଁ ୧୫ଶହ ଶତାବ୍ଦୀରେ ଲେଖାଯାଇଥିବା ଏକ ପୁସ୍ତକ ’ନିମାତନାମା ବା ବୁକ ଅଫ ଡେଲିଟ୍ସ’ରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଦେଲେ ହାଇକୋର୍ଟ, ପିଏମ୍‌ ମୋଦିଙ୍କୁ ନେଇ…

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି। ମଙ୍ଗଳବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri