କେରଳରେ ସଡ଼କ ଦୁର୍ଘଟଣାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ
ରାଇକିଆ,୧୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ଡାମ୍ବାକିଆ ଗ୍ରାମର ଯାଦବ ନାୟକ (୨୭)ଙ୍କର କେରଳରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୮ ବର୍ଷ ହେଲା କେରଳର ଏର୍ନାକୁଲୋମ ଜିଲା ପେରୂମବାବର୍ ଅଞ୍ଚଳରେ ପ୍ଲାଏ କମ୍ପାନୀରେ କାମ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ ପୋଲିସ ଭ୍ୟାନ୍ ଡ୍ରାଇଭର
ପୁରୁଷୋତ୍ତମପୁର,୧୪ା୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ୧୧୨ ପୋଲିସ ଭ୍ୟାନ୍ ଡ୍ରାଇଭର କୁନାଲ ବେହେରା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୋଲିସ କେସ୍ ନଂ ୮୧/୨୪ ବିଭିନ୍ନ ଦଫାରେ ମହିଳା ଓ ଶିଶୁ…
ରାଜପଥରେ ଓଲଟିଲା ବସ୍: କଣ୍ଡକ୍ଟର ମୃତ, ୧୩ ଯାତ୍ରୀ ଆହତ
କଟକ/ଫୁଲନଖରା,୧୪ା୨(କାର୍ତ୍ତିକ ସାହୁ/ଶିଳ୍ପା ପ୍ରିୟଦର୍ଶିନୀ/ସତ୍ୟରଞ୍ଜନ ଦାସମହାପାତ୍ର): ୧୬ ନମ୍ବର ଜାତୀୟ ରାଜପଥର ଡିଭାଇଡର ଉପରେ ଓଲଟି ପଡ଼ିଛି ଚନ୍ଦନ(ଓଆର୍-୦୫-ଏଜେ-୭୪୫୫) ନାମକ ଯାତ୍ରୀବାହୀ ବସ୍। କଟକ ଗୋପାଳପୁର ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୬.୧୫ ମିନିଟ୍ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…
ନିର୍ବାଚନ ପୂର୍ବରୁ କୋର୍ କମିଟି ଘୋଷଣା କଲା ଭାଜପା, ଅପରାଜିତାଙ୍କୁ ମିଳିଲାନି ସ୍ଥାନ
ଭୁବନେଶ୍ୱର,୧୪ା୨: ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉସ୍ମତା ବୃଦ୍ଧି ପାଇଛି। ଏହି କ୍ରମରେ ରାଜ୍ୟ ଭାଜପା ଏହାର କୋର୍ କମିଟି ଏବଂ ନିର୍ବାଚନ କମିଟି ଘୋଷଣା କରିଛି। ଏଥିସହ ଶୃଙ୍ଖଳା କମିଟି, ଅର୍ଥ କମିଟି ଘୋଷଣା…
୩୯ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୪।୨: ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ବୁଧବାର ଜାରି କରାଯାଇଥିବା ଆଇସିସିର ନୂତନ ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଂରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଫଳରେ ବାଲାଂଦେଶର ଶାକିବ ଅଲ ହସନଙ୍କ ଦବ୍ଦବା ଶେଷ ହୋଇଛି। ଟେଷ୍ଟ ର଼୍ୟାଙ୍କିଂରେ କିନ୍ତୁ ସେଭଳି ପରିବର୍ତ୍ତନ କିଛି…
WPL 2024: ଗୁଜରାଟର ଅଧିନାୟକ ହେଲେ ବେଥ୍ ମୁନି
ନୂଆଦିଲ୍ଲୀ,୧୪।୨: ଫେବୃୟାରୀ ୨୩ରୁ ହେବାକୁ ଥିବା ଓମେନ୍ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)ର ଦ୍ୱିତୀୟ ସିଜନରେ ଗୁଜରାଟ ଜାଏଣ୍ଟସ୍ର ଅଧିନାୟକ ହେବେ ଅଷ୍ଟ୍ରେଲୀୟ କ୍ରିକେଟର ବେଥ୍ ମୁନି। ବୁଧବାର ଫ୍ରାଞ୍ଚାଇଜ୍ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମୁନିଙ୍କୁ ପ୍ରଥମ ସିଜନରେ ମଧ୍ୟ ଦଳ ଅଧିନାୟକ…
ଟିମ୍ ଇଣ୍ଡିଆରୁ ବାଦ୍ ଦେବାକୁ ଆହତ ହୋଇଥିବାର ଗୁଜବ ଉଠାଇଥିଲେ, ମିଷ୍ଟ୍ରି ସ୍ପିନର କଲେ ବଡ଼ ଖୁଲାସା…
ନୂଆଦିଲ୍ଲୀ,୧୪।୨: କଥାରେ ଅଛି ଯିଏ ଯେତେ ଶୀଘ୍ର ଉପରକୁ ଉଠେ, ସେତେ ଶୀଘ୍ର ଭୂମିରେ ଲୋଟିଥାଏ। ଠିକ୍ ଏଭଳି ଏକ ଉଦାହରଣ ହେଲେ କେକେଆର୍ର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ। ସେ ଟିମ୍ ଇଣ୍ଡିଆ ପକ୍ଷରୁ କେବଳ ୩ ଟି୨୦ ମ୍ୟାଚ୍…
ବିନା ହେଲମେଟ୍ରେ ଦୁଇ ସାଙ୍ଗଙ୍କୁ ବସାଇ ଢଳି ଢଳି ଚଳାଉଥିଲେ ବାଇକ୍, ଏଭଳି ଦୁର୍ଘଟଣାର ଶିକାର ହେଲେ ଯେ…
କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ଦୁର୍ଘଟଣାକୁ କମ୍ କରିବା ଲାଗି ଅନେକ ନିର୍ଦ୍ଦେଶନାମା ଜାରି କରାଯାଉଛି। ଏହାସତ୍ତ୍ୱେ ଦୁର୍ଘଟଣାରେ ରୋକ୍ ଲାଗିପାରୁନାହିଁ। ଏହାପଛର ଗୋଟିଏ କାରଣ ନିୟମର ପାଳନ ନ କରିବା। ଏବେ ସୋସିଆଲ ମିଡିଆରେ ଏଭଳି ଏକ…
କେସିଙ୍ଗା ଏନ୍ଏସିର ନୂଆ ନିର୍ବାହୀ ଅଧିକାରୀ
କେସିଙ୍ଗା,୧୪ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ଭାବେ ପ୍ରଣବ କୁମାର ଚାନ୍ଦ ଯୋଗଦାନ କରିଛନ୍ତି। କେସିଙ୍ଗା ଏନ୍ଏସିର ପୂର୍ବତନ ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟରେ ଲୋକେ ଅତିଷ୍ଠ ହୋଇ ଗଣଆନ୍ଦୋଳନ କରି କେସିଙ୍ଗା ବନ୍ଦ ଡାକରା ଓ…
ପ୍ରଥମେ ଫିଲ୍ମ ନିର୍ଦ୍ଦେଶକଙ୍କ ଘରୁ ଚୋରି କଲେ, ପରେ ଭୁଲ ମାଗି ଫେରାଇ ଦେଇ ଗଲେ ସାମଗ୍ରୀ
ପ୍ରଥମେ ଘରୁ ଚୋରି ହେଲା, କିଛିଦିନ ପରେ ଚୋରମାନେ ଚୋରି କରିଥିବା କିଛି ସାମଗ୍ରୀକୁ ଫେରସ୍ତ କରିଲେ। ଏପରିକି ଏକ କ୍ଷମା ପ୍ରାର୍ଥନା ଚିଠି ଛାଡ଼ିଦେଇଗଲେ। କିଛି ଏଭଳି ଘଟଣା ମଦୁରାଇର ଉସିଲାମପଟ୍ଟୀରେ ରହୁଥିବା ଲୋକପ୍ରିୟ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିକନ୍ଦମଙ୍କ…
”ପ୍ରଧାନମନ୍ତ୍ରୀ ପୁଣି ପଞ୍ଜାବ ଆସିଲେ ରକ୍ଷା ପାଇବେ ନାହିଁ”, ଖୋଲା ଧମକ ଦେଲେ ଆନ୍ଦୋଳନରତ କୃଷକ
ନୂଆଦିଲ୍ଲୀ,୧୪।୨: ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି ‘ଯଦି ପ୍ରଧାନମନ୍ତ୍ରୀ ପୁଣି ପଞ୍ଜାବ ପରିଦର୍ଶନ କରନ୍ତି ତେବେ ପ୍ରଧାନମନ୍ତ୍ରୀ ଏଥର ରକ୍ଷା ପାଇବେ ନାହିଁ।’ ପୁନର୍ବାର ପଞ୍ଜାବ ଆସିଲେ…
ମହାଠକ ସୁକେଶଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଉଠାଇନେଲେ ଜ୍ୟାକ୍ଲିନ୍
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଡିସ୍ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ପ୍ରେମିକା ଥିବା କୁହାଯାଏ। ଏନେଇ ଜଣାପଡ଼ିବା ପରଠାରୁ ଅଭିନେତ୍ରୀ ଚର୍ଚ୍ଚାରେ ରହି ଆସୁଛନ୍ତି। ସୁକେଶ ଲଗାତର ଭାବେ ଚିଠି ପଠାଇ ଧମକ…
Archives


