ରିଲ ମନ୍ତ୍ରୀ କହିବାରୁ ରାଗିଲେ ଅଶ୍ୱିନୀ ବୈଷ୍ଣବ, କହିଲେ…
ନୂଆଦିଲ୍ଲୀ,୧।୮: ଗୁରୁବାର (୧ ଅଗଷ୍ଟ) ରେ ଲୋକ ସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭାଷଣ ସମୟରେ ଅନେକ ହୋହଲ୍ଲା ଦେଖାଦେଇଥିଲା। ରେଳ ମନ୍ତ୍ରୀ ଗୃହରେ ରେଳବାଇରେ କରାଯାଉଥିବା ସଂସ୍କାର ଏବଂ ଲୋକୋ ପାଇଲଟଙ୍କ ସମ୍ପର୍କରେ ବ୍ୟବସ୍ଥା ବିଷୟରେ କହିଥିଲେ ଯେତେବେଳେ ଜଣେ…
‘ଏହା ସଂସଦ ଭବନ ନୁହେଁ ମୋଦିଙ୍କ ଇଗୋ’, ଓ୍ବାଟର ଲିକେଜକୁ ନେଇ ମହୁଆଙ୍କ ଟାର୍ଗେଟ
ନୂଆଦିଲ୍ଲୀ,୧।୮: ବୁଧବାର ଅର୍ଥାତ୍ ୩୧ ଜୁଲାଇରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ସଂସଦ ଭବନରେ ମଧ୍ୟ ଓ୍ବାଟର ଲିକେଜ ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ବର୍ଷା ପରେ ସଂସଦର ଛାତରୁ ପାଣି ଝରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏହାକୁ…
କିଏ ସେହି ସ୍ବପ୍ନିଲ କୁସାଲେ, ଯିଏ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଲେ ତୃତୀୟ ପଦକ
ପୁଣେ,୧।୮: ଭାରତୀୟ ଶୁଟର ସ୍ବପ୍ନିଲ କୁସାଲେ ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍ରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ସେ ଭାରତ ପାଇଁ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ଆଥଲେଟ ଅଟନ୍ତି। ସେ…
‘ପାସ୍ତାରେ ଭୃସଙ୍ଗ ପତ୍ରର ଛୁଙ୍କ..’, ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା
ନୂଆଦିଲ୍ଲୀ,୧।୮: ଅଭିନେତ୍ରୀ-ଏମପି କଙ୍ଗନା ରାନାୱତ ତାଙ୍କର ଖଟାମିଠା ବୟାନବାଜି ପାଇଁ ସର୍ବଦା ହେଡଲାଇନରେ ରହିଆସିଛନ୍ତି। ମଣ୍ଡିରୁ ଏମପି ଭାବରେ ନିର୍ବାଚିତ ହେବା ପରେ କଙ୍ଗନା କ୍ରମାଗତ ଭାବରେ ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି।…
ଐଶ୍ୟର୍ଯ୍ୟାଙ୍କୁ କେବେ ବୋହୂ ବୋଲି ଭାବୁ ନ ଥିଲେ ଅମିତାଭ, ଜୟା ବଚ୍ଚନଙ୍କ ବିସ୍ଫୋରକ ବୟାନ!
ମୁମ୍ବାଇ: ଏବେ ବଚ୍ଚନ ପରିବାରକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ଗତ କିଛି ଦିନ ହେବ ଖବର ଆସୁଛି ଯେ ଅମିତାଭ ବଚ୍ଚନ, ଜୟା ବଚ୍ଚନଙ୍କ ବୋହୂ ଏବଂ ପୁଅ ନିଜ ଦାମ୍ପତ୍ୟ ଜୀବନରେ ଖୁସି ନୁହଁନ୍ତି। ଅଭିଷେକ ବଚ୍ଚନ…
ଏନ୍ଡିଏ ଦି ଫାଳ! ବଡ଼ ଗେମ୍ ଖେଳିପାରେ କଂଗ୍ରେସ
ବେଙ୍ଗାଲୁରୁ,୧।୮: କର୍ନାଟକରେ ଏନ୍ଡିଏରେ ଫାଟ ସୃଷ୍ଟି ହୋଇଛି। ଲୋକ ସଭା ନିର୍ବାଚନରେ କର୍ନାଟକର ଦୁଇଜଣ ଏମ୍ପିଙ୍କୁ ଦେବା ସତ୍ତ୍ୱେ କୁମାରସ୍ବାମୀ କ୍ୟାବିନେଟ ମନ୍ତ୍ରଣାଳୟ ପାଇଛନ୍ତି। ସେ ଶିଳ୍ପ ଏବଂ ଇସ୍ପାତ ପରି ମନ୍ତ୍ରଣାଳୟ ପାଇଲେ। ଏହା ସତ୍ତ୍ୱେ କୁମାରସ୍ବାମୀ ଭାରତୀୟ ଜନତା…
‘ଆମ ଦେଶକୁ ବୁଢ଼ା ରାଜନେତା କରୁଛନ୍ତି ଶାସନ’
ନୂଆଦିଲ୍ଲୀ,୧ା୮: ଆମ ଆଦ୍ମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍ପି ରାଘବ ଚଢ଼ା ଗୁରୁବାର ରାଜ୍ୟ ସଭାରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଯେଉଁ ପ୍ରସଙ୍ଗ ଉପରେ କହିବାକୁ ଚାହୁଁଛି ତାହା ମୋ’ ହୃଦୟର କଥା। ରାଜନୀତିରେ ଯୁବକମାନଙ୍କ…
ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଲେ ମହିଳା
ଝାରସୁଗୁଡ଼ା,୧ା୮: କଥାରେ ଅଛି ରଖେ ହରି ତ ମାରେ କିଏ? ଗୁରୁବାର ସକାଳୁ ଏମିତି ଏକ ଘଟଣା ଓଡ଼ିଶାରେ ଦେଖିବାକୁ ମିଳିଛି। ଜଣେ ମହିଳା ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଛନ୍ତି। ଆଶ୍ଚର୍ଯ୍ୟର କଥା ମହିଳା ଜଣକ ପ୍ରାୟ ୫୦ କିଲୋମିଟର…
ନୀରଜ ଚୋପ୍ରାଙ୍କ ଜାଭେଲିନ୍ର ଓଜନ-ଦାମ୍ କେତେ ଜାଣନ୍ତି
ପ୍ୟାରିସ,୧।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରାଙ୍କ କାର୍ଯ୍ୟକୁ ସମଗ୍ର ଦେଶ ଉତ୍ସାହର ସହିତ ଅପେକ୍ଷା କରିଛି। କିନ୍ତୁ ଏହାପୂର୍ବରୁ ଇଣ୍ଟରନେଟରେ ତାଙ୍କ ବିଷୟରେ ଅନେକ ଜିନିଷ ଖୋଜାଯାଉଛି। ଏଥିରେ ଅଲିମ୍ପିକ୍ସରେ ତାଙ୍କ ମ୍ୟାଚ କାର୍ଯ୍ୟସୂଚୀ ଠାରୁ ଆରମ୍ଭ କରି ପୁରୁଣା…
ଅମିତ ଶାହାଙ୍କୁ ଚିଠି ଲେଖିଲେ ଶଶି ଥରୁର: କଲେ ଏମିତି ଅନୁରୋଧ
ଥିରୁଭାନନ୍ତପୁରମ,୧।୮: କଂଗ୍ରେସର ଥିରୁବନନ୍ତପୁରମ ଏମ୍ପି ଶଶି ଥରୁର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ୱାୟନାଡ ଭୂସ୍ଖଳନକୁ ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ସେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଥରୁର ଚିଠିରେ ଲେଖିଛନ୍ତି,…
ଶିଶୁପୁତ୍ରକୁ ଚୋରି କରି ନେଇଗଲେ ମାଉସୀ!
ଆଠଗଡ଼,୧ା୮: କଟକ ଜିଲା ଆଠଗଡ଼ର ଖୁଣ୍ଟୁଣୀ ମେଡିକାଲ ପରିସରରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ୪ ମାସର ପୁଅକୁ ଆଣି ଖୁଣ୍ଟୁଣୀ ମେଡିକାଲ ଆସିଥିଲେ ଝିଆରୀ। ତେବେ ଝିଆରୀଙ୍କୁ ଔଷଧ ପାଇଁ ପଠାଇ ଶିଶୁପୁତ୍ରକୁ ନେଇ ପଳାଇଥିଲେ ମାଉସୀ।…
୨ ପୁଅ ସତ୍ତ୍ୱେ ଗର୍ଲପ୍ରେଣ୍ଡଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି ଏହି ଅଭିନେତା
ବଲିଉଡର ଜଣେ ଦକ୍ଷ ଅଭିନେତା ଅର୍ଜୁନ ରାମପାଲ ଜଣାଶୁଣା। ଅର୍ଜୁନ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅର୍ଜୁନ ମଡେଲ ମେହେର ଜେସିଆଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ୨୦ ବର୍ଷ ପରେ ଉଭୟ ଛାଡପତ୍ର…

