Home Left

ଓ୍ବାୟନାଡରେ ପୀଡ଼ିତଙ୍କୁ ଭେଟିବା ପରେ ଭାବୁକ ହେଲେ ରାହୁଲ

ଓ୍ବାୟନାଡ,୧।୮: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର (୧ ଅଗଷ୍ଟ)ରେ କେରଳର ୱାୟନାଡରେ ପହଞ୍ଚିଥିଲେ। ଏହି ସମୟରେ ଉଭୟ ନେତା ପରିସ୍ଥିତିର ଅନୁଧ୍ୟାନ କରିଥିଲେ…

ପାକିସ୍ତାନକୁ ମୋଟା ଅଙ୍କର ଟଙ୍କା ଦେଲା ଆଇସିସି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୮: ଚାମ୍ପିୟନ୍ସ ଟ୍ରଫି ୨୦୨୫ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଚାମ୍ପିୟନ୍ସ ଟ୍ରଫି ପାଇଁ ଆଇସିସି ପାକିସ୍ତାନକୁ ୫୮୬ କୋଟି ଟଙ୍କା ଦେଇଛି। ଏଥର ପାକିସ୍ତାନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଯାଉଛି ଏବଂ ଏହାକୁ…

ଇସ୍ରାଏଲକୁ ଗୋଳା ବାରୁଦ ଦେଉଥିବା ଭାରତୀୟ କମ୍ପାନୀର ଲାଇସେନ୍ସ ହେଉ ରଦ୍ଦ, ମୋଦି ସରକାରଙ୍କ ନିକଟରେ ବଡ ଦାବି

ନୂଆଦିଲ୍ଲୀ,୧।୮: ପାଲେଷ୍ଟାଇନ ସହ ଏକତା ପ୍ରକାଶ କରିବାକୁ ଲୋକଙ୍କୁ ଆହ୍ବାନ କରି ଦେଶର ପାଞ୍ଚଟି ବାମ ଦଳ ବୁଧବାର ଦିନ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଯୋଗାଣ ପାଇଁ ବିଭିନ୍ନ ଭାରତୀୟ କମ୍ପାନୀକୁ ଦିଆଯାଇଥିବା ସମସ୍ତ ରପ୍ତାନି ଲାଇସେନ୍ସ ଏବଂ ଅନୁମତି…

୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ବିଡିଓ

ଭବାନୀପାଟଣା,୧।୮(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ। ଗୁରୁବାର ଅପରାହ୍ନରେ ସରକାରୀ ଗାଡିରେ ୪.୯୨ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ ବ୍ଲକ ଜାରିଙ୍ଗ…

ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସ୍ବପ୍ନିଲଙ୍କ ପାଇଁ ଟ୍ରେଜେରୀ ଖୋଲିଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ, କଲେ ବଡ଼ ଘୋଷଣା

ମୁମ୍ବାଇ,୧।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସ୍ବପ୍ନିଲ କୁସାଲେଙ୍କ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଟ୍ରେଜେରୀ ଖୋଲିଛନ୍ତି। ସେ ସ୍ବପ୍ନିଲ କୁସାଲେଙ୍କୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏଥିସହିତ ସିଏମ ସ୍ବପ୍ନିଲଙ୍କୁ ଅଭିନନ୍ଦନ…

ମମତା ଭାଜପାରେ ସାମିଲ ନେଇ ବିଜେଡି ଦେଲା ସାଂଘାତିକ ପ୍ରତିକ୍ରିୟା

ଭୁବନେଶ୍ୱର,୧।୮: ଭାଜପାରେ ମମତା ମହାନ୍ତ ସାମିଲ ହେବା ନେଇ ବିଜେଡି ପ୍ରତିକ୍ରିୟା ଦେଇଛି। ମମତା ବ୍ୟକ୍ତିଗତ ସ୍ବାର୍ଥ୍ୟ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି। ଅନ୍ୟପଟେ, ମମତା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଭିତ୍ତିହୀନ ବୋଲି…

ହୋଲି ଦିନ ଘରେ ପଶି ସଂଘବଦ୍ଧ ଭାବେ କରିଥିଲେ ହତ୍ୟା: ଆସିଲା ରାୟ

ପାରଳାଖେମୁଣ୍ଡି,୧।୮: ୨୦୦୯ରେ ପାରଳାଖେମୁଣ୍ଡିର ୧ନମ୍ବର ୱାର୍ଡରେ ଘଟିଥିବା ବହୁ ଚର୍ଚ୍ଚିତ ହତ୍ୟା କାଣ୍ଡର ଗୁରୁବାର ରାୟ ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ହତ୍ୟାକାଣ୍ଡ ସମ୍ପୃକ୍ତ ୧୪ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ମିଳିଥିବା…

ମମତା ଭାଜପାରେ ସାମିଲ ହେବା ପରେ ବଡ଼ ବୟାନ ଦେଲେ ପ୍ରଦୀପ

ଭୁବନେଶ୍ୱର,୧।୮: ଭାଜପାରେ ମମତା ମହାନ୍ତ ସାମିଲ ହେବା ନେଇ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ବନ ବୟାନ ଦେଇଛନ୍ତି। ପ୍ରଦୀପ କହିଛନ୍ତି, ଲେଖା ଛିଡ଼ି ଛିଡ଼ି ଆସୁଛି, ଆଜିକା ଦିନରେ ଏତିକି କହିବି ଭାଜପା ବଢୁଛି, ବିଜେଡି ଛିଡୁଛି। ଅନ୍ୟପଟେ, ଭାଜପାରେ ମିଶିବା…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, କାଲି ସୁଦ୍ଧା ଲଘୁଚାପ: ଆଇଏମ୍‌ଡି

ଭୁବନେଶ୍ୱର,୧ା୮: ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ଓ ଉତ୍ତର ବଙ୍ଗୋପସାଗରରେ ଘନିଭୂତ ହୋଇ ଶୁକ୍ରବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହୋଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ…

ଭାଜପାରେ ମିଶିବା ପରେ ମମତା ଦେଲେ ପ୍ରଥମ ପ୍ରତିକ୍ରିୟା, କହିଲେ ଏଥିପାଇଁ ବିଜେଡିରୁ…

ଭୁବନେଶ୍ୱର,୧।୮: ଭାଜପାରେ ଯୋଗ ଦେଲେ ମମତା ମହାନ୍ତ। ସେ ଗୁରୁବାର ଦିଲ୍ଲୀରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଭାଜପାରେ ସାମିଲ ହେବା ପରେ ମମତା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କାଲି ବିଜେଡି ସହ ରାଜ୍ୟ ସଭା ଏମ୍‌ପି ପଦରୁ ଇସ୍ତଫା…

ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିଯୁକ୍ତ ହେଲେ ବରଗଡ଼ ବିଧାୟକ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଗୁରୁବାର ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କୁ ନିଯୁକ୍ତ କରାଯାଇଛି। ଏଥିରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀଙ୍କୁ ଜଳ ସମ୍ପଦ, କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ…

ନିଜର ଘରୋଇ ସମସ୍ୟାକୁ ଭାରତ ଉପରେ ଲଦୁଛି ଚାଇନା, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୧ା୮: ଚାଇନା ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି। ଚାଇନା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଜିନିଷର ଅତ୍ୟଧିକ ଉତ୍ପାଦନ କରୁଛି। ତେବେ ଚାହିଦା ହ୍ରାସ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସଙ୍କଟ ଯୋଗୁଁ ଏହା ଅତ୍ୟଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?