Home Left

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ: କଂଗ୍ରେସକୁ ଶକ୍ତ ଝଟ୍‌କା

ଭୁବନେଶ୍ୱର,୧୪।୨: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସରଗରମ ହେଉଛି। ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ରଣନୀତି ପ୍ରସ୍ତୁତ କଲାବେଳକୁ ଜଣେ ଜଣେ ନେତାଙ୍କ ଦଳ ଛାଡ଼ିବା ଶକ୍ତ ଝଟ୍‌କା ଦେଉଛି। କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ କ’ଣ କହିଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର,୧୪।୨: ଭାଜପା ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବୁଧବାର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ବିଜେଡି ଏହାକୁ ସମର୍ଥନ ଜଣାଇଛି। ତେବେ ଏହା ଭିତରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।…

ପୁଣି ଏକାଠି ହେବେ କି ଲଭବାର୍ଡ! ଅମୀରଙ୍କୁ ନେଇ କହିଲେ ପୂର୍ବତନ ସ୍ତ୍ରୀ କିରଣ, ‘ଆମ ସମ୍ପର୍କ ସଚ୍ଚୋଟ’

ମୁମ୍ବାଇ: କିରଣ ରାଓ ବର୍ତ୍ତମାନ ତାଙ୍କ ଫିଲ୍ମ ଲାପତା ଲେଡିଜ ପାଇଁ ଚର୍ଚ୍ଚାରେ ଅଛନ୍ତି। କିରଣଙ୍କ ସହ ଅମୀର ଖାନ ମଧ୍ୟ ଏହି ଫିଲ୍ମ ନିର୍ମାଣ କରିଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଛନ୍ତି । ତେବେ ନିକଟରେ ଫିଲ୍ମ…

ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଲା ବିଜେଡି, ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ବର,୧୪।୨: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବିଜେଡି ପୁଣି ଥରେ ସମର୍ଥନ ଦେଇଛି। ଏ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ସମର୍ଥନ ଘୋଷଣା କରିଛନ୍ତି। ପ୍ରେସ ବିଜ୍ଞପ୍ତି…

ଲାଇଭ୍‌ ମ୍ୟାଚରେ ବିଜୁଳି ମାରିବାରୁ ଜିଅନ୍ତା ଜଳିଗଲେ ଫୁଟବଲ୍‌ର, ଛାତିଥରା ଭିଡିଓ ଭାଇରାଲ

ଓ୍ବେଷ୍ଟ ଜାବା,୧୪।୨: ଇଣ୍ଡୋନେସିଆରେ ଲାଇଭ୍‌ ଫୁଟବଲ୍‌ ମ୍ୟାଚ ସମୟରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମ୍ୟାଚ ଚାଲୁଥିବାବେଳେ ବିଜୁଳି ମାରିବାରୁ ଜଣେ ଖେଳାଳୀଙ୍କ ପଡିଆରେ ହିଁ ମୃତ୍ୟୁ ହୋଇଯାଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଥାଉ କି,…

ଆଜି ଭାଲେଣ୍ଟାଇନ୍ସ ଡେ’: ପ୍ରଥମ ପସନ୍ଦ ସ୍ପେଶିଆଲ ଚକୋଲେଟ୍‌

ବ୍ରହ୍ମପୁର,୧୪।୨(ତନୁଶ୍ରୀ ନାହାକ): ଗତ ୭ରୁ ଆରମ୍ଭ ହୋଇଛି ପ୍ରେମ ଦିବସ (ଭାଲେଣ୍ଟାଇନ୍ସ ଡେ)। ଖାସ ପ୍ରେମୀଯୁଗଳଙ୍କ ପାଇଁ ମୁଖ୍ୟତଃ ଏହି ଦିବସ ମହତ୍ୱ ରଖୁଥିବାବେଳେ ଏହି ଦିନଟି ସେଣ୍ଟ ଭାଲେଣ୍ଟାଇନଙ୍କ ତ୍ୟାଗକୁ ମନେପକାଇବା ନିମନ୍ତେ ଆରମ୍ଭ ହୋଇଥିବା ଇତିହାସରୁ ଜଣାପଡେ। ତେବେ…

ଥାନା ଆଗରେ ଜଗିଲା ଗାଈ, ଥାନା ଭିତରକୁ କିମ୍ବା ବାହାରକୁ କାହାରିକୁ ଛାଡିଲା ନାହିଁ

ମାଲକାନଗିରି, ୧୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ଗତ କିଛିଦିନ ତଳେ ବୁଲାକୁକୁରଙ୍କ ପାଦୁର୍ଭାବ ଦେଖା ଦେଇଥିବା ବେଳେ ମଙ୍ଗଳବାର ଏକ ପାଗଳ ଗାଈର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ସକାଳେ ଏକ ପାଗଳ ଗାଈ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ…

ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ମାଲକାନଗିରି,୧୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ପ୍ରସାଦ ପଣ୍ଡା ଜଣେ ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମଙ୍ଗଳବାର ଗିରଫ ହୋଇଛନ୍ତି। ପ୍ରକାଶଯେ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ତଥା ଭାରପ୍ରାପ୍ତ…

ପୋଲିସ ବିରୋଧରେ ଲାଗିଲା ମାଓବାଦୀ ପୋଷ୍ଟର

ରାଇଘର, ୧୪।୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ କୁକୁରକୁଆଁ ଗ୍ରାମ ନିକଟରେ ଗଛକାଟି ରାସ୍ତା ଅବରୋଧ କରାଯାଇ ସେଥିରେ ମାଓବାଦୀ ପୋଷ୍ଟର ଲଗାଯାଇଛି। ତେବେ କେଉଁ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ…

ବାପା ମୋ ପାଇଁ ହିରୋ: ଭାରତୀୟ ଦଳରେ ସ୍ଥାନ ପାଇବା ପରେ ଧ୍ରୁବ୍‌ ଜୁରେଲଙ୍କ ପ୍ରଥମ ପ୍ରତିକ୍ରିୟା

ରାଜକୋଟ,୧୪।୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି। ପ୍ରଥମଥର ପାଇଁ ଏହି ଖବର ପାଇବା ପରେ ସେ କିପରି ଅନୁଭବ କଲେ ବୋଲି ଧ୍ରୁବ କହିଥିଲେ। ଭାରତୀୟ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ…

୬ ବର୍ଷ ହେଲା ପ୍ରାଣୀଧନଙ୍କ ଚିକିତ୍ସା ବ୍ୟବସ୍ଥା ଠପ୍‌

ବଇଣ୍ଡା,୧୪।୨ (ପରିକ୍ଷିତ ସାହୁ): ଗାଈ, ଛେଳି ଓ କୁକୁଡ଼ା ପାଳନ ପାଇଁ ସରକାର ଚାଷୀ, ମହିଳା ଓ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ବ୍ୟାଙ୍କ ଜରିଆରେ ସବ୍‌ସିଡିଯୁକ୍ତ ଋଣ ପ୍ରଦାନ କରୁଛନ୍ତି। ହେଲେ ଏହି ପ୍ରାଣୀଧନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା…

ଡେବ୍ୟୁ ମ୍ୟାଚ୍‌ରେ ଧମାଲ କଲେ ୬ ଫୁଟ୍‌ ୪ ଇଞ୍ଚ୍‌ର ଏହି ବୋଲର

ହାମିଲଟନ,୧୪।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ହାମିଲଟନରେ ଖେଳାଯାଉଛି। ଏହି ମ୍ୟାଚର ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟ ଡେବ୍ୟୁ କରିଥିବା ୱିଲିୟମ ଓ’ରକେ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri