Home Left

ମହାନଦୀରେ ଭାସିଗଲେ କାଉଡ଼ିଆ

କଟକ,୪।୮: ମହାନଦୀର ଭଦିମୂଳ ଘାଟରେ ରବିବାର ଏକ ଅଘଟଣ ଘଟିଛି। ଘାଟରେ ପାଣି ଉଠାଇବା ବେଳେ ଜଣେ କାଉଡ଼ିଆ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ…

ଫସିଗଲେ ଶବ୍ଦର ଯାଦୁଗର ଥରୁର

ନୂଆଦିଲ୍ଲୀ,୪।୮: କେରଳର ୱାୟନାଡ୍‌ରେ ହୋଇଥିବା ଭୂସ୍ଖଳନକୁ ନେଇ କଂଗ୍ରେସ ନେତା ଶଶି ଥରୁର ଏମିତି କିଛି ଲେଖିଛନ୍ତି ଯେଉଁଥିପାଇଁ ଟ୍ରୋଲରମାନେ ତାଙ୍କ ପଛରେ ପଡି ଯାଇଛନ୍ତି। ଆପଣ ଏହି ଦୈବି ଦୁର୍ଘଟଣା ପାଳନ କରୁଛନ୍ତି କି ନାହିଁ ବୋଲି ସେ ପଚାରିବା…

ନୀତୀଶ କୁମାରଙ୍କୁ ନେଇ ବଡ଼ କଥା କହିଦେଲେ ପ୍ରଶାନ୍ତ କିଶୋର

ପାଟନା,୪।୮: ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରଜ ଅଭିଯାନର ପ୍ରମୁଖ ପ୍ରଶାନ୍ତ କିଶୋରଙ୍କ ଆଗାମୀ ବିହାର ବିଧାନସଭା ନିର୍ବାାଚନ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ପ୍ରଶାନ୍ତ କିଶୋର ପାଟଣାର ବାପୁ ଅଡିଟୋରିୟମରେ ଜନ ସୁରଜର ଯୁବ ବନ୍ଧୁମାନଙ୍କ…

ଶିଳ୍ପ ସଂସ୍ଥାଠୁ ବକେୟା ଜଳକର ଆଦାୟ କର: ମନ୍ତ୍ରୀ ପୂଜାରୀ

ସମ୍ବଲପୁର,୪।୮: ହୀରାକୁଦ ଡ୍ୟାମ୍‌ ଜଳ ପରିଚାଳନା ନେଇ ରବିବାର ବୁର୍ଲାରେଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ହୀରାକୁଦ ଡ୍ୟାମ୍‌ ସମେତ ଝାରସୁଗୁଡ଼ା ଏବଂ ସମ୍ବଲପୁର ଜଳ…

ଇନ ଦିନ ମର୍‌ ଯାଉଁ… ଗୀତରେ ଡ୍ୟାନ୍ସ କରୁଥିଲେ ଶିକ୍ଷକ; ଆସିଲା ହାର୍ଟଆଟାକ୍‌: ଆଉ ତା’ପରେ

ପ୍ରତିଦିନ ଅନେକ ପ୍ରକାରର ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏମିତି ଏକ ଭାବପ୍ରବଣ ଭିଡିଓ ନିକଟରେ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ଗୀତରେ ନାଚୁଛନ୍ତି। ତା’ପରେ ହଠାତ୍‌ ହାର୍ଟଆଟାକ୍‌ ଆସିବାରୁ ସେ ସଙ୍ଗେ ସଙ୍ଗେ…

କଳାକାରଙ୍କ ହକ୍‌ ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ

ବରଗଡ଼,୪ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ରବିବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳା, କଳାକାରଙ୍କ ହକ ଓ ସ୍ବାର୍ଥ ପାଇଁ ମହାସଂଘ ନିରନ୍ତର ସଂଗ୍ରାମ ଜାରି ରଖିବ ବୋଲି…

ହୀରାକୁଦ ଡ୍ୟାମ୍‌ରୁ ଆଉ ଖୋଲିଲା ୪ ଗେଟ୍‌

ସମ୍ବଲପୁର,୪।୮: ରବିବାର ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି ଉପୁଜି ନାହିଁ । ନଦୀ ଗୁଡ଼ିକ…

ତୁରନ୍ତ ଇସ୍ତଫା ଦିଅନ୍ତୁ ପ୍ରଧାନମନ୍ତ୍ରୀ: ତେଜିଲା ବିବାଦ, କଫ୍ୟୁ ଜାରି

ଢାକା,୪।୮: ବାଂଲାଦେଶରେ ପୁଣିଥରେ ସରକାର ବିରୋଧୀ ବିରୋଧ ଆରମ୍ଭ ହୋଇଛି। ପୁଣି ଥରେ ହଜାର ହଜାର ଲୋକ ରାଜଧାନୀ ଢାକାକୁ ଯାଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ରବିବାର ଶାସକ ଆୱାମୀ ଲିଗ ସମର୍ଥକ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ…

ଏହି ଦେଶର କୋଚ ହେବେ ରାହୁଲ ଦ୍ରାବିଡ! ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୪।୮: ରାହୁଲ ଦ୍ରାବିଡଙ୍କ କୋଚିଂର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ନିକଟରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଏବେ ଦ୍ରାବିଡ ଇଂଲଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ ହେବା ନେଇ ଗୁଜବ ଆରମ୍ଭ…

ମମତାଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ

ବେଗୁସରାଇ,୪।୮: ଦିନିକିଆ ଗସ୍ତରେ ବେଗୁସରାଇରେ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କରିଛନ୍ତି। ମମତା ଉନ୍‌ଙ୍କ ଭଳି କାର୍ଯ୍ୟ କରୁଛନ୍ତି ବୋଲି…

ଇଣ୍ଡିଆ ଜିତିବା ପରେ କମେଣ୍ଟ୍ରି ବକ୍ସରୁ ଶୁଭିଲା କାନ୍ଦିବା ଶବ୍ଦ

ପ୍ୟାରିସ,୪।୮: ରବିବାର ହକି କ୍ୱାର୍ଟର ଫାଇନାଲରେ ବ୍ରିଟେନକୁ ୪-୨ରେ ପରାସ୍ତ କରି ପ୍ୟାରିସ ଅଲିମ୍ପିକ୍ସରେ ପଦକ ଦୌଡ଼ରେ ଭାରତ ନିଜକୁ ଏକ ପାଦ ଆଗକୁ ନେଇଛି। ଏହି ମ୍ୟାଚରେ ଅନେକ ମଜାଦାର ମୁହୂର୍ତ୍ତ ଦେଖିବାକୁ ମିଳିଥିଲା, କିନ୍ତୁ ଭାରତୀୟ ଦଳର ବିଜୟ…

ଉକୁଣୀ ପାଇଁ ଜରୁରୀ ଅବତରଣ କଲା ବିମାନ, ପୂରା ଘଟଣା ଜାଣିଲେ…

ଓ୍ବାଶିଂଟନ,୪ା୮: ତ୍ରୁଟି କିମ୍ବା ବୈଷୟିକ ଅସୁବିଧା ଯୋଗୁ ବିମାନକୁ ବେଳେବେଳେ ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥାଏ ମାତ୍ର କିନ୍ତୁ ଏକ ଆମେରିକୀୟ ଏୟାରଲାଇନ୍ସର ବିମାନରେ ଯାହା ଘଟିଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଟିକ୍‌ଟକ୍‌ କ୍ରିଏଟର ଏଥାନ ଜୁଡେଲସନ୍‌ ଫିନିକ୍ସକୁ ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?