ପ୍ରଥମ ଭାରତୀୟ ଭାବେ କ୍ଲେକୋର୍ଟରେ ମାଷ୍ଟର୍ସ ୧୦୦୦ ମ୍ୟାଚ୍ ଜିତିଲେ ସୁମିତ ନାଗାଲ
ମଣ୍ଟେ କାର୍ଲୋସ, ୮ା୪: ଭାରତର ଟପ୍ ପୁରୁଷ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ଏଟିପି ମାଷ୍ଟର୍ସ ଇଭେଣ୍ଟରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ସୋମବାର ପ୍ରଥମ ରାଉଣ୍ଡରେ ସେ ୩ ସେଟ୍ ବିଶିଷ୍ଟ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବିଶ୍ୱର…
ପଦଯାତ୍ରା କରି ପ୍ରଚାର ଆରମ୍ଭ କଲେ ଲଳିତା
କେସିଙ୍ଗା,୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନରୁ ବିଜେଡି ଲଳିତା ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ସାଗର ଚରଣ ଦାଶଙ୍କୁ ଟିକେଟ ଦେଇଛି। ଭାଜପା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି। ଭବାନୀପାଟଣା ବିଧାନସଭ ସଭା ଆସନରେ…
ଶିକାରୀଙ୍କ ବିଦ୍ୟୁତ୍ ତାର ଲାଗି ଚାଲିଗଲା ଜୀବନ
ଖଲ୍ଲିକୋଟ,୮ା୪(ପ୍ରଶାନ୍ତ କୁମାର ମିଶ୍ର)- ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ପଥୁରିନାଳ ନିକଟସ୍ଥ ବିଲରେ ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୈରାଶି ଗ୍ରାମର ସୀମାଞ୍ଚଳ ସ୍ବାଇଁ। ସୀମାଞ୍ଚଳ…
ଭିତରି ମେଣ୍ଟ ନାହିଁ: ପ୍ରଦୀପ ପୁରୋହିତ
ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ): ମେଣ୍ଟକୁ ନେଇ ଯେଉଁ ପ୍ରକ୍ରିୟା ଚାଲିଥିଲା, ଭାଜପାର ହଜାର ହଜାର କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ ଥିଲେ। ଏଥର ଭାଜପା ଡବଲ ଇଞ୍ଜିନ ସରକାର ଗଢ଼ିବ, କାହିଁକି ମେଣ୍ଟ କରିବାକୁ ଯାଉଛନ୍ତି ବୋଲି ସାଧାରଣ ଜନତା ମଧ୍ୟ ପ୍ରଶ୍ନ କରିଥିଲେ। କୌଣସି…
ଜାତୀୟ ପତାକା ଉପରେ ବିବାଦୀୟ ପୋଷ୍ଟ: କ୍ଷମା ମାଗିଲେ ନିଲମ୍ବିତ ମନ୍ତ୍ରୀ
ବେଙ୍ଗାଲୁରୁ,୮ା୪ ବିରୋଧୀ ଦଳ ଅଶୋକ ଚକ୍ର ସଦୃଶ ପ୍ରତିକ ବ୍ୟବହାର କରୁଥିବା ନେଇ ସୋସିଆଲ ମିଡିଆରେ ମାଳଦ୍ୱୀପର ପୂର୍ବତନ ମନ୍ତ୍ରୀ ମାରିୟାମ ଶିଉନା କରିଥିବା ପୋଷ୍ଟକୁ ନେଇ ବିବାଦ ଦେଖାଦେବା ପରେ ସେ ସୋମବାର କ୍ଷମା ମାଗିଛନ୍ତି। ମୋ ପୋଷ୍ଟକୁ ନେଇ…
ରାମନବମୀରେ ଘୋଷଣା ହେବ ‘ରାମାୟଣ’!
ମୁମ୍ବାଇ: ଆସନ୍ତା ରାମନବମୀରେ ଘୋଷଣା ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ରାମାୟଣ। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏହି ବିଗ୍ ବଜେଟ୍ର ଫିଲ୍ମ ନିର୍ମାଣ ହୋଇପାରେ। ଏଥିରେ ଲିଡ୍ ରୋଲରେ ରଣବୀର କପୁର, ସାଇପଲ୍ଲବୀ ଓ ୟଶଙ୍କୁ ଦେଖିବାକୁ ମିଳିପାରେ। ଭଗବାନ…
ପ୍ରାର୍ଥତ୍ତ୍ୱ ପରିବର୍ତ୍ତନ ନ ହେବାରୁ ଭାଜପାରୁ ଇସ୍ତଫା ଦେଲି
ଜି.ଉଦୟଗିରି,୮ା୪(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବିଧାନସଭା ଭାଜପା ପ୍ରାର୍ଥୀ ଭାବେ ମାନଗୋବିନ୍ଦ ପ୍ରଧାନଙ୍କ ନାମ ଘୋଷଣା ହେବାପରେ ତାଙ୍କୁ ବିରୋଧ କରି ଦଳରେ ଅସନ୍ତୋଷ ଲାଗି ରହିଥିଲା। ୩ଦିନ ତଳେ ଦଳୀୟ କର୍ମକର୍ତ୍ତାମାନେ ଏକାଠି ହୋଇ ଖବରଦାତା ସମ୍ମିଳନୀ କରି ପ୍ରାର୍ଥୀ ପରିବର୍ତ୍ତନ…
ବାହାରିଆ ପ୍ରାର୍ଥୀ କହି ହେଉଛି ବିରୋଧ
ବ୍ରଜରାଜନଗର,୭ା୪(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସକାଶେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ତିନି ଦଳର କର୍ମୀଙ୍କୁ ବାଦ୍ ଦେଲେ ଅନ୍ୟ କେତେକ ସଚେତନ ନାଗରିକ ତିନି ପ୍ରାର୍ଥୀଙ୍କୁ ବାହାରିଆ କହି ବିରୋଧ…
କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଜେଡି ବିଧାୟକ
କେନ୍ଦୁଝର,୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ସଦର ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ତାଙ୍କ ସ୍ତ୍ରୀଙ୍କ ସହିତ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ ତାଙ୍କର ବହୁ ସମର୍ଥକ ମଧ୍ୟ କଂଗ୍ରେସରେ ସାମିଲ ହୋଇଥିଲେ। ପୂର୍ବତନ ପିସିସି…
ରାଷ୍ଟ୍ରପତିଙ୍କ ଫଟୋ ଆଙ୍କି ପଠାଇଥିଲେ
ସୋରଡା,୮।୪(ଲମ୍ବୋଦର ପାଣିଗ୍ରାହୀ): ଶଶିଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ତଥା ସ୍ଥାନୀୟ ପାଇକ ସାହି ଭଗବାନ ସାହୁଙ୍କ ପୁଅ ଶୁଭମ ସାହୁ ମାର୍ଚ୍ଚ ୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅବିକଳ ପେନସିଲ ଆର୍ଟ ଫୋଟୋ ଚିତ୍ରକୁ ସ୍ବତନ୍ତ୍ର ଡାକ…
ଦୁଇ ଜିଲାରେ ଏସ୍ପି ବଦଳାଇଲେ ନିର୍ବାଚନ ଆୟୋଗ
ଭୁବନେଶ୍ୱର,୮।୪: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସୋମବାର ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ନୂତନ ଏସ୍ପି ଭାବରେ ନିଯୁକ୍ତ କରିଛନ୍ତି। ସେହିପରି ଆୟୋଗ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସପି ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ପୂର୍ବତନ ଖୋର୍ଦ୍ଧା ଏସପି ଯୁଗଳ…
ଆମେରିକାରେ ପାଳିତ ହେଲା ଉତ୍କଳ ଉତ୍ସବ
ଫ୍ଲୋରିଡା,୮।୪: ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଆମେରିକାର ଫ୍ଲୋରିଡା ରାଜ୍ୟରେ ଥିବା ଟାମ୍ପା ସହରରେ ପାଳିତ ହୋଇଛି ଉତ୍କଳ ଉତ୍ସବ। ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ତଥା ମା’ ମାଟି ଓ ମାତୃଭାଷା ପ୍ରତି ଶ୍ରଦ୍ଧା…
Archives


