Home Left

ଏନ୍‌ଆଇଏ ଅଧିକାରୀଙ୍କୁ ଜେରା ପାଇ ପଶ୍ଚିମବଙ୍ଗ ପୋଲିସର ନୋଟିସ

କୋଲକାତା,୯।୪: ପଶ୍ଚିମବଙ୍ଗରେ ଜାତୀୟ ଯାଞ୍ଚ ଏଜେନ୍ସି ଏନ୍‌ଆଇଏ ଟିମ୍‌ ଉପରେ ହୋଇଥିବା ଆକ୍ରମଣ ମାମଲାରେ କୋଲକାତା ପୋଲିସ ୨ଜଣ ଏନ୍‌ଆଇଏ ଅଧିକାରୀଙ୍କୁ ଜେରା ପାଇଁ ନୋଟିସ ଜାରି କରିଛି। ନୋଟିସରେ ପଶ୍ଚିମବଙ୍ଗ ପୋଲିସ ଆକ୍ରମଣକୁ ନେଇ ଅଭିଯୋଗ କରିଥିବା ଦୁଇ ଏନ୍‌ଆଇଏ…

ଖୁବଶୀଘ୍ର ଭାରତୀୟ ଟିମ୍କୁ ଫେରୁଛନ୍ତି ଋଷଭ ପନ୍ତ, ବିଶ୍ୱକପ ଦଳରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ,୯।୩: ଆସନ୍ତା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଏପ୍ରିଲ୍ ଶେଷରେ କିମ୍ବା ମେ’ର ପ୍ରଥମ ସପ୍ତାହରେ ଚୟନ ହେବାର ସମ୍ଭାବନା ରହିଛି। ନିର୍ଦ୍ଦିଷ୍ଟ ଖେଳାଳିଙ୍କ ଚୟନ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ସେମାନଙ୍କ ପ୍ରଦର୍ଶନ ଉପରେ…

ଅବସରରୁ ଫେରିଲେ ମହମ୍ମଦ ଅମୀର, ଇମାଦ ୱାସିମ; ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ପାଇଁ ପାକିସ୍ତାନ ଟିମ୍ ଘୋଷଣା

ନୂଆଦିଲ୍ଲୀ,୯।୩: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟି-୨୦ ସିରିଜ ପାଇଁ ପାକିସ୍ତାନ ଏକ ଶକ୍ତିଶାଳୀ ଟିମ୍ ଘୋଷଣା କରିଛି। ଏଥିରେ ମହମ୍ମଦ ଅମୀର ଏବଂ ଇମାଦ ୱାସିମ ପାକିସ୍ତାନ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ବର୍ଷ ୱେଷ୍ଟଇଣ୍ଡିଜ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା (ଯୁକ୍ତରାଷ୍ଟ୍ର)…

ଚପଲ ମାଳ ପିନ୍ଧି ନିର୍ବାଚନ ପ୍ରଚାର କରୁଛନ୍ତି ଏହି ପ୍ରାର୍ଥୀ, କାରଣ ଜାଣିଲେ ହୋଇଯିବେ ତାଜୁବ

ଆଲିଗଡ,୯।୪: ମୁଣ୍ଡ ଉପରେ ନିର୍ବାଚନ। ଏଥିପାଇଁ ସଜବାଜ ଆରମ୍ଭ କଲେଣି ସବୁ ଦଳ। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସବୁ ଦଳ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ତେବେ ଏପରି ଏକ ଭିନ୍ନ ଧରଣର ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…

ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାହାରିବ ନାହିଁ ଶୋଭାଯାତ୍ରା

ସମ୍ବଲପୁର,୯।୪: ଚଳିତ ବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଶୋଭାଯାତ୍ରା କରିବା ଉପରେ ଜିଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ହନୁମାନ ଜୟନ୍ତୀରେ ବାଇକ୍‌ ରାଲି ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଶାନ୍ତି କମିଟି ବୈଠକ ପରେ ଜିଲା…

ବଜାରରେ ମହୁମାଛି ଆକ୍ରମଣ

ପାଟଣା,୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ବଜାରରେ ମହୁମାଛି ଆକ୍ରମଣରେମଙ୍ଗଳବାର ୧୫ରୁ ଊଦ୍ଧର୍‌ବ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କଲେଜ ଛାତ୍ରୀଛାତ୍ରଙ୍କ ସମେତ ବିଦ୍ୟୁତ୍‌ କାର୍ଯ୍ୟାଳୟର ୩ଜଣ କର୍ମଚାରୀ ରହିଛନ୍ତି। ସୂଚନା ଯୋଗ୍ୟ, କାର୍ଯ୍ୟାଳୟ ନିକଟରେ ଥିବା ଏକ…

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି… ଟୁଥ୍‌ପେଷ୍ଟ: ଟୁଥ୍‌ପେଷ୍ଟ ସାହାଯ୍ୟରେ ଆପଣ ଘରର ସୁଇଚ୍‌କୁ ଚକାଚକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ…

ପଞ୍ଚୁଦଣ୍ଡ ମିଳନରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୯।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡିରେ ସୋମବାର ପଞ୍ଚୁଦଣ୍ଡ ମିଳନ ହେବା ସହ ମଙ୍ଗଳବାର କାର୍ଯ୍ୟକ୍ରମ ଶେଷ ହୋଇଛି। ପ୍ରକାଶ ଯେ, ସକାଳ ୮ଟାରେ ବିଭିନ୍ନ ଅଞ୍ଚଳର ଦଣ୍ଡ ଦଳ ଆସି ସିମନବାଡ଼ିରେ ପହଞ୍ଚି ଥିଲେ। ପୂର୍ବ ନିଦ୍ଧାରିତ ଅନୁସାରେ…

ପୋଖରୀରେ ବୁଡି ଚାଲିଗଲା ଜୀବନ

ଛତ୍ରପୁର,୯।୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସାନନୋଳିଆ ନୂଆଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ପୋଖରୀରେ ଗାଧୋଇବା ବେଳେ ଅସାବଧାନତା ହେତୁ ଗାଁର ସିକିଟି ଗୁରେୟା(୫୩) ପାଣିରେ ବୁଡି ଯାଇଥିଲେ। କିଛି ସମୟ ପରେ ସିକିଟ ପାଣିରେ ଭାସୁଥିବା…

ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ

ଯଦି ଆପଣ ଖରାଦିନରେ କେଉଁଠିକି ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ଭଲ କ୍ଲିଞ୍ଜର,ଟୋନର,ମଶ୍ଚରାଇଜର ନେବାକୁ ଭୁଲନ୍ତୁ ନାହିଁ। ଏହାପରେ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିପାରିବେ; ଯାହା ଲୋମଛିଦ୍ରକୁ ବନ୍ଦକରୁ ନ ଥିବ, ଏହା ମୁହଁକୁ ଭଲ ଲୁକ୍‌ ଦେବ… ନିଜ ତ୍ୱଚା…

ଫ୍ୟାମିଲି ଟ୍ରିପ୍‌ରେ ଯିବାକୁ ଚାହୁଁଛନ୍ତି କି? ଧ୍ୟାନରେ ରଖନ୍ତୁ ଏସବୁ କଥା

ଛୁଟି ହେଲେ ସମସ୍ତେ ବାହାର ସ୍ଥାନକୁ ବୁଲିଯିବାକୁ ପସନ୍ଦ କରନ୍ତି। ଟ୍ରିପ୍‌ ସମୟରେ କିଛି କଥାକୁ ଧ୍ୟାନରେ ନିହାତି ରଖିବା ଆବଶ୍ୟକ। ସେ ସମ୍ପର୍କରେ କିିଛି ଟିପ୍ସ…. ବ୍ୟସ୍ତମୟ ଜୀବନରେ ଟିକେ ଫୁର୍‌ସତ ମିଳିଲେ ଅନେକେ ପରିବାର ସହ ମନପସନ୍ଦର ଜାଗାକୁ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭର୍ତ୍ତୃହରି

ଭୁବନେଶ୍ୱର,୯।୪: ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଟକରୁ ଲୋକ ସଭା ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଉତ୍ତର ଓଡ଼ିଶାର ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ। ହୀରାକୁଦରେ ଜଳସ୍ତର କମିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri