Astrology: ଗୋଟିଏ ଗୋତ୍ରରେ କ’ଣ ପାଇଁ କରାଯାଏ ନାହିଁ ବିବାହ, ଜାଣନ୍ତୁ କାରଣ
ଆମ ଶାସ୍ତ୍ରରେ ଗୋତ୍ରର ବହୁତ ମହତ୍ତ୍ବ ରହିଛିି। ଖାସ୍ କରି ପୂଜାପାଠ ଏବଂ ବିବାହ ସମୟରେ ଗୋତ୍ର ବିଷୟରେ ଜାଣି ରଖିବା ନିହାତି ଜରୁରୀ। ହିନ୍ଦୁୁପ୍ରଥା ଅନୁସାରେ ଯଦି କାହାକୁ ବିବାହ କରୁଛନ୍ତି ତେବେ ଗୋତ୍ର ନ ଜାଣି କରନ୍ତୁ ନାହିଁ।…
ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେକର୍ଡ କିପର
ବଲାଙ୍ଗୀର,୨୧ା୨(ସୁନୀଲ କୁମାର ମହାନ୍ତି): ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବଲାଙ୍ଗୀର ଜିଲା ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ବ ସହାୟକ ହେବଲେଟ ବାର୍ଲା। ତାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ସହ ତାଙ୍କଠାରୁ ୧୦ ହଜାର ଲାଞ୍ଚ ଟଙ୍କା…
ବଦଳିଲା ସ୍କୁଲ ଆସିବା ସମୟ, ଏଣିକି ଏହି ସମୟରେ ସ୍କୁଲ ଆସିବେ ଛାତ୍ରୀଛାତ୍ର
ନୂଆଦିଲ୍ଲୀ,୨୧।୨: ସ୍କୁଲ ପିଲାଙ୍କ ପାଇଁ ବଡ ଖବର। ବଦଳିଲା ସ୍କୁଲ ଆସିବା ସମୟ। ଏଣିକି ସକାଳୁ ଶୀଘ୍ର ସ୍କୁଲ ଆସିିବେ ଛାତ୍ରୀଛାତ୍ର । ସ୍କୁଲ ପିଲାଙ୍କ ସ୍କୁଲ ଆସିବା ସମୟକୁ ବଦଳାଇଦେଇଛନ୍ତି ରାଜ୍ୟ ସରକାର । ଶିକ୍ଷା ବିଭାଗ ପକ୍ଷରୁ ଏନେଇ…
ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି
କାନପୁର,୨୧।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖାଯାଇଛି। ରାହୁଲଙ୍କ କନଭେନ କାନପୁରର ଶୁକ୍ଲାଗଞ୍ଜରେ ଭାରତ ସହିତ ସକାଳ ପ୍ରାୟ ସାଢେ ୧୧ଟା ବେଳେ ଉନ୍ନାଓ ସହରରୁ ଗଙ୍ଗାଘରର ସାହଜାନୀ ତିରାହଠାରୁ…
ଗଞ୍ଜାମରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ/ ସନ୍ତୋଷ ପାଢ଼ୀ): ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଯୋଗାଇ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ବସ୍ର ଶୁଭାରମ୍ଭ ବୁଧବାର…
ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ଆପଣ କିଭଳି ଯିବେ? ଜାଣନ୍ତୁ କ’ଣ କ’ଣ କରିବାକୁ ହେବ…
ନୂଆଦିଲ୍ଲୀ,୨୧।୨: ଯଦି ଆପଣଙ୍କ ପାଖରେ କୌଣସି ବ୍ୟବସାୟ କରିବା ଲାଗି ଯୋଜନା ରହିଛି, ଏପରିକି ଆପଣ ତାହାକୁ ବିନିଯୋଗ କରି ଏକ ପ୍ରତିଷ୍ଠାନ କରିଛନ୍ତି ତେବେ ଫଣ୍ଡିଂ ଲାଗି ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ବାଛିପାରିବେ। ଏହି ରିଆଲିଟି ଶୋ’କୁ ନେଇ ଆଜିକାଲି…
ଜୀବିତ ନୁହେଁ ମହିଳାଙ୍କ ମୃତଦେହ ସହ ଶାରୀରିକ ସମ୍ପର୍କ ରଖନ୍ତି ଅଘୋରୀ ବାବା, କାରଣ ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ,୨୧।୨: ସନାତନ ଧର୍ମରେ ସାଧୁ-ସନ୍ଥଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହି ସାଧୁଙ୍କର ଅନେକ ସମ୍ପ୍ରଦାୟ ରହିଛି ଏବଂ ସେମାନଙ୍କର ଭଗବାନଙ୍କୁ ଉପାସନା କରିବାର ଉପାୟ ମଧ୍ୟ ଭିନ୍ନ ରହିଛି। କିଛି ସାଧୁବାବା ଅଛନ୍ତି, ଯାହାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ ଅଟେ।…
ରାମଭକ୍ତଙ୍କୁ କ୍ଷମା ମାଗିଲେ ଅଭିନେତା ବିକ୍ରାନ୍ତ
ବମ୍ବେ: ନିଜର ଫିଲ୍ମ ‘12th Fail’ର ସଫଳତାକୁ ନେଇ ପ୍ରଶଂସିତ ହୋଇଆସୁଥିବା ଅଭିନେତା ବିକ୍ରାନ୍ତ ମେସି ଭିନ୍ନ କାରଣକୁ ନେଇ ବିବାଦରେ। ନିକଟରେ କିଛି ଟ୍ରୋଲର୍ସ ଅଭିନେତାଙ୍କ ପୁରୁଣା ଟୁଇଟ୍କୁ ନେଇ ତାଙ୍କୁ ଘେରିଥିଲେ। ଶେଷରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।…
ପରୀକ୍ଷା କେନ୍ଦ୍ର ବାହାରେ ଗର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ ପିଟାପିଟି…
ଭାଗଲପୁର,୨୧।୨ : ବିହାରର ଭାଗଲପୁରରୁ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏସ ବାଳିକା ଇଣ୍ଟର ସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ହାଇ ଭୋଲଟେଜ ଡ୍ରାମା କେନ୍ଦ୍ର ବାହାରେ ଆରମ୍ଭ ହୋଇଥିଲା। ଦଶମ ଶ୍ରେଣୀ…
ଇ-ରିକ୍ସାରେ ହୋର୍ଡିଂ ଲଗାଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ଯୁବକ
ବର୍ତ୍ତମାନ ସମୟରେ ମାର୍କେଟିଂର ବଡ଼ ମାଧ୍ୟମ ଭାବେ ଉଭା ହୋଇଛି ସୋସିଆଲ ମିଡିଆ। ଏମିତିରେ କିଛି ପୋଷ୍ଟ କେଇ ମୂହୁର୍ତ୍ତରେ ଭାଇରାଲ ହୋଇଥାଏ। ନିକଟରେ ଏଭଳି ଏକ କ୍ରମରେ ଏକ ହୋର୍ଡିଂ ଭାଇରାଲ ହେଉଛି, ଯାହାକୁ ଲଗାଇ ନିଜ ପାଇଁ ଜଣେ…
ଭିଡ଼ିଓ କଲ କରି ଅଶ୍ଳୀଳ ଭିଡ଼ଓ ଦେଖାଇ ପୋଷାକ ଓହ୍ଲାଇବାକୁ ବାଧ୍ୟ କରୁଛନ୍ତି ଠକ: ତଦନ୍ତ ଆରମ୍ଭ କଲା ପୋଲିସ…
ଉଜ୍ଜୟନୀ,୨୧।୨ : ମଧ୍ୟପ୍ରଦେଶର ଉଜ୍ଜୟନୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଠକମାନେ ଅଶ୍ଳୀଳ ଭିଡିଓ କଲ କରି ଠକିବା କୌଶଳ ଗ୍ରହଣ କରିଛନ୍ତି। ଲୋକଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରାଯାଇଛି ଏବଂ ସେମାନଙ୍କୁ ପୋଷାକ ଓହ୍ଲାଇ ନଗ୍ନ ହେବାକୁ…
ପୁଟିନଙ୍କ ନୂଆ ପ୍ରେମିକାକୁ ନେଇ ରୁଷିଆରେ ଚର୍ଚ୍ଚା, ୩୨ ବର୍ଷ ସାନ ଯୁବତୀଙ୍କ ସହ କରୁଛନ୍ତି ରୋମାନ୍ସ
ମସ୍କୋ,୨୧।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣିଥରେ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ। ଏବେ ସେ ତାଙ୍କଠାରୁ ୩୨ ବର୍ଷ ସାନ ଯୁବତୀଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୩୯ ବର୍ଷୀୟ ଏକାତେରିନା କାତ୍ୟା ମିଜୁଲିନା ଜଣେ…
Archives


