Home Left

ଆର୍ଥିକ ବର୍ଷ ୨୩-୨୪ରେ ୧୨,୩୪୯ କିମି ରାଜପଥ ନିର୍ମାଣ କରିଛି ସଡ଼କ ପରିବହନ ବିଭାଗ

ନୂଆଦିଲ୍ଲୀ,୯।୩: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରାଳାୟ ଆର୍ଥିକ ବର୍ଷ ୨୦୨୩-୨୪ରେ ୧୨,୩୪୯ କିଲୋ ମିଟର ରାଜପଥ ନିର୍ମାଣ କରିଛି। ଯାହା ଗୋଟିଏ ବର୍ଷରେ ଦ୍ୱିତୀୟ ସର୍ବାଧିକ ଅଟେ। ପୂର୍ବରୁ ୨୦୨୦-୨୧ ରେ ଗୋଟିଏ ବର୍ଷରେ ମନ୍ତ୍ରାଳୟ ରେକର୍ଡ ୧୩,୩୨୭ କିମି…

ସର୍ବକାଳୀନ ଉଚ୍ଚତା ଛୁଇଁବା ପରେ ଖସିଲା ଶେୟାର ବଜାର, ୭୫ ହଜାର ତଳେ ବନ୍ଦ ହେଲା ସେନସେକ୍ସ

ମୁମ୍ବାଇ,୯।୩: ଭାରତୀୟ ଶେୟାର ବଜାର ମଙ୍ଗଳବାର ସର୍ବକାଳୀନ ଉଚ୍ଚତା ଛୁଇଁ ନୂଆ ଇତିହାସ ରଚିଛି। କିନ୍ତୁ ବଜାର ଏହି ସ୍ତରର ବନ୍ଦ ହୋଇନାହିଁ ଏବଂ ଗତ କାଲିର ତୁଳନାରେ ଆହୁରି ତଳକୁ ଖସି ବନ୍ଦ ହୋଇଥିଲା। ଦିନ ଯାକ ବଜାରରେ ଉତ୍ସାହ…

ଅପରାଜିତାଙ୍କ ବିଜୟ ରାସ୍ତାରେ କଣ୍ଟା ସୁର ରାଉତରାୟ ଏବଂ ଜଟଣୀ, ଜାଣନ୍ତୁ ୨୦୧୯ ନିର୍ବାଚନ ସମୀକରଣ

ଭୁବନେଶ୍ୱର,୯।୩: ୨୦୧୯ ଲୋକ ସଭା ନିର୍ବାଚନରେ ଅପରାଜିତା ଷଡ଼ଙ୍ଗୀ ୨୩,୮୩୯ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ। ୨୦୧୯ ରେ ଜଟଣୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯେତେବେଳେ ଆପରାଜିତା ଷଡ଼ଙ୍ଗୀ ୨୩,୮୩୯ ଭୋଟ ବ୍ୟବଧାନରେ ଭୁବନେଶ୍ୱର ଲୋକ ସଭା…

ତ୍ରୁଟି ସୁଧାରି ଜବାବ ଦାଖଲ କର: ହାଇକୋର୍ଟ

କଟକ,୯ା୪ (କାର୍ତ୍ତିକ ସାହୁ): ଘରୋଇ ବିଦ୍ୟାଳୟର ୨୫% ସଂରକ୍ଷଣ ସିଟ୍ରେ ନାମ ଲେଖା ନିମନ୍ତେ ରୁଜୁ ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ହାଇକୋର୍ଟରେ ମଙ୍ଗଳବାର ହାଜର ହୋଇ ଜବାବ ରଖିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ…

ମାଛ ମାରିବା ହେଲା କାଳ, ପୋଖରୀରେ ବୁଡି ଯୁବକ ମୃତ

କେନ୍ଦୁଝର, ୯।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ ବଡନଈ ଗ୍ରାମର ଏକ ପୋଖରୀରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ଖବର ଅନୁସାରେ, ଚମ୍ପୁଆ ବ୍ଲକ, ବଡନଈ ପଞ୍ଚାୟତ ଅନ୍ତର୍ଗତ ପଳସା ଗ୍ରାମର ଶେଷଦେବ…

ଛତ୍ରପୁର ନିର୍ବାଚନ ମଣ୍ଡଳୀ: ଭାଜପା-ବିଜେଡି ମଧ୍ୟରେ ହେବ କଡ଼ା ଟକ୍କର

ଗଞ୍ଜାମ,୯ା୪(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଛତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଭାଜପାରୁ କୃଷ୍ଣଚନ୍ଦ୍ର ନାୟକଙ୍କୁ ଟିକେଟ ମିଳିବା ପରେ ନିଜ ନିଜ…

ରାବଣକୁ ଜୟ କରିବା ପାଇଁ ଶ୍ରୀରାମ କରିଥିଲେ ନବରାତ୍ର

କଟକ,୯।୩: ଆଜି ହେଉଛି ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏହି ପବିତ୍ର ଦିନ ଠାରୁ ଆରମ୍ଭ ହୁଏ ନବରାତ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ଦେବୀ ପୀଠ ଗୁଡ଼ିକରେ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହେବା…

ବାଇକ ଧକ୍କାରେ ଚାଲିଗଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ

ବାହାନଗା,୯ା୪(ଅରୂପ କୁମାର ଦାସ): ବାହାନଗା ତହସିଲ କାର୍ଯ୍ୟାଳୟର ଦେଢଶହ ମିଟର ଦୂରରେ ଏକ ବାଇକ୍‌ ସାଇକେଲରେ ଆସୁଥିବା ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ବାହାନଗା ବ୍ଲକ ଗୋପାଳପୁର ମଣିଭଦ୍ର ସରକାରୀ…

ଶୋଭାଯାତ୍ରାରେ ଭାଜପାର ନିର୍ବାଚନୀ ପ୍ରଚାର ଆରମ୍ଭ

ଖଇରା,୯।୪(ଉତ୍କଳବନ୍ଧୁ ପଣ୍ଡା): ସିମୁଳିଆ ନିର୍ବାଚନମଣ୍ଡଳୀ ଅଧୀନ ଖଇରା ବ୍ଲକରେ ମଙ୍ଗଳବାର ଭାଜପାର ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ଓ ଭଦ୍ରକ ଏମ୍‌ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ପ୍ରଚାର ଆରମ୍ଭ କରିଛନ୍ତି। ଏକ ବାଇକ୍‌ ଶୋଭାଯାତ୍ରା ମାଧ୍ୟମରେ ୫ଶହରୁ ଊର୍ଦ୍ଧ୍ୱ କର୍ମୀ ବିକଶିତ…

ଇସ୍ତଫା ଦେଲେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସିଇଓ ସୁରିନ୍ଦର ଚାୱଲା

ନୂଆଦିଲ୍ଲୀ,୯।୩: ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଟିଏମ ପେମେଣ୍ଟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସୁରିନ୍ଦର ଚାୱଲା ଏପ୍ରିଲ ୮ ରେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଭଲ କ୍ୟାରିୟର ଆଶା ଅନୁସନ୍ଧାନ କରିବାକୁ ଚାୱଲା…

ଏନ୍‌ଆଇଏ ଅଧିକାରୀଙ୍କୁ ଜେରା ପାଇ ପଶ୍ଚିମବଙ୍ଗ ପୋଲିସର ନୋଟିସ

କୋଲକାତା,୯।୪: ପଶ୍ଚିମବଙ୍ଗରେ ଜାତୀୟ ଯାଞ୍ଚ ଏଜେନ୍ସି ଏନ୍‌ଆଇଏ ଟିମ୍‌ ଉପରେ ହୋଇଥିବା ଆକ୍ରମଣ ମାମଲାରେ କୋଲକାତା ପୋଲିସ ୨ଜଣ ଏନ୍‌ଆଇଏ ଅଧିକାରୀଙ୍କୁ ଜେରା ପାଇଁ ନୋଟିସ ଜାରି କରିଛି। ନୋଟିସରେ ପଶ୍ଚିମବଙ୍ଗ ପୋଲିସ ଆକ୍ରମଣକୁ ନେଇ ଅଭିଯୋଗ କରିଥିବା ଦୁଇ ଏନ୍‌ଆଇଏ…

ଖୁବଶୀଘ୍ର ଭାରତୀୟ ଟିମ୍କୁ ଫେରୁଛନ୍ତି ଋଷଭ ପନ୍ତ, ବିଶ୍ୱକପ ଦଳରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ,୯।୩: ଆସନ୍ତା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଏପ୍ରିଲ୍ ଶେଷରେ କିମ୍ବା ମେ’ର ପ୍ରଥମ ସପ୍ତାହରେ ଚୟନ ହେବାର ସମ୍ଭାବନା ରହିଛି। ନିର୍ଦ୍ଦିଷ୍ଟ ଖେଳାଳିଙ୍କ ଚୟନ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ସେମାନଙ୍କ ପ୍ରଦର୍ଶନ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri