Home Left

ରାଞ୍ଚି ଟେଷ୍ଟରେ ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ

ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି।…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଆକାଶ ଦୀପଙ୍କୁ ମିଳିଲା ଡେବ୍ୟୁ ସୁଯୋଗ, କ୍ୟାପ୍‌ ଦେଲେ କୋଚ

ରାଞ୍ଚି, ୨୩।୨: ରାଞ୍ଚିରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ମାଧ୍ୟମରେ ଆକାଶ ଦୀପ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଭାରତୀୟ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଆକାଶ ଦୀପଙ୍କୁ ଡେବ୍ୟୁ ଟେଷ୍ଟ କ୍ୟାପ୍‌ ଦେଇଛନ୍ତି। ଜସପ୍ରୀତ…

ବେଳାଭୂମିରେ କୁଆ ଖାଦ୍ୟ ପାଲଟିଛନ୍ତି ଅଲିଭ ରିଡ୍‌ଲେ

କେନ୍ଦ୍ରାପଡ଼ା, ୨୩ା୨(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡିଶାଳରେ ଅଲିଭ ରିଡ୍‌ଲେ କାଇଁଛଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବିକ୍ଷିପ୍ତ ଭାବେ ମୃତ କଇଁଛଙ୍କୁ ଦେଖିବାକୁ ମିଳୁଛି। ବନ ବିଭାଗ ରିପୋର୍ଟରେ ମାତ୍ର ୯୯ଟି ଅଲିଭ ରିଡ୍‌ଲେ…

ପନ୍ତଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏହି ଦିନ ପଡ଼ିଆକୁ ଫେରିବେ

ନୂଆଦିଲ୍ଲୀ,୨୩।୨: ଭାରତୀୟ ଦଳର ଷ୍ଟାର ଉଇକେଟ୍‌କିପର ରିଷଭ ପନ୍ତ ପ୍ରଶଂସକମାନେ ଉତ୍ସାହର ସହିତ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ, ଯାହା ପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବୃତ୍ତିଗତ କ୍ରିକେଟକୁ ଫେରିପାରି…

୫୨ ବର୍ଷ ପରେ ଚନ୍ଦ୍ରରେ ଆମେରିକା, ଦକ୍ଷିଣ ମେରୁରେ ‘ଓଡିସିଏସ୍‌’ର ସଫ୍ଟ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ,୨୩।୨: ହ୍ୟୁଷ୍ଟନ୍ ଭିତ୍ତିକ କମ୍ପାନୀ ଆମେରିକାର ପ୍ରଥମ ମହାକାଶଯାନକୁ ୫୨ ବର୍ଷରୁ ଅଧିକ ସମୟ ପରେ ଚନ୍ଦ୍ରରେ ଅବତରଣ କରିଛି। ନାସା ଅନୁଦାନ ପ୍ରାପ୍ତ ଏକ ନୂତନ ଅଭିଯାନର ଅଂଶ, ଏହି ଦଶନ୍ଧି ପରେ ମହାକାଶଚାରୀ ମିଶନ ପାଇଁ ବାଟ ଖୋଲିବାକୁ…

ଆମେରିକାରେ ହଠାତ୍‌ ମୋବାଇଲ୍‌ ନେଟଓ୍ବାର୍କ ଠପ୍‌: ଚେତାବନୀ ଦେଲେ ସିନେଟର୍‌

ଓ୍ବାଶିଂଟନ୍‌,୨୩।୨: ଆମେରିକାର ଅନେକ ସ୍ଥାନରେ ସେଲୁଲାର୍‌ ବନ୍ଦ ହେବାର ଅଭିଯୋଗ ହୋଇଛି। ହଠାତ୍‌ ଲୋକଙ୍କ ମୋବାଇଲ ଫୋନ କାମ ବନ୍ଦ କରିଦେଇଛି। ମୋବାଇଲ ଫୋନରୁ ନେଟୱାର୍କ ଅଦୃଶ୍ୟ ହୋଇଯାଇଛି। ନେଟୱାର୍କ କମ୍ପାନୀଗୁଡିକ କହିଛନ୍ତି ଯେ, ସେବା ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି।…

ମେକ୍‌ ଇନ୍‌ ଓଡ଼ିଶାକୁ ଓଡ଼ିଶା ଡିସ୍‌କମ୍‌ର ସମର୍ଥନ

ଭୁବନେଶ୍ୱର,୨୩।୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ରାଜ୍ୟର ଶିଳ୍ପ ବିକାଶକୁ ସମର୍ଥନ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଟିପି ଓଡ଼ିଶା ଡିସ୍‌କମ୍‌ ଯଥା ଟିପି ସେଣ୍ଟ୍ରାଲ, ଟିପି ସଦର୍ନ, ଟିପି ନର୍ଦନ…

ବିଜେଡିରୁ ପ୍ରାର୍ଥୀ ପାଇଁ ତିହିଡ଼ିରୁ ଅଧିକ ଆଶାୟୀ

ତିହିଡ଼ି,୨୩।୨ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀ ଧାମନଗର ବ୍ଲକ ଓ ତିହିଡ଼ି ବ୍ଲକର ୧୨ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ। ଏଠାରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ବିଜେଡି ପକ୍ଷରୁ ତିହିଡ଼ି ବ୍ଲକରୁ ଅଧିକ ଆଶାୟୀ ରହୁଥିବା ଜଣାପଡ଼ିଛି। ଗତ…

ଖିମ୍‌ଜୀ ଫ୍ଲାଗ୍‌ଶିପ୍‌ ଷ୍ଟୋରର ବାର୍ଷିକ ଉତ୍ସବ, ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୫୦% ରିହାତି

ଭୁବନେଶ୍ୱର,୨୩।୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ(ବ୍ରାଣ୍ଡ) ତଥା ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଗୁରୁବାର ‘ଖିମ୍‌ଜୀ ଫ୍ଲାଗ୍‌ଶିପ୍‌ ଷ୍ଟୋର’ର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଆକର୍ଷଣୀୟ ଅଫର ‘ଫ୍ଲାଟ୍‌ ୫୦%’ର ରିହାତି ସମ୍ପର୍କରେ ଘୋଷଣା କରାଯାଇଛି।…

ପ୍ରମୁଖ ଦଳଙ୍କୁ ଆଶାୟୀ ଚ୍ୟାଲେଞ୍ଜ

ପାଲଲହଡା,୨୩ା୨(ଦିବ୍ୟଜ୍ୟୋତି ଦାଶ):ଅନୁଗୋଳ ଜିଲା ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁ ଦଳ ପାଇଁ ଗୋଷ୍ଠୀ କନ୍ଦଳ ଏବେ ମୁଖ୍ୟ ସମସ୍ୟା ହୋଇଛି। ନିର୍ବାଚନ ତାରିଖ ଧାର୍ଯ୍ୟ ନ ହେଉଣୁ ପ୍ରମୁଖ ରାଜନୈତିକ ଦଳ ଯଥା-ବିଜେଡି, ଭାଜପା ଏବଂ କଂଗ୍ରେସରେ ଟିକେଟ ଆଶାୟୀଙ୍କ ସଂଖ୍ୟା…

ଭାରତୀୟ ଡେକୋରେଟିଭ୍‌ ପେଣ୍ଟ ବଜାରରେ ବିର୍ଲା ଗ୍ରୁପ୍‌

ଭୁବନେଶ୍ୱର,୨୩।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ‘ବିର୍ଲା ଓପସ୍‌ ପେଣ୍ଟସ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାରମଙ୍ଗଳମ୍‌ ବିର୍ଲା…

ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ଦରକାର: ରାଜନାଥ

ନବରଙ୍ଗପୁର/ବ୍ରହ୍ମପୁର/ ବାରିପଦା,୨୩।୨(ସଦାଶିବ ପ୍ରହରାଜ/ନରସିଂହ ସାହୁ/ତନୁଶ୍ରୀ ନାହାକ/ନୀଳାଦ୍ରି ବିହାରୀ ଦଣ୍ଡପାଟ):ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ହେଲେ ରାଜ୍ୟର ବିକାଶ ଘଟିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗୁରୁବାର ନବରଙ୍ଗପୁର, ଗଞ୍ଜାମ ଜିଲାର ବ୍ରହ୍ମପୁର ଓ ମୟୂରଭଞ୍ଜ ଜିଲାର ବାରିପଦାଠାରେ ବିଜୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri