‘ନିଶ୍ଚିତ ଭାବେ ଚାପରେ ରହିବେ ହାର୍ଦ୍ଦିକ’
ନୂଆଦିଲ୍ଲୀ,୨୩।୨: ଆସନ୍ତା ଆଇପିଏଲ୍ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହାକୁ ନେଇ ରୋହିତ ଶର୍ମାଙ୍କ ପ୍ରଶଂସକ ଖପ୍ପା ଥିବା ବେଳେ ଏବେ ଭାରତର ପୂର୍ବତନ ଉଇକେଟକିପର ପାର୍ଥିବ ପଟେଲ ହାର୍ଦ୍ଦିକଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।…
୨୭ରେ ଚାଷୀ ସମାବେଶ
ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରାୟ ୭୦ ପ୍ରତିଶତ କୃଷି ଉପରେ ନର୍ଭର କରିଥାନ୍ତି। ଏଠାରେ ଅଧିକ ଧାନ ଉତ୍ପାଦନ ହୋଇଥାଏ ବୋଲି ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ । କିନ୍ତୁ ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ…
ଏକାଥରକେ ୪୫ ସ୍ବେଟର୍ ପିନ୍ଧି ବିଶ୍ୱ ରେକର୍ଡ କଲେ କଲେଜ ଛାତ୍ରୀ
ଶୀତବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କରିଛନ୍ତି ଜଣେ କଲେଜ ଛାତ୍ରୀ। ସେ ଏକାଥରକେ ୪୫ ସ୍ବେଟର୍ ପିନ୍ଧି ଏହି କାରନାମା କରିଛନ୍ତି। ସେ ହେଲେ ଆମେରିକାର ସୋଫିଆ ଏଫ୍ ହେଡେନ୍। ସୋସିଆଲ ମିଡିଆରେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ସ୍ବେଟର୍…
ଯୁବତୀଙ୍କୁ ଏକୁଟିଆ ପାଇ ବେକରୁ ଚେନ୍ ଛିଡ଼ାଇ ଚମ୍ପଟ ମାରିଲେ ଲୁଟେରା
ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳରେ ଏବେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଶୁକ୍ରବାର ସକାଳୁ ଜଣେ ଲୁଟେରା ଧାମନଗର-ଜାହାଙ୍ଗୀର ରାସ୍ତାର ରାମେଶ୍ବରପୁର ଛକ ଗେଟ୍ ନିକଟରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ସୁନା ଚେନ୍ ବେକରୁ ଛିଡ଼ାଇ ଚମ୍ପଟ…
ଆଠ ମହଲାର ବଙ୍ଗଳା, କୋଟି କୋଟି ମୂଲ୍ୟର ଗାଡ଼ି; ସବୁ ସମ୍ପତ୍ତି ବିକି ଚମକାଇବା ଭଳି କାମ କଲେ ମହିଳା
ପ୍ରତିଟି ବ୍ୟକ୍ତି ରୋଜଗାର କରି ଖୁବ୍ଶୀଘ୍ର ବଡ଼ ଲୋକ ହେବାକୁ ଚାହାନ୍ତି। ଫଳରେ ବଙ୍ଗଳା କରିପାରିବେ। ଦାମୀ ଗାଡ଼ି କିଣିପାରିବେ। ଏପରିକି ବିଳାସବ୍ୟସନରେ ଜୀବନ ଅତିବାହିତ ମଧ୍ୟ କରିହେବ। ହେଲେ ଏକ ନିଆରା ଘଟଣାକ୍ରମରେ ଜଣେ ମହିଳା ନିଜର ରାଜକୀୟ ଜୀବନଶୈଳୀକୁ…
କଲ୍ୟାଣୀ ଷ୍ଟିଲ ସହିତ ବୁଝାମଣାପତ୍ର ସ୍ଵାକ୍ଷର କଲେ ଓଡ଼ିଶା ସରକାର, ସୃଷ୍ଟି ହେବ ୧୨ ହଜାରରୁ ଅଧିକ ନିଯୁକ୍ତି
ଭୁବନେଶ୍ୱର,୨୩।୨: ଓଡ଼ିଶା ସରକାର ଶୁକ୍ରବାର କଲ୍ୟାଣୀ ଷ୍ଟିଲ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହା ସହିତ ରାଜ୍ୟରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ି ହୋଇଛି। ଓଡିଶା ସରକାର ଏବଂ କଲ୍ୟାଣୀ ଷ୍ଟିଲ ମଧ୍ୟରେ ହୋଇଥିବା…
ଫ୍ୟାନ୍ରେ ଝୁଲିପଡ଼ିଲେ ମାଟ୍ରିକ ଛାତ୍ର
ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଜାହାଙ୍ଗୀର ଶାସନ ରାଢ଼ୋ ଗ୍ରାମରେ ଶୁକ୍ରବାର ସକାଳେ ଜଣେ ମାଟ୍ରିକ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଅଭିଷେକ ପଣ୍ଡା (୧୬)। ଅଭିଷେକଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା…
ସନ୍ଦେଶଖାଲିରେ ପୁଣି ହିଂସା, ଶାହାଜାହାଙ୍କ ସମ୍ପତ୍ତିରେ ଲଗାଇଲେ ନିଆଁ
କୋଲକାତା,୨୩।୨: ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲାର ସାନ୍ଦେଶଖାଲିର କିଛି ଅଂଶରେ ପୁଣି ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। କ୍ରୋଧିତ ସ୍ଥାନୀୟ ଲୋକମାନେ ମହିଳାମାନଙ୍କୁ ଯୌନ ଶୋଷଣ କରିବା ସହ ଉକ୍ତ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଅଭିଯୋଗରେ ଟିଏମସି…
‘ଅକାୟ’ ଅର୍ଥ କ’ଣ? ଜାଣନ୍ତୁ କେଉଁ ଭଗବାନଙ୍କ ନାମ ଅନୁସାରେ କୋହଲି ଦେଇଛନ୍ତି ପୁଅଙ୍କ ନାମ..
ନୂଆଦିଲ୍ଲୀ,୨୩।୨: ପୁଣିଥରେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ବାପା ହୋଇଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ପୁଅଙ୍କ ନାମ ‘ଅକାୟ’ ରଖିଥିବା ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ତେବେ କ’ଣ ଆପଣ ଜାଣନ୍ତି…
ଟ୍ରକ ଧକ୍କାରେ ବାପପୁଅ ମୃତ, ମୃତ୍ୟୁ ଖବର ଶୁଣି ସାନଭାଇ ହୃଦ୍ଘାତରେ ମୃତ
କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପିପିଳିଆ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାରଡ଼ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେବାରୁ…
ପ୍ରଥମ ଭାରତୀୟ ଭାବେ ଇଂଲଣ୍ଡ ବିପକ୍ଷରେ ବଡ଼ ରେକର୍ଡ କଲେ ଅଶ୍ୱିନ
ରାଞ୍ଚି,୨୩।୨: ରାଞ୍ଚିରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରୁଥିବା ବେଳେ ଲଞ୍ଚ ସୁଦ୍ଧା ୨୪.୧ ଓଭରରେ ୫ ଉଇକେଟ୍ ହରାଇ ୧୧୨ ରନ କରିଛି। ଏହି ସମୟରେ…
କୋର୍ଟଙ୍କ ନିଷ୍ପତ୍ତି : ସ୍ବାମୀଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରତିମାସରେ ୫ ହଜାର ଟଙ୍କା ଦେବେ ସ୍ତ୍ରୀ
ଭୋପାଳ,୨୩।୨: ପତ୍ନୀଙ୍କ ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଦେବାର ଅନେକ ମାମଲା ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଇନ୍ଦୋରର ଫ୍ୟାମିଲି କୋର୍ଟ ଏକ ଅଜବ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ଜଣେ ମହିଳାଙ୍କୁ ତାଙ୍କ ଠାରୁ ଅଲଗା ରହୁଥିବା ସ୍ବାମୀଙ୍କୁ ରକ୍ଷଣାବେକ୍ଷଣ ପାଇଁ ପ୍ରତିମାସରେ…
Archives


