Home Left

ଗମ୍ଭୀରଙ୍କ ସହ ଆଲିଙ୍ଗନକୁ ନେଇ ଏମିତି କହିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସର କେବଳ ସର୍ବଶ୍ରେଷ୍ଠ ଖେଳାଳି ନୁହଁନ୍ତି, ଅନେକ ଥର ବିବାଦ ମଧ୍ୟ ତାଙ୍କୁ ଘେରି ରହିଛି। ଗୌତମ ଗମ୍ଭୀର ଏବଂ ନବୀନ-ଉଲ-ହକଙ୍କ ସହ ତାଙ୍କର ପଡ଼ିଆ ବିତର୍କ କ୍ରିକେଟ ଜଗତରେ କାହାକୁ ଅଛପା ନାହିଁ। ପୁମା…

ଅଭିଯୋଗ କଲେ ବିଚାର କରାଯିବ: ବାଚସ୍ପତି

ଭୁବନେଶ୍ୱର,୧୧।୪: ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଧ ନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି ଯେ ଦଳ ବଦଳ କାରଣରୁ ୨ ବିଧାୟକଙ୍କ ସଭ୍ୟ…

ବଢିଲା କବିତାଙ୍କ ଅଡୁଆ, ଗିରଫ କଲା ସିବିଆଇ

ନୂଆଦିଲ୍ଲୀ,୧୧।୪: ପୂର୍ବତନ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଗୁରୁବାର ଦିଲ୍ଲୀ ଲିକର ପଲିସି ମାମଲାରେ ସିବିଆଇ ଗିରଫ କରିଛି। ସୂଚନାଯୋଗ୍ୟ, ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଗତ ମଙ୍ଗଳବାର ଅର୍ଥାତ୍‌…

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତଠାରୁ ବହୁ ପଛରେ ଆମେରିକା

ନୂଆଦିଲ୍ଲୀ,୧୧।୪: ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ କ୍ରମାଗତ ଭାବରେ ନୂତନ ଉଚ୍ଚତାରେ ଛୁଇଁବାରେ ଲାଗିଛି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବୁଧବାର ଡିଜିଟାଲ ପେମେଣ୍ଟରେ ଭାରତର ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି ଯେ ଦେଶରେ ଏକ ମାସ ମଧ୍ୟରେ ୟୁନିଫାଏଡ୍…

୧୮ ନାତୁଣି-ନାତିଙ୍କ ସହ ରାଷ୍ଟ୍ରପତି ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ

ଆବୁଧାବି,୧୧।୪: ଏପ୍ରିଲ ୧୧ରେ ସମଗ୍ର ବିଶ୍ୱରେ ଇଦ ପାଳନ କରାଯାଇଛି। ଆରବ ଦେଶରୁ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ଇଦ ପାଳନ କରାଯାଇଛି। ଏହି ଅବସରରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜିଆଦ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ପରିବାର ସହ…

ଭାଜପାରେ ସାମିଲ ହେଲେ ଶତାଧିକ ଲୋକ

ଗୋପାଳପୁର,୧୧ା୪(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନୀ ତାତି ସେତେ ବଢ଼ୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଭାଜପା ପକ୍ଷରୁ ଖଜୁରିଆ ବାଇପାସଠାରେ ବୁଥ୍‌ସ୍ତରୀୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବ୍ରହ୍ମପୁର ଏମ୍‌ପି…

କଂଗ୍ରେସକୁ ଝଟ୍‌କା, ପିତାଙ୍କ ଅସୁସ୍ଥତା ଦର୍ଶାଇ ଟିକେଟ ଫେରାଇ ଥିବା ନେତା ଏବେ ଭାଜପାରେ ସାମିଲ

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ଗୁଜରାଟର କଂଗ୍ରେସ ନେତା ରୋହନ ଗୁପ୍ତା ଭାଜପାରେ ଯୋଗ ଦେଇଛନ୍ତି। ଗତ ମାସରେ, ମାର୍ଚ୍ଚ ୨୨ ରେ, ରୋହନ ଗୁପ୍ତା ଦଳର ଯୋଗାଯୋଗ ବିଭାଗ ସହ…

ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ ଜଣାଇଲେ ମୁସଲମାନ ଭଉଣୀଭାଇ

ଛତ୍ରପୁର,୧୧ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ବୁଧବାର ମୁସଲମାନ ଭାଇମାନଙ୍କ ପବିତ୍ର ରମଜାନ ମାସ ଶେଷରେ ବଡ଼ ଧୂମ୍‌ଧାମରେ ଗଞ୍ଜାମ ଜିଲା ଛତ୍ରପୁର ପୁତିଗୋପାଳପୁର ମସ୍‌ଜିଦ୍‌ରେ ଧର୍ମଗୁରୁ ହାଫିସ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ତ୍ୱାବଧାନରେ ସମୂହ ନମାଜପାଠ କରି ଇଦ୍‌ ପାଳନ ହୋଇଯାଇଛି। ଏହି ଅବସରରେ…

‘ପେଗାସସ୍’ ଭଳି ସାଇବର ଆକ୍ରମଣ ପାଇଁ ଭାରତ ସମେତ ୯୧ ଟି ଦେଶରେ ୟୁଜରଙ୍କୁ ଚେତାବନୀ ଦେଲା ଆପଲ

ନୂଆଦିଲ୍ଲୀ,୧୧।୪: ଆଇଫୋନ୍ ନିର୍ମାତା ଆପଲ୍ ଭାରତ ସମେତ ଅନ୍ୟ ୯୧ ଟି ଦେଶର ଉପଭୋକ୍ତାଙ୍କୁ ଏକ ନୂତନ ବିଜ୍ଞପ୍ତି ଜାରି କରି ପେଗାସସ୍ ମାଲୱେୟାର ସମେତ ‘ମର୍ସିନାରୀ ସ୍ପାଏୱେୟାର’ ସାଇବର ଆକ୍ରମଣ ବିଷୟରେ ଚେତାବନୀ ଦେଇଛି। ଯାହା ପୁଣିଥରେ ଏକ ବଡ଼…

ମୋଦି କହିଲେ, କେଶକୁ କଲର୍‌ କରି ଧଳା କରିବାର କାରଣ…

ନୂଆଦିଲ୍ଲୀ,୧୧।୪: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ବର୍ତ୍ତମାନ ମୋଦି ଗେମିଂ ସମ୍ପ୍ରଦାୟର କିଛି ଲୋକଙ୍କୁ ଭେଟିଛନ୍ତି। ଏହି ସମୟରେ ପିଏମ ମୋଦି ସେମାନଙ୍କୁ ଏକ କୌତୁହଳପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ନିଜ କେଶକୁ…

ଅଯୋଧ୍ୟା ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଭିକ୍ଷା କରି ୮ ଦିନ ପରେ ଭୋକ ଉପାସରେ ପହଞ୍ଚିଲେ ଘରେ, ବଖାଣିଲେ ପୂରା କାହାଣୀ…

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ୪୨୦ ଜଣ ଗତ ୨ ତାରିଖରେ ଅଯୋଧ୍ୟା ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଥିଲେ ଓ ଜଣଙ୍କର ଫେରିବା ବାଟରେ ମୃତ୍ୟୁ ହୋଇଯାଇଥିଲା। ତେବେ ଗୁରୁବାର ନିଖୋଜ ବ୍ୟକ୍ତି ଜଣକ…

ଓଡ଼ିଶାରେ ନିର୍ବାଚନ ଲଢିବ ସିପିଆଇ, ଏହିସବୁ ଆସନରେ ପ୍ରାର୍ଥୀ ଦେବ ଦଳ

ଭୁବନେଶ୍ୱର,୧୧।୪: ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ସବୁ ଦଳ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଭାଜପା, ବିଜେଡି, କଂଗ୍ରେସ ପରେ ଆମ ଆଦମୀ ପାର୍ଟି ଓଡ଼ିଶାରେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି। ଏହି କ୍ରମରେ ସିପିଆଇ ମଧ୍ୟ ରାଜ୍ୟରେ ନିର୍ବାଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri