କଂଗ୍ରେସ ନେତାଙ୍କ ପାଇଁ କର ବା ମର ପରିସ୍ଥିତି, ପୁଅଙ୍କୁ ଟିକେଟ୍ ମିଳିବାରୁ ଅଡୁଆରେ ନେତା
ବେଙ୍ଗାଲୁରୁ,୧୧।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜ ନେତାଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଛି। ଏପରି ଘଟଣା ଦେଖିବାକୁ ମିଳିଛି କଂଗ୍ରେସ କ୍ଷମତାସୀନ ରାଜ୍ୟ କର୍ନାଟକରେ। ତେବେ ନେତାଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଥିବାରୁ ଏବେ ନିର୍ବାଚନୀ ମାହୋଲ…
ଚିନ୍ତା ବଢ଼ାଇଛି ଗୋଟିଏ ଦିନରେ ଦୁଇ ରାଜ୍ୟର ନିର୍ବାଚନ, ପ୍ରସ୍ତୁତି ପାଇଁ ଅଧିକାରୀଙ୍କ ଗୁରୁତ୍ୱ
ପଟାଙ୍ଗି,୧୧ା୪(ଶରତ ଧଳ): ଗୋଟିଏ ଦିନରେ ଦୁଇଟି ରାଜ୍ୟର ଦୁଇ ନିର୍ବାଚନ ମଣ୍ଡଳୀରେ ଲୋକ ସଭା, ବିଧାନସଭା ନିର୍ବାଚନ ହେଉଥିବା ତାରିଖକୁ ନେଇ ଦୁଇ ରାଜ୍ୟର ଦୁଇ ଜିଲା ଓ ଦୁଇ ବ୍ଲକ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଏଥିସହିତ ନିର୍ବାଚନ…
ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା
ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସହଦେ ନାଏକ ହୋଇଥିବା ବେଳେ…
ଏହି ବ୍ୟକ୍ତିଗତ କାମ କରିଦେବାକୁ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କଲେ ମୋଦି
ଡେରାଡୁନ୍,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଉତ୍ତରଖଣ୍ଡରେ ପହଞ୍ଚିଛନ୍ତି। ଆଜି ସେ ଋଷିକେଶର ଆଇଡିପିଏଲ୍ ସ୍ପୋର୍ଟସ ଗ୍ରାଉଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି…
ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ମରଣାନ୍ତକ ଆକ୍ରମଣ
ଝାରବନ୍ଧ,୧୧ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମରେ ଗୁରୁବାର ଭୋର୍ରୁ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଗ୍ରାମର ନାନୁ ସାହୁଙ୍କ ଘରେ ଗଞ୍ଜେଇ କାରବାର ନେଇ ଚଢ଼ାଉ କରିବା ସମୟରେ ପରିବାର ଲୋକେ ପୋଲିସ…
ନିର୍ବାଚନୀ ଖର୍ଚ୍ଚ ପାଇଁ ସ୍ଵିସ୍ ବ୍ୟାଙ୍କ୍ରୁ ୬୦ କୋଟି ଟଙ୍କା ଉଠାଇଥିଲେ ଇନ୍ଦିରା ଗାନ୍ଧୀ!
ନୂଆଦିଲ୍ଲୀ,୧୧।୪: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିର୍ବାଚନ ଖର୍ଚ୍ଚ ପାଇଁ ସ୍ୱିଜରଲ୍ୟାଣ୍ଡ ବ୍ୟାଙ୍କରୁ ୬୦ କୋଟି ଟଙ୍କା ପ୍ରତ୍ୟାହାର କରିଥିବା ଜଣାଯାଇଛି। ସେତେବେଳେ ଏହି ବିଷୟକୁ ନେଇ ରାଜନୈତିକ ମାହୋଲ ବହୁତ ସରଗରମ ହୋଇଥିଲା। ସ୍ୱିଜରଲ୍ୟାଣ୍ଡ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ…
ଏହି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା ଟିକେଟ୍
ନୂଆଦିଲ୍ଲୀ,୧୧।୪: ଭାଜପା ଗୁରୁବାର ୧୧ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି। ଉତ୍ତରପ୍ରଦେଶର ଭଦୋହି ଆସନରୁ ଭାଜପା ଏହି ପ୍ରାର୍ଥୀ ଘୋଷଣା କରିଛି। ଡକ୍ଟର ବିନୋଦ କୁମାର ବିନ୍ଦ ଭଦୋହିରୁ ପ୍ରାର୍ଥୀ ହୋଇଛନ୍ତି। ବିନ୍ଦ…
ପ୍ରଶଂସକଙ୍କୁ ଇଦ୍ ଉପହାର ଦେଲେ ସଲମାନ
ସିନେମାପ୍ରେମୀଙ୍କ ପାଇଁ ଇଦ୍ ଅର୍ଥ ହେଉଛି ସଲମାନ ଖାନଙ୍କ ଫିଲ୍ମ ରିଲିଜ। କିନ୍ତୁ ଚଳିତ ବର୍ଷ ବଲିଉଡର ଭାଇଜାନଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ। କିନ୍ତୁ ସଲ୍ଲୁ ତାଙ୍କ ପ୍ରଶଂସକଙ୍କୁ ଇଦ ଉପହାର ଦେଇଛନ୍ତି। ସଲମାନ ଇଦ ୨୦୨୫ ପାଇଁ ତାଙ୍କର…
ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ
ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍ ଅବସରରେ ଗୁରୁବାର ଭଦ୍ରକ ଇଦ୍ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ ନମାଜ ପାଠ କରିଛନ୍ତି। ଦୀର୍ଘ ଗୋଟିଏ ମାସ ରୋଜା ବା ଉପବାସ ରଖିବା ପରେ…
ମୋଦି କ୍ଷମତାରେ ଥିବା ପର୍ଯ୍ୟନ୍ତ ଗୋଟିଏ ଇଞ୍ଚ ଯାଗା କାହାକୁ ଦେବେନି: ରାଜନାଥ ସିଂ
ନୂଆଦିଲ୍ଲୀ,୧୧।୪: ଦେଶରେ ଏବେ ନିର୍ବାଚନୀ ମାହୋଲ ରହିଛି। ଏସବୁ ଭିତରେ ପଡୋଶୀ ଦେଶ ଚାଇନା ଏବଂ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡ଼ା ଜବାବ ଦେଇଛନ୍ତି। ଚାଇନାକୁ ଏକ ଦୃଢ ବାର୍ତ୍ତା ଦେଇ ସେ କହିଛନ୍ତି, ଯେଉଁମାନେ ଭାରତ ଉପରେ…
ବିଜେଡି ଛାଡ଼ିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର,୧୧।୪: ସାଧାରଣ ନିର୍ବାଚନକୁ ଦିନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳରୁ ରାଜନେତାଙ୍କ ଇସ୍ତଫା ତାଲିକା ସେହିଭଳି ବଢିବାରେ ଲାଗିଛି । ଏହି କ୍ରମରେ ଗୁରୁବାର ଜଣେ ବିଜେଡି ନେତ୍ରୀ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ନେତ୍ରୀ ଜ୍ୟୋତି…
ମୁମ୍ବାଇ-ବେଙ୍ଗାଲୁର ମ୍ୟାଚ୍କୁ ନେଇ ଭବିଷ୍ୟବାଣୀ କଲା କୁକୁର: ଜାଣନ୍ତୁ କିଏ ମାରିବ ବାଜି, ଦେଖନ୍ତୁ ଭିଡିଓ
ମୁମ୍ବାଇ,୧୧।୪: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଜି ମୁକାବିଲା ଖେଳାଯିବ। ଏହି ମ୍ୟାଚକୁ ନେଇ କୁକୁର ଭବିଷ୍ୟବାଣୀ କରିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋଟିଏ ପାତ୍ରରେ ଆରସିବିର ଏକ ଷ୍ଟିକର…
Archives


