Home Left

ମୋଦି କ୍ଷମତାରେ ଥିବା ପର୍ଯ୍ୟନ୍ତ ଗୋଟିଏ ଇଞ୍ଚ ଯାଗା କାହାକୁ ଦେବେନି: ରାଜନାଥ ସିଂ

ନୂଆଦିଲ୍ଲୀ,୧୧।୪: ଦେଶରେ ଏବେ ନିର୍ବାଚନୀ ମାହୋଲ ରହିଛି। ଏସବୁ ଭିତରେ ପଡୋଶୀ ଦେଶ ଚାଇନା ଏବଂ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡ଼ା ଜବାବ ଦେଇଛନ୍ତି। ଚାଇନାକୁ ଏକ ଦୃଢ ବାର୍ତ୍ତା ଦେଇ ସେ କହିଛନ୍ତି, ଯେଉଁମାନେ ଭାରତ ଉପରେ…

ବିଜେଡି ଛାଡ଼ିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର,୧୧।୪: ସାଧାରଣ ନିର୍ବାଚନକୁ ଦିନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳରୁ ରାଜନେତାଙ୍କ ଇସ୍ତଫା ତାଲିକା ସେହିଭଳି ବଢିବାରେ ଲାଗିଛି । ଏହି କ୍ରମରେ ଗୁରୁବାର ଜଣେ ବିଜେଡି ନେତ୍ରୀ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ନେତ୍ରୀ ଜ୍ୟୋତି…

ମୁମ୍ବାଇ-ବେଙ୍ଗାଲୁର ମ୍ୟାଚ୍‌କୁ ନେଇ ଭବିଷ୍ୟବାଣୀ କଲା କୁକୁର: ଜାଣନ୍ତୁ କିଏ ମାରିବ ବାଜି, ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୧।୪: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଜି ମୁକାବିଲା ଖେଳାଯିବ। ଏହି ମ୍ୟାଚକୁ ନେଇ କୁକୁର ଭବିଷ୍ୟବାଣୀ କରିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋଟିଏ ପାତ୍ରରେ ଆରସିବିର ଏକ ଷ୍ଟିକର…

ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶ ବିଜନୋରର ଏମ୍‌ପି ମାଲୁକ ନାଗର ବିଏସ୍‌ପିରୁ ଇସ୍ତଫା ଦେଇଛନ୍ତି। ଏହାପରେ ସେ ଆର୍‌ଏଲ୍‌ଡିରେ ଯୋଗ ଦେଇଛନ୍ତି। ଆର୍‌ଏଲ୍‌ଡିରେ ସାମିଲ ହେବା ପରେ ମାଲୁକ…

୪ କୋଟି ଟଙ୍କା ଠକାମିର ଶିକାର ହେଲେ ହାଦ୍ଦିକ ପାଣ୍ଡ୍ୟା: ଅଭିଯୁକ୍ତ କିଏ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୧୧।୪: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ବଡ଼ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଠକାମି କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇର ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଗିରଫ କରିଛି। ଅଭିଯୁକ୍ତ ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ବୈଭବ। ଏହି ମାମଲା ୨୦୨୧ରେ ହୋଇଥିଲା।…

୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ସୋହେଲା,୧୧।୪(ଅଶ୍ବିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଚାପାରେ ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବରଗଡ଼ ଜିଲା ସୋହେଲାର ବିକାଶ ଷଣ୍ଢ(୩୫), ବନ୍ଦଲା…

ଭାଜପାର ନିର୍ବାଚନୀ ଇସ୍ତାହାର ଜାରି: ଦେଲେ ପୁଳାପୁଳା ପ୍ରତିଶ୍ରୁତି

ଗ୍ୟାଙ୍ଗଟକ୍‌,୧୧।୪: ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ଭାଜପା ଗୁରୁବାର ନିଜର ଇସ୍ତାହାର ଜାରି କରିଛି। ଦଳର ସଭାପତି ଜେପି ନଡା ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକ୍‌ରେ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି। ନଡା କହିଛନ୍ତି,ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବର ବିକାଶ ପାଇଁ ନିରନ୍ତର କାର୍ଯ୍ୟ…

Video: ବିଗ୍‌ବସ୍‌ ବିଜେତା ମୁନାଓ୍ବର ଫାରୁକିଙ୍କୁ ଅଣ୍ଡାମାଡ଼

ବମ୍ବେ: ସଲମାନ ଖାନ୍‌ଙ୍କ ରିଆଲିଟି ଶୋ’ ବିଗ୍‌ବସ୍‌ ୧୭ର ବିଜେତା ହୋଇଥିଲେ ମୁନାଓ୍ବର ଫାରୁକି। ଏହାପରଠାରୁ ସେ ନିଜର ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନକୁ ନେଇ ବିବାଦରେ ଛନ୍ଦି ହେଉଥିବା ନଜର ଆସୁଛି। ଶୋ’ ଶେଷ ହୋଇଥିଲେ ହେଁ ବିବାଦ…

ଜାଣନ୍ତି କି ଇଭିଏମ୍‌ରେ ଦେଉଥିବା ଭୋଟ୍‌ କେତେଦିନ ପର୍ଯ୍ୟନ୍ତ ରହେ ସୁରକ୍ଷିତ

ଆଜିକାଲି ସହଜ ଏବଂ ସୁବିଧା ପାଇଁ ନାଗରିକମାନେ ଇଭିଏମ୍‌ରେ ଭୋଟ୍‌ ଦେଉଛନ୍ତି। ତେବେ ଜାଣନ୍ତି କି ଏହି ଭୋଟ୍‌ କେତେଦିନ ପର୍ଯ୍ୟନ୍ତ ଇଭିଏମ୍‌ରେ ସୁରକ୍ଷିତ ରହିଥାଏ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏହି ଇଭିଏମ୍‌ରେ ଦୁଇଟି ୟୁନିଟ୍‌ ରହିଥାଏ।…

ପରାଜୟ ସତ୍ତ୍ୱେ ପ୍ରଥମ ସ୍ଥାନରେ ଅଛି ରାଜସ୍ଥାନ ରୟାଲ୍ସ: ଜାଣନ୍ତୁ ଆଇପିଏଲ୍‌ ପଏଣ୍ଟ ଟେବୁଲ୍‌ରେ କିଏ କେଉଁ ସ୍ଥାନରେ ଅଛି

ନୂଆଦିଲ୍ଲୀ,୧୧।୪: ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହିପରି ରାଜସ୍ଥାନ ରୟାଲ୍ସ ସିଜିନ୍‌ର ପ୍ରଥମ ପରାଜୟ ପାଇଲା। ଏଠାରେ ଶୁବମନ ଗିଲଙ୍କ ଅଧିନାୟକତ୍ୱ ଗୁଜରାଟ ଟାଇଟାନ୍ସ ସେମାନଙ୍କର ତୃତୀୟ ବିଜୟ ହାସଲ କରିଛି। କିନ୍ତୁ ପରାଜୟ ପରେ ମଧ୍ୟ ରାଜସ୍ଥାନ…

ଜମୁଛି ରଚନା-ସିଦ୍ଧାନ୍ତଙ୍କ ପ୍ରଚାର, ଦୁହେଁ ଦୁହିଁଙ୍କୁ ଜଣାଉଛନ୍ତି ଶୁଭେଚ୍ଛା

ଭୁବନେଶ୍ୱର,୧୧।୪: ରାଜନୀତି ମଇଦାନରେ ଦୁଇ ସିନେ ତାରକା ସିଦ୍ଧାନ୍ତ ଓ ରଚନା। ଓଲିଉଡ଼ର ଦୁଇ ସୁପରଷ୍ଟାର ଏବେ ମଇଦାନରେ ପ୍ରଚାର କରୁଛନ୍ତି। ଉଭୟେ ଉଭୟଙ୍କୁ ମନ ମଧ୍ୟ ପକାଉଛନ୍ତି। ସିଦ୍ଧାନ୍ତ ମହାପାତ୍ର ଏବେ ଦିଗପହଣ୍ଡିରୁ ଭାଜପା ପ୍ରାର୍ଥୀ ହୋଇଥିବାବେଳେ ରଚନା ବାନାର୍ଜୀ…

ଇଦ୍‌ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୧।୪: ଆଜି ସମଗ୍ର ଦେଶର ଇଦ୍‌ ଉଲ୍‌ ଫିତର ପାଳନ କରାଯାଉଛି। ଗୁରୁବାର ସକାଳୁ ମୁସଲମାନ ଭାଇଭଉଣୀମାନେ ନମାଜ ପାଠ କରିଛନ୍ତି। ଇଦ୍‌ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri