Home Left

HIV ପଜିଟିଭ ଥାଇ ବି ଅଲିମ୍ପିକ୍ସରେ ଜିତିଲେ ସ୍ବର୍ଣ୍ଣ ପଦକ

ଓ୍ବାଶିଂଟନ,୧୦।୮: ‘ଜେଣ୍ଡର ଟେଷ୍ଟ’ରେ ବିଫଲ ହୋଇଥିବା ଦୁଇ ଜଣ ବକ୍ସରଙ୍କୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ମହିଳା କାଟେଗୋରୀରେ ଏଣ୍ଟ୍ରି ଦେବାକୁ ଇଣ୍ଟର ନ୍ୟାସନାଲ ଅଲିମ୍ପିକ କମିଟି (ଆଇଓସି) ର ନିଷ୍ପତ୍ତି ବିବାଦର କାରଣ ପାଲଟିଛି। ଲିଙ୍ଗ ଯୋଗ୍ୟତା ପରୀକ୍ଷାରେ ବିଫଳ ହେବା…

ବ୍ରାଜିଲ ବିମାନ ଦୁର୍ଘଟଣା, ସମସ୍ତ ଯାତ୍ରୀ ମୃତ

ସାଓ ପାଉଲୋ,୧୦।୮: ଶୁକ୍ରବାର ବ୍ରାଜିଲର ସାଓ ପାଉଲୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ସମସ୍ତ ୬୧ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ତେବେ ଏହି ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇନାହିଁ। ବ୍ରାଜିଲର…

ଚିହ୍ନଟ ହେବେ ଭୂମିହୀନ ପରିବାର

ଛତ୍ରପୁର,୧୦ା୮ (ଦିଲୀପ ସାମଲ): ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲାରେ ଥିବା ଭୂମିହୀନ ପରିବାରକୁ ଚିହ୍ନଟ କରିବାକୁ ତହସିଲାଦରମାନଙ୍କୁ କୁହାଯାଇଛି। ପୁଣି ଏକ ଫ୍ରେସ ସର୍ଭେ କରାଯିବ। ଏହି…

ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର,୧୦।୮: ଯୌନ ଉତ୍ପୀଡ଼ନ ମାମଲାରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ଆସାରାମଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆସାରାମଙ୍କୁ ପରୀକ୍ଷା ପାଇଁ ଏମ୍ସକୁ ଅଣାଯାଇଥିଲା। ଡାକ୍ତରୀ ଯାଞ୍ଚ…

ଅଯୋଗ୍ୟତା ମାମଲା: ସିଏଏସ୍‌ ସାମ୍ନାରେ କରିଥିବା ଅପିଲରେ ୩ ବଡ଼ ପଏଣ୍ଟ ରଖିଲେ ଭିନେଶ, ଜାଣନ୍ତୁ କ’ଣ

ନୂଆଦିଲ୍ଳୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭାରତୀୟ ରେସଲର ଭିନେଶ ଫୋଗଟଙ୍କ ଅଯୋଗ୍ୟତା ମାମଲା ଉପରେ ନିଷ୍ପତ୍ତି ରବିବାର ସୁଦ୍ଧା ଆସିପାରେ। କୋର୍ଟ ଅଫ ଆର୍ବିଟ୍ରେଶନ ଫର୍‌ ସ୍ପୋର୍ଟସ’ (ସିଏଏସ୍‌)ରେ ଏହି ପ୍ରସଙ୍ଗରେ ଭିନେଶ ଆବେଦନ କରିଛନ୍ତି। ଅଯୋଗ୍ୟ ହେବା ପରେ ସେ…

ମୋଦିଙ୍କୁ ପ୍ରଶଂସା କଲେ ରାହୁଲ, ଏକ୍ସରେ ପୋଷ୍ଟ କରି କହିଲେ, ଭଲ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୦।୮: କେରଳର ୱାୟନାଡରେ ପ୍ରବଳ ବର୍ଷା ପରେ ଜୁଲାଇ ୩୦ରେ ଘଟିଥିବା ଭୂସ୍ଖଳନ ଘଟଣା ଅଞ୍ଚଳକୁ ଛାରଖାର କରିଦେଇଛି। ଏଥିରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଶହ ଶହ ଲୋକ ନିଖୋଜ ଅଛନ୍ତି। ଘର ନଷ୍ଟ ହୋଇଯାଇଛି। ଲୋକମାନେ କୌଣସି…

ଏତିକି କୋଟିର ମାଲିକାଣୀ ହେଉଛନ୍ତି ଭିନେଶ ଫୋଗଟ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଳୀ,୧୦।୮: ଭାରତୀୟ କୁସ୍ତି କିମ୍ବଦନ୍ତୀ ଭିନେଶ ଫୋଗଟଙ୍କ ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ଯାତ୍ରା ଅଗଷ୍ଟ ୭ରେ ଏକ ଅପ୍ରତ୍ୟାଶିତ ମୋଡ଼ରେ ଶେଷ ହୋଇଥିଲା। ୫୦ କିଲୋଗ୍ରାମ ଓଜନ ସୀମାଠାରୁ ୧୦୦ ଗ୍ରାମ ଅଧିକ ହୋଇଥିବାରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି…

ଭିନେଶ ଫୋଗଟଙ୍କଠାରୁ ଶିଖିଲେ ବୁଦ୍ଧି, ୧୦ ଘଣ୍ଟାରେ କମାଇଲେ ୪.୬ କିଲୋ ଓଜନ

ପ୍ୟାରିସ,୧୦।୮: ମହିଳା ୫୦ କିଲୋଗ୍ରାମ ରେସଲିଂ ପ୍ରତିଯୋଗିତାର ଫାଇନାଲରୁ ମାତ୍ର ୧୦୦ଗ୍ରାମ ଓଜନ ଅଧିକ ହେତୁ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏପଟେ ଅମିନ ସେରାୱତ ପୁରୁଷ ୫୭କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ୧୦ଘଣ୍ଟା ମଧ୍ୟରେ…

ଆରମ୍ଭ ହେଲା କ୍ୟାରମ୍‌ ପ୍ରତିଯୋଗିତା

ଟେନସା,୧୦।୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଟେନସା କ୍ୟାରମ ଆସୋସେଶନ ଆନୁକୂଲ୍ୟରେ ଟେନସା ଜନମଙ୍ଗଳ କେନ୍ଦ୍ରଠାରେ କ୍ୟାରମ ପ୍ରତିଯୋଗିତା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଟେନସା ସରପଞ୍ଚ ଅନୀତା ପୂର୍ତ୍ତି, ଟେନସା ଫାଣ୍ଡି ଅଧିକାରୀ ସୁଦର୍ଶନ ଦେହୁରୀ…

୧୧ ବର୍ଷ ବୟସରେ ମା-ବାପାକୁ ହରାଇଥିଲେ, ଏବେ ଜିତିଲେ ଭାରତ ପାଇଁ ପଦକ, ଆଖିରେ ଲୁହ ଆସିଯିବ ଅମନ ସେରାୱତଙ୍କ କାହାଣୀ

ନୂଆଦିଲ୍ଲୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଅମନ ସେରାୱତ ଇତିହାସ ସୃଷ୍ଟି କରିଛନ୍ତି। ଭାରତ ପାଇଁ ଅଲିମ୍ପିକ ପଦକ ଜିତିବାରେ ଅମନ ସର୍ବକନିଷ୍ଠ ଖେଳାଳି। ସେ ମାତ୍ର ୨୧ ବର୍ଷ ବୟସରେ ଅଲିମ୍ପିକ ପଦକ ଜିତିଛିନ୍ତି। ପ୍ୟାରିସରେ ଅଲିମ୍ପିକ ପଦକ…

ବ୍ରୋଞ୍ଜ୍‌ ପଦକ ହାସଲ ପରେ ଚେତା ହରାଇଲେ ଏହି ଆଥ୍‌ଲେଟ

ସେଣ୍ଟ-ଡେନିସ (ଫ୍ରାନ୍ସ), ୧୦ା୮: ଗୁରୁବାର ଅନୁଷ୍ଠିତ ପୁରୁଷ ୨୦୦ ମିଟର ଫାଇନାଲରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ଚେତାଶୂନ୍ୟ ହୋଇପଡ଼ିଥିଲେ ଆମେରିକାର ଅନ୍ୟତମ ଷ୍ଟାର ଆଥ୍‌ଲେଟ ନୋଆ ଲାଇଲ୍ସ। କୋଭିଡ୍‌ ପ୍ରଭାବ ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି। ନୋଆ…

ଜେଲରୁ ବାହାରିବା ପରେ ସକାଳୁ ପତ୍ନୀଙ୍କ ସହ ଚା’ ପିଇବାର ଫଟୋ ଶେୟାର କରି ଏମିତି ଲେଖିଲେ ସିସୋଡିଆ

ନୂଆଦିଲ୍ଲୀ,୧୦।୮: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ଦଳର ନେତା ମନୀଷ ସିସୋଡିଆଙ୍କୁ ଶୁକ୍ରବାର ଏକ୍ସାଇଜ ପଲିସି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧୭ ମାସ ପରେ ସିସୋଡିଆ ଜେଲରୁ ବାହାରିଛନ୍ତି। ଆଜି ପୂର୍ବତନ ଶିକ୍ଷା ମନ୍ତ୍ରୀ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?