ଜୀବନରେଖା ଉପରେ ପ୍ରହାର… ହର୍ମୁଜ ଅବରୋଧ ହେଲେ ଇରାନ ପ୍ରତିଦିନ କେତେ କ୍ଷତି ସହିବ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ତେହରାନ,୧୪।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ – ହର୍ମୁଜ ପ୍ରଣାଳୀ ବର୍ତ୍ତମାନ ଆର୍ଥିକ ଏବଂ ସାମରିକ ସଂଘର୍ଷର ଏକ କ୍ଷେତ୍ର ପାଲଟିଛି। ପ୍ରଥମେ, ଇରାନ ଏହି ପଥ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଉପରେ ଟୋଲ ଆଦାୟ…
ପରପାରିରେ ଗଞ୍ଜାମର ପୂର୍ବତନ ସରପଞ୍ଚ, ହୃଦଘାତରେ ଚାଲିଗଲା ଜୀବନ
ଗଞ୍ଜାମ,୧୪।୪(ଅନାଥ ତରାଇ/ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ବରପଲ୍ଲୀ ଗ୍ରାମର ଜଣେ ଜନପ୍ରିୟ ରାଜନୈତିକ ବ୍ୟକ୍ତିତ୍ୱ ତଥା ପୂର୍ବତନ ସରପଞ୍ଚ ନରସିଂହ ପଲାଇ (୭୭)ଙ୍କର ଆଜି ହୃଦ୍ଘାତରେ ପରଲୋକ ହୋଇଛି । ଆଜି ସକାଳ ସମୟରେ ସେ ହଠାତ୍ ଅସୁସ୍ଥ…
US Iran Peace Talk: ସ୍ଥିର ହେଲା ତାରିଖ ହେଲେ ପାକିସ୍ତାନରେ ନୁହେଁ…, ବଡ଼ ସର୍ତ୍ତ ମାଳିଲା ଇରାନ! ଶାନ୍ତି ଆଲୋଚନା ୨.୦ ପାଇଁ ରାଜି ଟ୍ରମ୍ପ
ତେହରାନ,୧୪।୪: ପାକିସ୍ତାନରେ ଅନୁଷ୍ଠିତ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବା ବେଳେ, ଏବେ କଳ୍ପନାଜଳ୍ପନା ବୃଦ୍ଧି ପାଉଛି ଯେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଖୁବ ଶୀଘ୍ର ଆରମ୍ଭ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି…
ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା
ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ ବର୍ଷ ପାଳନ କରାଯାଉଛି ସେହି ଅବସରରେ ମୁଁ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜ୍ଞାପନ…
ଲତା-ଆଶାଙ୍କ ସ୍ମୃତିରେ ନିର୍ମାଣ ହେବ ଏସିଆର ସର୍ବବୃହତ ହସ୍ପିଟାଲ; ଘୋଷଣା କଲେ ଭାଇ ହୃଦୟନାଥ
ମୁମ୍ବାଇ,୧୪।୪: ମଙ୍ଗେସକର ପରିବାରର ସଙ୍ଗୀତ ଐତିହ୍ୟ ଏବେ ସମାଜ ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ପ୍ରସ୍ତୁତ। ‘ସ୍ବର କୋକିଳ’ ଲତା ମଙ୍ଗେସକର ଏବଂ ନିକଟରେ ଅଫେରା ରାଇଜକୁ ଚାଲି ଯାଇଥିବା ତାଙ୍କ ସାନ ଭଉଣୀ ତଥା ବଲିଉର…
ବିପଦରେ ଐତିହ୍ୟ
ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ ଗୁଡ଼ିକରେ ସୀମିତ ନୁହେଁ, ଏହା ଆମର ଅସ୍ତିତ୍ୱର ଚିହ୍ନ ! ଆମର ପ୍ରତିଟି…
IPL 2026 : ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ RCB ପଏଣ୍ଟ ଟେବୁଲରେ କେଉଁ ସ୍ଥାନରେ ପହଞ୍ଚିଲା? ଜାଣନ୍ତୁ କିଏ ଅଛି ଶୀର୍ଷରେ
ନୂଆଦିଲ୍ଲୀ,୧୪।୪: IPL 2026 ର ୨୦ ତମ ମ୍ୟାଚରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୮ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି, RCB MI ପାଇଁ ୨୪୧ ରନର ଟାର୍ଗେଟ ଦେଇଥିଲା। ତଥାପି, RCB ବୋଲରଙ୍କ ସାମ୍ନା…
୩୦ ଜୀବନ ବଞ୍ଚାଇ ହାରିଗଲା ‘କାଳୀ’, ଝୁରୁଛନ୍ତି ଗ୍ରାମବାସୀ
ଉଦଳା,୧୪।୪(ସନ୍ତୋଷ କୁମାର ବାଚ୍ଛିନୀ): ଆଜିର ସମାଜରେ ଉପକାର କରିଥିବା ଆପଣାର ଲୋକଙ୍କୁ ମଣିଷ ଠକି ଦେଉଛି । ମାତ୍ର ମଣିଷ ପାଖରୁ ପାଇଥିବା ସ୍ନେହ ମମତା ଓ ଭଲ ପାଇବାର ପ୍ରତିଦାନ ସ୍ବରୂପ ନିଜ ଜୀବନ ବଳିଦାନ ଦେଇଛି ଏକ ବୁଲା…
କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍ରାଇଜର୍ସର ଦ୍ୱିତୀୟ ବିଜୟ
ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍ ଡେବ୍ୟୁ ବଳରେ ସନ୍ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ ଆଇପିଏଲ୍ ମ୍ୟାଚରେ ୫୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ହାଇଦ୍ରାବାଦ ୨୦…
ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…
ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି ଓ ବିଶ୍ୱସ୍ତରୀୟ ଦକ୍ଷିଣପନ୍ଥୀ ଆନ୍ଦୋଳନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ଓର୍ବାନଙ୍କ ଅନୁଗତ ଥିବା…
ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ
ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ ଗ୍ରାମ ପଞ୍ଚାୟତ ମଝିକିରିମ୍ବା ଗ୍ରାମରେ। ଗାଁର ଅନିତା ମଳିକ(୩୪)ଙ୍କ ଘରେ ଆର୍ଥିକ ଅନଟନ…
ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ
ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବଲାଙ୍ଗୀର ଜିଲା ଲୋଇସିଂହା…
Archives


