Home Left

୮ ବର୍ଷର ପ୍ରେମ ସମ୍ପର୍କ ସତ୍ତ୍ୱେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ପ୍ରେମିକ, ମହିଳା ଥାନାର ଦ୍ୱାରସ୍ଥ ହେଲେ ରାଣୀ

ଭୁବନେଶ୍ୱର,୧୨।୪: ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେବେ ବିବାଦ ତ କେବେ ଦୁଃଖିମାନଙ୍କର ଦରଦୀ ବନ୍ଧୁ ଭାବେ ରାଣୀ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ପ୍ରେମରେ ପ୍ରତାରଣା ପାଇବା ପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି।…

କାରରୁ ମିଳିଲା ୨୨ ଲକ୍ଷ ଟଙ୍କା କେହି ନାହାନ୍ତି ଦାବିଦାର

ନୂଆଦିଲ୍ଲୀ,୧୨।୪: ଉତ୍ତରପ୍ରଦେଶ ପୋଲିସ ବ୍ୟାରିକେଡ ସ୍ଥାପନ କରି ଲଗାତାର ତଦନ୍ତ କରୁଛି। ଏହି ସମୟରେ ଦିଲ୍ଲୀର ନମ୍ବର ଥିବା ଏକ ଟାଟା ପଞ୍ଚ କାର ପହଞ୍ଚିଥିଲା। ଅଟକାଇବାକୁ ପୋଲିସ ସଙ୍କେତ ଦେଇଥିଲା। ପ୍ରଥମେ କାର ଡ୍ରାଇଭର ଗାଡି ଚଳାଇବାକୁ ଚେଷ୍ଟା କରିଥିଲା…

ହିମାଚଳକୁ ମାଡି ଆସୁଛି ବିପଦ

ଶିମଲା,୧୨।୪: ପୁଣିଥରେ ହିମାଚଳ ପ୍ରଦେଶକୁ ମାଡି ଆସୁଛି ବିପଦ। ଏଠାରେ ୩ ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁମାନ କରିଛି କି ଆଗାମୀ ୩ ଦନ ମଧ୍ୟରେ ଏଠାରେ ପ୍ରବଳ ବର୍ଷା ହେବ। ଏହାସହ ଉଚ୍ଚ…

ବରୁଣଙ୍କ ଗଡରେ ଗର୍ଜିଲେ ଅଖିଳେଶ

ପିଲଭିତ,୧୨।୪: ସମାଜବାଦୀ ପାର୍ଟି (ଏସପି) ର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ପୁରାଣପୁରରେ ନିର୍ବାଚନ ରାଲିରେ ଯୋଗ ଦେଇ ଭାଜପା ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଯେ ପିଲଭିତ ନିର୍ବାଚନ କେବଳ ପ୍ରଥମ ପର୍ଯ୍ୟାୟରେ…

କାକଟପୁରରେ କୌଣସି ଦଳ ଦେଇନାହାନ୍ତି ପ୍ରାର୍ଥୀ: ଚିନ୍ତାରେ ନେତା, କର୍ମୀ

ଭୁବନେଶ୍ୱର,୪।୧୨: ପୁରୀ ଜିଲା କାକଟପୁର ବିଧାନସଭା ଆସନ ପାଇଁ କୌଣସି ରାଜନୈତିକ ଦଳ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ। ବିଜେଡି ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲେ ମଧ୍ୟ କାକଟପୁରକୁ ନେଇ ପ୍ରାର୍ଥୀ ଦେଇନାହିଁ। ବିଜେଡିର ଦୁର୍ଗ…

ଭାଜପା ରାଜରେ ୧ ଲକ୍ଷ କୃଷକ କରିଛନ୍ତି ଆତ୍ମହତ୍ୟା, ପ୍ରିୟଙ୍କା କହିଲେ କଂଗ୍ରେସ ସରକାର ଗଢିଲେ…

ନୂଆଦିଲ୍ଲୀ,୧୨।୪: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କୃଷକ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ପ୍ରିୟଙ୍କା କହିଛନ୍ତି ଯେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଅଧୀନରେ ୧ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ନା ଚାଷୀଙ୍କ ଆୟ ଦ୍ୱିଗୁଣିତ…

ସିସୋଡିଆଙ୍କୁ ପୁଣି ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୧୨।୪: ମନୀଷ ସିସୋଡିଆଙ୍କୁ କୋର୍ଟ ଏକ ବଡ ଝଟ୍‌କା ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ, ଯାହାର ଶୁଣାଣି ସ୍ଥଗିତ ରଖାଯାଇଛି। ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା…

ଏକାଠି ହେଲେ ଓସ୍କାର ବିଜେତା ଏସ୍ ଏସ୍ ରାଜାମୋୖଲି, କ୍ରିକେଟର ଡେଭିଡ୍ ୱାର୍ନର; ଦେଖନ୍ତୁ ମଜାଦାର ଭିଡିଓ

ନୂଆଦିଲ୍ଲୀ,୧୨।୪: ଆଶ୍ଚର୍ଯ୍ୟଜନକ ଭାବେ ଏକ ପ୍ରୋଜେକ୍ଟରେ ଏକାଠି ନଜର ଆସିଛନ୍ତି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୋୖଲି ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ନର। ଦୁହିଁଙ୍କୁ ନେଇ କ୍ରେଡ୍ ନୂତନ ବିଜ୍ଞାପନ ଭିଡିଓ ପ୍ରକାଶ କରିଛି। ୟୁପିଆଇ ବ୍ୟବହାର କରିବାକୁ…

ଏତେ ବଡ଼ ନିମନ୍ତ୍ରଣ କାର୍ଡ, ଯାହାକୁ ନେବା ପାଇଁ ଆବଶ୍ୟକ ପଡ଼ିଲା ଟ୍ରକ୍‌, ଏଥିରେ ଲେଖାଅଛି ଏମିତି…

ପୁଣେ,୧୨ା୪: ବର୍ତ୍ତମାନ ବିବାହ ଋତୁ ସାଙ୍ଗକୁ ଲୋକ ସଭା ନିର୍ବାଚନର ପରିବେଶ ବେଶ୍‌ ପ୍ରାଧାନ୍ୟ ବିସ୍ତାର କରିଛି। ସବୁ ସ୍ଥାନରେ ନିର୍ବାଚନ ପ୍ରଚାର ଏବଂ ରାଲି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବିବାହ ଏବଂ ନିର୍ବାଚନର ମିଳନ ହେବା ଅନିବାର୍ଯ୍ୟ। ନିକଟରେ…

ବିସିସିଆଇ କଣ୍ଟ୍ରାକ୍ଟ ହରାଇବା ପରେ ପ୍ରଥମ ଥର ମୁହଁ ଖୋଲିଲେ ଇଶାନ

ନୂଆଦିଲ୍ଲୀ,୧୨।୪: ଗୁରୁବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କୁ ପରାଜୟ କରିଛି। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଭଲ ଫର୍ମରେ ଏହି ମ୍ୟାଚରେ ଦେଖା ଯାଉଥିଲେ। ଇଶାନ…

ଡକାୟତଙ୍କୁ ବିରୋଧ କରିବାରୁ ୧୯ ଲୋକଙ୍କୁ ହତ୍ୟା, ୫୫ ଆହତ

କରାଚି,୧୨।୪: ରମଜାନ ୨୦୨୪ ସମୟରେ କରାଚିରେ ଅପରାଧ ବୃଦ୍ଧି ପାଇଥିବା ଦେଖାଯାଇଛି। ଯେଉଁଥିରେ ଡକାୟତଙ୍କୁ ବିରୋଧ କରିବା ଯୋଗୁଁ କରାଚିରେ ୨୦୨୪ ରମଜାନରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୫ ଜଣ ଆହତ ହୋଇଥିଲେ। ଏଆରଓ୍ବାଇ ନ୍ୟୁଜ ରିପୋର୍ଟରେ ଏହି…

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି । ମୃତ ମହିଳାଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri