Home Left

ଜଙ୍ଗଲରେ ପଡ଼ିଛି ମଣିଷ ଖପୁରୀ,ହାଡ଼

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗାଁ ଜଙ୍ଗଲରୁ ମଣିଷ ଖପୁରୀ, ହାଡ଼ ସାଇକେଲ ଜବତ ହୋଇଛି। ଜଙ୍ଗଲରେ ମଣିଷ ଖପୁରୀ ଓ ହାଡ଼ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ…

ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା: କାଳ ସାଜିଲା ହେଡ୍‌ଫୋନ୍‌, ସିସିଟିଭିରେ ପୋଲିସ ଦେଖିଲା ଏମିତି ଲୋମଟାଙ୍କୁରା ଦୃଶ୍ୟ, ଉଡିଗଲା ହୋସ୍‌

କୋଲକତା,୧୧।୮: କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ପରେ ନୃଶଂସ ହତ୍ୟାକୁ ନେଇ ରାଜ୍ୟରେ ଚହଳ ପଡିଛି। ରାଜ୍ୟର ଅନେକ ହସ୍ପିଟାଲର ଜୁନିଅର ଡାକ୍ତରମାନେ ଏହାକୁ ବିରୋଧ କରି ଏକ ବିରୋଧ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମେଡିକାଲ…

କ୍ରୀଡା ବିଭାଗର ବଡ଼ ପଦବୀ ଅଫର୍‌ କଲେ ସରକାର, ମୁହେଁମୁହେଁ ମନା କରିଦେଲେ ଅଲିମ୍ପିକ୍ସ ପଦକ ବିଜେତା

ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ସରବଜୋତ ସିଂହ ଏବେ ଚର୍ଚ୍ଚାରେ। ସେ ଭାରତ ପାଇଁ ପଦକ ଜିତିଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏଥିସହ ତାଙ୍କ ବିଭିନ୍ନ ପ୍ରକାରର ଚାକିରି ଅଫର ମଧ୍ୟ ମିଳୁଛି। ହରିୟାଣାରେ ଜନ୍ମିତ…

ନାଗାଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କୁ ମିଳିଲା ବିବାହ ପ୍ରସ୍ତାବ, ଅଭିନେତ୍ରୀ କହିଲେ…

ମୁମ଼୍ବାଇ, ୧୧।୦୮: ନିକଟରେ ଅଭିନେତା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି । ନାଗା ଏବଂ ଶୋଭିତାଙ୍କ ପରିବାରର ଉପସ୍ଥିତିରେ ଏହି ନିର୍ବନ୍ଧ ହୋଇଛି । ଯାହାକୁ ନେଇ ଫ୍ୟାନ୍ସ ଚକିତ ହୋଇଯାଇଥିବା ବେଳେ ଏକ୍ସରେ ଭିନ୍ନ…

‘ମୁଁ ଏବଂ ଐଶ୍ୱର୍ଯ୍ୟା ଛାଡପତ୍ର ନେଉଛୁ’….ଭିଡିଓରେ କହିଦେଲେ ଅଭିଷେକ!

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ଏବଂ ଛାଡପତ୍ରକୁ ନେଇ ଗୁଜବ ମଧ୍ୟରେ ପୁରୁଣା ଭିଡିଓ କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ହାଇ ପ୍ରୋଫାଇଲ ବିବାହ ଐଶ୍ୱର୍ଯ୍ୟା ରାୟ…

ଭାରତ ଆଗରେ ନଇଁଲା ଋଷିଆ, ଭାରତୀୟ ସୈନ୍ୟଙ୍କୁ ଫେରାଇବା ନେଇ ଦେଲା ବଡ଼ ବୟାନ

ମସ୍କୋ,୧୧।୮: ଭାରତର ଲଗାତାର ଚାପ ପରେ ଋଷିଆ ଶେଷରେ ତା’ ସେନାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଆଶ୍ୱସନା ଦେଇଛି। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀରେ ଋଷିଆ ଦୂତାବାସ କହିଛି ଯେ, ଭାରତୀୟଙ୍କୁ ଋଷିଆ ସୈନ୍ୟରୁ ବାହାର କରିବା ପାଇଁ…

୪୭ ଆଇଏଏସ୍‌ ଏବଂ ଆଇପିଏସ୍‌ଙ୍କ ବଦଳି କଲେ ରାଜ୍ୟ ସରକାର

ଭୋପାଳ, ୧୧।୦୮: ରାଜ୍ୟରେ ୪୭ ଜଣ ଆଇଏଏସ୍‌ ଏବଂ ଆଇପିଏସ୍‌ଙ୍କ ବଦଳି କରିଛନ୍ତି ମଧ୍ୟ ପ୍ରଦେଶ ସରକାର । ମନ୍ଦସୌରର ପୋଲିସ୍‌ ଅଧୀକ୍ଷକ ଅନୁରାଗ ସୁଜନିଆଙ୍କ ସ୍ଥାନରେ ଏବେ ଅଭିଷେକ ଆନନ୍ଦ ମନ୍ଦସୌର ଜିଲାର ନୂଆ ଏସ୍‌ପି ହୋଇଛନ୍ତି । ଏଥିସହିତ,…

ଧୋନିଙ୍କ ନାଁରେ ସାଂଘାତିକ ମାମଲା ରୁଜୁ, କୋଟି କୋଟି ଟଙ୍କାର ଠକେଇ…

ନୂଆଦିଲ୍ଲୀ,୧୧।୮: ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ଏବେ ଚର୍ଚ୍ଚାରେ। ତାଙ୍କ ନାଁରେ ରୁଜୁ ହୋଇଛି ସାଂଘାତିକ ମାମଲା। କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ତାଙ୍କ ନାଁରେ ଅଭିଯୋଗ ହୋଇଛି। ବିସିସିଆଇ ଅଧିକାରୀଙ୍କ ନିକଟକୁ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ…

ଆର୍‌ଡିଏସ୍‌ଏସ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର

ନୂଆଦିଲ୍ଲୀ,୧୧।୮: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ପାଓ୍ବାର ଗ୍ରୀଡ୍‌)ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ରିଭାମ୍ପପ୍‌ଡ ଡିଷ୍ଟ୍ରିବ୍ୟୁଶନ ସେକ୍ଟର ସ୍କିମ୍‌(ଆର୍‌ଡିଏସ୍‌ଏସ୍‌)ର ଭିତ୍ତିପ୍ରସ୍ତର ଉତ୍ସବ ନିକଟରେ ଆୟୋଜିତ ହୋଇଯାଇଛି। ଏପରିକି ୟୁନିୟନ ଟେରିଟୋରି(ୟୁଟି) ଲାଦାଖର…

ବଜାରରେ ବିଏସ୍‌ଏଚ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୧।୮: ହୋମ୍‌ ଆପ୍ଲାଏନ୍ସ ଶିଳ୍ପରେ ଏକ ଗ୍ଲୋବାଲ ଲିଡର ବିଏସ୍‌ଏଚ୍‌ ହସ୍‌ଜରେଟ ଜିଏମ୍‌ବିଏଚ୍‌ର ଏକ ସହାୟକ କମ୍ପାନୀ ବିଏସ୍‌ଏଚ୍‌ ହୋମ ଆପ୍ଲାଏନ୍ସେସ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ମେଡ୍‌-ଇନ୍‌-ଇଣ୍ଡିଆ’ ବଶ୍‌ ଏବଂ ସାଇମେନ୍ସ ଫ୍ରଣ୍ଟ-ଲୋଡିଂ ୱାଶିଂ ମେଶିନ ରେଞ୍ଜର ଉନ୍ମୋଚନ ନିକଟରେ…

ପିଏସ୍‌ପି ମାଧ୍ୟମରେ ଶକ୍ତି ସଂରକ୍ଷଣ

ଭୁବନେଶ୍ୱର, ୧୧।୮: ଇଣ୍ଡିଆନ୍‌ ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍‌ଚରର୍ସ ଆସୋସିଏସନ(ଆଇଇଇଏମ୍‌ଏ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଓଡ଼ିଶା ପାୱାର କନ୍‌କ୍ଲେଭ-୨୦୨୪ର ପ୍ରଥମ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ସରକାରୀ ଅଧିକାରୀ, ଶିଳ୍ପ ଅଂଶୀଦାର, ନୀତି…

ମୌସୁମୀରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୧୧।୮: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌(ଟିପିସିଓଡିଏଲ୍‌) ପକ୍ଷରୁ ଚଳିତ ମୌସୁମୀ ଋତୁର ପ୍ରସ୍ତୁତି ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏପରିକି ଚଳିତ ମୌସୁମୀ ଋତୁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?