Home Left

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ! ଆସିଲା ବଡ଼ ସୂଚନା

ନୂଆଦିଲ୍ଲୀ,୨୮।୬: ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ପରେ ଜେଏମଏମ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ହେମନ୍ତ ସୋରେନ ପୁଣିଥରେ ସିଏମ ପଦବୀରେ ବସିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜେଏମଏମ…

ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ

ସାକ୍ଷୀଗୋପାଳ,୨୮।୬(ଭରତ ରାଉତ): ବୁଡିବାକୁ ବସିଲାଣି କୁଳ ବେଉସା। ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ। ଧୀରେ ଧୀରେ କାରିଗରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଲେଣି। ୪୦ରୁ ଅଧିକ ପରିବାର ଏହି ତାଳ ପତ୍ରରେ ତିଆରି ଜିନିଷ ବିକ୍ରି କରି ପରିବାର ପାଷଣ…

ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ପରେ ଖୁସି ହୋଇଗଲେ ମମତା, କହିଲେ…

କୋଲକାତା,୨୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନ ଖବର ପାଇ ଖୁସି ହୋଇଯାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମମତା ବାନାର୍ଜୀ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମମତା ବାନାର୍ଜୀ…

ବଦଳିବ ମେକ ଇନ ଓଡ଼ିଶା ନାଁ! ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୨୮।୬: ବଦଳିପାରେ ମେକ ଇନ ଓଡ଼ିଶା ନାଁ । ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଇସାରା ଦେଇଛନ୍ତି । ମେକ ଇନ ଓଡ଼ିଶା ଜାଗାରେ ଉତ୍କଳ ଇନଭେଷ୍ଟ ସମିଟ ହୋଇପାରେ ବୋଲି ଜଣାପଡିଛି। ଉତ୍କଳ ଇନଭେଷ୍ଟ ସମିଟ ଜରିଆରେ ପୁଞ୍ଜି ଆଣିବାକୁ…

ଆଇପିଏସ ଆଶିଷ ସିଂଙ୍କୁ ନେଇ ମୁହଁ ଖୋଲିଲେ ଡିଜି, କହିଲେ…

ଭୁବନେଶ୍ୱର,୨୮।୬: ଆଇପିଏସ ଆଶିଷ ସିଂଙ୍କୁ ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ଡିଜିପି କହିଛନ୍ତି, ଜୁନ ୩ ତାରିଖଠାରୁ ଆଶିଷ କାର୍ଯ୍ୟରେ ଯୋଗଦେଇଛନ୍ତି। ଗତ ୧୭ରେ ଡିଜିପି କ୍ୟାମ୍ପ ଅଫିସ ମିଟିଂରେ ବି ସାମିଲ ଥିଲେ। ଆଶିଷ ତାଙ୍କ ଜଏନିଂ…

ମୋ ବ୍ୟାଗ୍‌ରେ ବୋମା ଅଛି କହି ବିମାନ ଉପରକୁ ଚଢିଗଲେ ଯାତ୍ରୀ…ଆଉ ତା’ପରେ..

ନୂଆଦିଲ୍ଲୀ,୨୮।୬: ଏୟାର ଇଣ୍ଡିଆ ବିମାନରେ ପୁଣି ବୋମା ଧମକ ମିଳିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାଉଥିବା ଜଣେ ଯାତ୍ରୀ କର୍ମଚାରୀଙ୍କୁ କହିଥିଲେ ଯେ, ତାଙ୍କ ବ୍ୟାଗରେ ବୋମା ଅଛି। ଏହା ପରେ ସମଗ୍ର ବିମାନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।…

ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ମା’

ଝାରସୁଗୁଡ଼ା,୨୮।୬: ଝାରସୁଗୁଡ଼ା ଜିଲା ଟାଉନ ଥାନା ଅଧୀନ ଗୁଆଲାପଡ଼ାସ୍ଥିତ ଏକ ଭଡ଼ାଘରୁ ଶୁକ୍ରବାର ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ମା’ ନିଜ ଦୁଇ ଝିଅଙ୍କୁ ଧରି ଛାତ ଉପରୁ ଡେଇଁପଡିଛନ୍ତି। ଫଳରେ ମା’ ଓାର୍ଯ୍ୟାନୁଷ୍ଠା ୨ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି।…

ଇଣ୍ଡିଆ ମେଣ୍ଟ ଏମ୍‌ପିଙ୍କ ସହ ଚା’ ଖଟି କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୬: ଲୋକ ସଭାର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଇଣ୍ଡିଆ ଆଲାଏନ୍ସ ଏମ୍‌ପିଙ୍କ ସହ ଚା’ ଖଟି କରିଛନ୍ତି। ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଖଟିରେ ଅଯୋଧ୍ୟାର ସମାଜବାଦୀ ପାର୍ଟି ଏମ୍‌ପି ଅଓ୍ବଧେଶ ପ୍ରସାଦ ମଧ୍ୟ ତାଙ୍କ…

ପେରୁରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଚେତାବନୀ ଜାରି

ଲିମା,୨୮।୬: ପେରୁରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ (GFZ) ରିପୋର୍ଟ କରିଛି ଯେ ଶୁକ୍ରବାର ପେରୁ ଉପକୂଳରେ ୬.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏଜେନ୍ସି ରିପୋର୍ଟ କରିଛି ଯେ ଏହି…

କୋହଲିଙ୍କ ଖରାପ ଫର୍ମକୁ ନେଇ ଉଠିଲା ପ୍ରଶ୍ନ: ରୋହିତ ଶର୍ମା କହିଲେ…

ନୂଆଦିଲ୍ଲୀ,୨୮।୬: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ୬୮ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହିପରି ଭାରତୀୟ ଦଳ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଆଡେନ ର୍ମାାମଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଦଳକୁ ଭେଟିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ…

ଓୱାଇସିଙ୍କ ଘର ଉପରେ ହୋଇଥିବା ଆକ୍ରମଣକୁ ନେଇ ଚିନ୍ତାରେ ବାଚସ୍ପତି, ଦେଲେ ଏହି ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮।୬: ହାଇଦ୍ରାବାଦ ଏମ୍‌ପି ଅସଦୁଦ୍ଦିନ ଓୱାଇସିଙ୍କ ଦିଲ୍ଲୀସ୍ଥିତ ଘର ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍ବେଗ ପ୍ରକାଶ କରିଛନ୍ତି। ଓମ ବିର୍ଲା ଓୱାଇସିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେଇଛନ୍ତି। ସୂଚନାନୁସାରେ, ଏହି ଘଟଣା ହାଇ…

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଉପରେ ହୋଇଛି କଳା ଯାଦୁ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ…

ମାଲେ,୨୮।୬: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଉପରେ କଳା ଯାଦୁ କରିଥିବା ଅଭିଯୋଗରେ ଜଣେ କ୍ୟାବିନେଟ ମନ୍ତ୍ରୀ ଗିରଫ ହୋଇଛନ୍ତି। କଳା ଯାଦୁ ଅଭିଯୋଗରେ ଗିରଫ ହୋଇଥିବା ମହିଳା ମନ୍ତ୍ରୀ ହେଉଛନ୍ତି ସରକାରଙ୍କ ପରିବେଶ ମନ୍ତ୍ରୀ ଫାତିମା ଶମନାଜ ମୁଇଜୁ। ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri