Home Left

ଏନଡିଏକୁ ବିରୋଧୀଦଳର ଡବଲ ଝଟକା, ବାଚସ୍ପତି ପରେ ଏବେ ଉପବାଚସ୍ପତି ପଦ ପାଇଁ ବି ଦେବ ପ୍ରାର୍ଥୀ

ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ବାଚସ୍ପତି ତଥା ଉପବାଚସ୍ପତି ପଦ ପାଇଁ ଏନଡିଏ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ବିବାଦ ଜାରି ରହିଛି। ଇଣ୍ଡିଆ ଆଲାଇନ୍ସ ବର୍ତ୍ତମାନ ଏନଡିଏକୁ କଡ଼ା ମୁକାବିଲା କରିବାକୁ ପ୍ରସ୍ତୁତ। ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବା…

ଉପମୁଖ୍ୟମନ୍ତ୍ରୀ ହେବା ପରେ ୧୧ ଦିନ ଉପବାସ ରହିବେ ପୱନ କଲ୍ୟାଣ, ପଛରେ ରହିଛି ଏହି କାରଣ

ଅମରାବତୀ,୨୫।୬: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ମୁଖ୍ୟ ପୱନ କଲ୍ୟାଣ ବିଜୟ ପରେ ଆଜି (ଜୁନ ୨୫) ଉପବାସ ଆରମ୍ଭ କରିଛନ୍ତି। ପୱନ କଲ୍ୟାଣ ବରାହୀ ଉମ୍ମାୱରୀ ଦିକ୍ଷା ପାଇଁ ଅମରାବତୀ ଯାଇଛନ୍ତି। ଡେପୁଟି ସିଏମ ପୱନ କଲ୍ୟାଣ ୧୧ ଦିନ…

ରାଜ୍ୟ ସଭା ପାଇଁ ବଡ଼ ନିଷ୍ପତ୍ତି ନେଲା ଏଏପି: ରାଘବ, ସଞ୍ଜୟଙ୍କୁ ଦେଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୫।୬: ସୋମବାରଠାରୁ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଜାରି ରହିଛି। ଅଧିବେଶନର ପ୍ରଥମ ଦୁଇ ଦିନରେ ଏମ୍‌ପିମାନଙ୍କୁ ଲୋକ ସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରାଯାଉଛି। ବୁଧବାର ଲୋକ ସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।…

ଅନ୍ଧ ବିଶ୍ୱାସର କରୁଣ ପରିଣତି: ଗୁଣିଆକୁ ଭରଷା କରି ଚାଲିଗଲା ଜୀବନ

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ଅନ୍ଧ ବିଶ୍ୱାସର କରୁଣ ପରିଣତି ପୁଣି ଦେଖିବାକୁ ମିଳିଛି। ଘରେ ଶୋଇଥିବା ଅବସ୍ଥାରେ ଜଣେ ଆଦିବାସୀ ଯୁବକଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ବିଷ ଝାଡିବାକୁ ଗୁଣିଆ ସାଜିଥିଲା ଭରଷା । ପରିବାର ଲୋକ ଗୁଣିଆ…

୫ ବର୍ଷ ପରେ ଜେଲରୁ ମୁକୁଳିଲେ ଓ୍ବିକିଲିକ୍ସର ଫାଉଣ୍ଡର

ଓ୍ବାଶିଂଟନ,୨୫।୬: ୱିକି ଲିକ୍ସ ୱେବସାଇଟ ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଶେଷରେ ବ୍ରିଟିଶ ଜେଲରୁ ମୁକ୍ତ କରାଯାଇଛି। ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜ ଆମେରିକାର ନ୍ୟାୟ ବିଭାଗ ସହିତ ହୋଇଥିବା ଚୁକ୍ତିନାମାରେ ସରକାରୀ ତଥ୍ୟ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଦଲିଲରେ…

ଆଉ ମିଳିବନି ବ୍ରିଟାନିଆ ବିସ୍କୁଟ!

କୋଲକାତା,୨୫।୬: ପଶ୍ଚିମବଙ୍ଗରୁ ଟାଟା ନାନୋଙ୍କୁ ହଟାଇ କ୍ଷମତା ପ୍ରତିଷ୍ଠା କରିଥିବା ମମତା ବାନାର୍ଜୀ ରାଜ୍ୟ ବ୍ୟବସାୟ ପାଇଁ ଅନୁକୂଳ ମନେ ହେଉନାହିଁ। ନାନୋ ସମ୍ବନ୍ଧରେ ସିଙ୍ଗୁରରେ ଏତେ ବଡ ଆନ୍ଦୋଳନ ହୋଇଥିଲା ଯେ ମମତା ବାନାର୍ଜୀ କେବଳ ରାଜ୍ୟରେ ନୁହେଁ କେନ୍ଦ୍ରୀୟ…

ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ, ୧୦୦ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୬: ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ଯୋଜନା ନିଶ୍ଚୟ ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ । ସରକାରଙ୍କୁ ସହଯୋଗ କରନ୍ତୁ । ଡ୍ରାଫ୍ଟିଙ୍ଗ ଷ୍ଟେଜରେ ଅଛି ସୁଭଦ୍ରା…

ସମ୍ବଲପୁରରେ ଜଣ୍ଡିସ ସ୍ଥିତି ଅନୁଧ୍ୟାନ

ସମ୍ବଲପୁର,୨୦ା୬: ସମ୍ବଲପୁର ସହରରେ ପୁଣିଥରେ ଦେଖାଦେଇଛି ଜଣ୍ଡିସ ଆତଙ୍କ। ସହରର କୁମ୍ଭାରପଡ଼ା, ଶାଲିଆବଗିଚା ଓ ପେନସନପଡ଼ା ଅଞ୍ଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ବୟସ ୧୪ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଏଭଳିସ୍ଥତି ଭୁବନେଶ୍ବରରୁ ଆସିଥିବା ୨ ଜଣିଆ ରାପିଡ…

ରାହୁଲ କହିଲେ ଆମକୁ ଦିଅ ଉପ-ବାଚସ୍ପତି, ହେଲେ ଛିଣ୍ଡିଲାନି ଅଙ୍କ

ନୂଆଦିଲ୍ଲୀ, ୨୫।୬: ଲୋକସଭା ବାଚସ୍ପତି ଚୟନକୁ ନେଇ ରଜନୈତିକ ମହଲରେ ଥିବା ସସପେନ୍ସ ଏବଂ ଡ୍ରାମା ମଧ୍ୟରେ ଏନଡିଏ ପକ୍ଷରୁ ଓମ ର୍ବିଲା ଲୋକସଭାର ନୂତନ ବାଚସ୍ପତି ହେବେ। ସେ ଏନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କିନ୍ତୁ ବିରୋଧୀ ଦଳ…

ଘର ଭଙ୍ଗାରୁଜାକୁ ନେଇ ମୁହଁ ଖୋଲିଲେ ବବି, କହିଲେ…

ଭୁବନେଶ୍ୱର,୨୫।୬: ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ(ବବି)ଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ କୋଟି କୋଟି ଟଙ୍କାରେ ନିର୍ମାଣ କରିଥିଲେ ଘର। ଯଦି କରିଥିଲେ କାହା…

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଓମ୍‌ ବିର୍ଲା, ସମର୍ଥନ ଦେଲେନି ବିରୋଧୀ

ନୂଆଦିଲ୍ଲୀ, ୨୫।୬: ୧୮ ତମ ଲୋକ ସଭା ଅଧିବେଶନ କାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ବାଚସ୍ପତି ପଦ ପାଇଁ ନାମଙ୍କନ ଦାଖଲ କରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା । ଶାସକ ଦଳ ବିରୋଧୀଙ୍କ ସହ ତାଙ୍କ ନାମକୁ ନେଇ…

ପ୍ରମାଣ ନଷ୍ଟ କରିବାକୁ ଯାଇ ଘର ଭାଙ୍ଗୁଛନ୍ତି କି ବବି? ମୁହଁ ଖୋଲୁନାହାନ୍ତି କେହି

ଭୁବନେଶ୍ୱର,୨୫।୬: ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସରକାରୀ କ୍ୱାର୍ଟର୍ସ ପରିସରରେ ନିର୍ମାଣ କରିଥିବା ରାଜପ୍ରସାଦ ପରି ଘରକୁ ଏବେ ଭାଙ୍ଗିବାରେ ଲାଗିଛନ୍ତି। ଆଜି ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉକ୍ତ କ୍ୱାର୍ଟର୍ସ ପରିସରେ ଜଣେ ଖବରଦାତାଙ୍କୁ ତାଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri