ଜେ ପି ନଡ୍ଡା ରାଜ୍ୟ ସଭା ନେତା ନିଯୁକ୍ତ
ନୂଆଦିଲ୍ଲୀ,୨୭।୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ରାଜ୍ୟ ସଭାର ନେତା ଭାବେ ଗୁରୁବାର ନିଯୁକ୍ତ କରାଯାଇଛି। ଉଚ୍ଚ ସଦନର ୨୬୪ତମ ଅଧିବେଶନରେ ଏନେଇ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
‘ତାନାଶାହାର ବିନାଶ ହୋଇଯାଉ, ଏବେ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା’
ନୂଆଦିଲ୍ଲୀ,୨୭।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ସିବିଆଇ ତାଙ୍କୁ ଗିରଫ କରିନେଇଛି। ଏପରିକି ଦିଲ୍ଲୀ କୋର୍ଟ ତାଙ୍କୁ ୩ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛି।…
ପାକିସ୍ତାନକୁ ପାନେ ଦେଲା ଭାରତ
ନୂଆଦିଲ୍ଲୀ,୨୭।୬: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ନିନ୍ଦା କରିଛି। ମିଳିତ ଜାତିସଂଘର ଏକ ଅଧିବେଶନରେ ପାକିସ୍ତାନ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଜମ୍ମୁ-କଶ୍ମୀର ଉପରେ ଭିତ୍ତିହୀନ ମନ୍ତବ୍ୟ ପାଇଁ ଭାରତ ପାକିସ୍ତାନକୁ ସମାଲୋଚନା କରିଛି। ଭାରତ ଏହି ମନ୍ତବ୍ୟକୁ…
ପାକିସ୍ତାନର ପୂର୍ବତନ ଅଧିନାୟକଙ୍କୁ ମୁହଁତୋଡ ଜବାବ ଦେଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୨୭।୬: ଟି -୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି। ଭାରତୀୟ ଦଳ ଆଜି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏକାଦଶ ସୁପର-୮ ମ୍ୟାଚରେ ଇଞ୍ଜାମାମ ଉଲ ହକ ଅର୍ଶଦୀପ…
‘ସେଂଗୋଲ ହଟାଇ ସଂସଦରେ ସ୍ଥାପନ ହେଉ ସମ୍ବିଧାନ ପୁସ୍ତକ’, ପୁଣି ସଂସଦରେ ତେଜିଲା ଦାବି
ନୂଆଦିଲ୍ଲୀ,୨୭।୬: ପୁଣି ଲୋକ ସଭାରେ ଉଠିଛି ସେଂଗୋଲ ବିବାଦ। ନୂଆ ସରକାର ଗଠନ ହେବା ପରେ ଲୋକ ସଭାରେ ସ୍ବତନ୍ତ୍ର ଅଧିବେଶନ ଜାରି ରହିଛି। ତେବେ ଆଜି ଅଧିବେଶନ ଆରମ୍ଭ ହେଉ ହେଉ ସେଂଗୋଲକୁ ନେଇ ଝଡ ଆରମ୍ଭ ହୋଇଛି। ବିରୋଧୀ…
ଚିଠିରେ ଭୁଲ୍ ଲେଖିଦେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
ହାଟଡିହୀ,୨୭ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ସଢା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ଚିଠିରେ ଭୁଲ ଲେଖି ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କର ଚିଠିକୁ ଦେଖିଲେ ଖାମଖିଆଲି ନୀତି ସ୍ପଷ୍ଟ ବାରି ହୋଇପଡୁଛି। ଖବରରୁ ଜଣାଯାଇଛି ଯେ, ସୂଚନା ଅଧିକାର…
କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ: ରେସ୍ରେ ଅଛି ଏମାନଙ୍କ ନାଁ…
ଭୁବନେଶ୍ୱର,୨୭।୬: ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍ ୩୦ରେ ଶେଷ ହେବାକୁ ଯାଉଛି। ଆଗକୁ ତାଙ୍କ କାର୍ଯ୍ୟକାଳ ବଢାଯିବ ନା ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯିବ ତାକୁ ନେଇ ଚର୍ଚ୍ଚା…
ହାରିବା ସତ୍ତ୍ୱେ ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲା ଆଫଗାନିସ୍ତାନ
ନୂଆଦିଲ୍ଲୀ,୨୭।୬: ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ରଶିଦ ଖାନଙ୍କ ଅଧିନାୟକ ଆଫଗାନିସ୍ତାନ ଦଳକୁ ୯ ଉଇକେଟରେ ପରାସ୍ତ କରିଛି। ଆଫ୍ରିକା ଏକପାଖିଆ ଜିତି ଫାଇନାଲକୁ ଟିକେଟ ସୁରକ୍ଷିତ କରିଛି। ଯଦିଓ…
୭୯,୦୦୦ ପାର ସେନସେକ୍ସ; ସର୍ବକାଳୀନ ଉଚ୍ଚ ସ୍ତରର ନିଫ୍ଟି
ମୁମ୍ବାଇ,୨୭।୬: ନିରନ୍ତର ଚତୁର୍ଥ ଦିନ ପାଇଁ ଭାରତୀୟ ଶେୟାର ବଜାରର ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ପ୍ରଥମ ଥର ପାଇଁ ୭୯,୦୦୦ ପାର କରି ଐତିହାସିକ ସ୍ତରରେ ପହଞ୍ଚିଛି। ସେହିଭଳି ବିଏସଇ ନିଫ୍ଟି ମଧ୍ୟ ୨୩,୯୭୪.୭୦ ପଏଣ୍ଟ ଛୁଇଁଛି। ବ୍ୟାଙ୍କ ନିଫ୍ଟି…
ଭାଙ୍ଗିଯିବ କି ରାହୁଲ-ଅଖିଳେଶଙ୍କ ବନ୍ଧୁତା, ଅଡୁଆ କଲାଣି ବିଧାନସଭା ନିର୍ବାଚନ ଗଣିତ
ନୂଆଦିଲ୍ଲୀ,୨୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ଭାଙ୍ଗିଯିବ କି ବନ୍ଧୁତା। କ’ଣ ଏହି ମେଣ୍ଟ କେବଳ ଲୋକ ସଭା ନିର୍ବାଚନ ପାଇଁ ଥିଲା କି? ଏପରି ପ୍ରଶ୍ନ କରିଛନ୍ତି ଏସପିର ଜଣେ…
ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ”କଳ୍କୀ ୨୮୯୮ ଏଡି”; ଜବରଦସ୍ତ ଭିଏଫଏକ୍ସ ସାଙ୍ଗକୁ ଦେଖିବାକୁ ମିଳିଲା ବିଗ୍ ବି’ ଅମିତାଭଙ୍କ ଧମାଲ୍
ମୁମ୍ବାଇ,୨୭।୬: ବଡ଼ ପରଦାକୁ ଆସିଛି ବହୁ ପ୍ରତିକ୍ଷିତ ସିନେମା ”କଳ୍କୀ ୨୮୯୮ ଏଡି”। ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ଗୁରୁବାର ଭୋରୁ ଭୋରୁ ବହୁ ସହରରେ ପ୍ରଥମ ଶୋ’ ଆରମ୍ଭ ହୋଇଯାଇଥିଲା ବେଳେ ଦିନ ଗଡ଼ିବା ସହିତ…
ସିବିଆଇ ରିମାଣ୍ଡରେ କେଜ୍ରିଓ୍ବାଲ ମାଗିଲେ ଗୀତା, ଘରର ଖାଦ୍ୟ ଏବଂ ବେଲ୍ଟ
ନୂଆଦିଲ୍ଲୀ,୨୭।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ୩ ଦିନ ସିବିଆଇ ରିମାଣ୍ଡରେ ପଠାଯାଇଛି। ଦିଲ୍ଲୀର ରାଉସ୍ ଆଭିନ୍ୟୁ କୋର୍ଟ ସିବିଆଇଙ୍କୁ କେଜରିଓ୍ବାଲଙ୍କ ରିମାଣ୍ଡ ଦେବା ସହ ତାଙ୍କର କିଛି ଅନୁରୋଧକୁ ସ୍ବୀକାର କରିନିଆଯାଇଛି। ରିମାଣ୍ଡ…
Archives


