ଜେଲରୁ ବାହାରିବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ସୋରେନ, କହିଲେ ମୋ ଉପରେ…
ରାଞ୍ଚି,୨୮।୬: ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡର ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ହେମନ୍ତ ସୋରେନଙ୍କୁ ପାଞ୍ଚ ମାସ ପରେ ବିର୍ସା ମୁଣ୍ଡା ଜେଲରୁ ମୁକ୍ତ କରାଯାଇଥିଲା। ଜେଲରୁ ମୁକୁଳିବା…
ବନ୍ଦ ହୋଇଯିବ କି ଅଗ୍ନିବୀର ଯୋଜନା, ସଂସଦରୁ ମିଳିଲା ସଙ୍କେତ
ନୂଆଦିଲ୍ଲୀ,୨୮।୬: ସଂସଦର ମିଳିତ ଅଧିବେଶନକୁ ଗତକାଲି ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ସେ ନିଜ ଅଭିଭାଷଣରେ ସରକାରଙ୍କ ସଫଳତାକୁ ଉପସ୍ଥାପନ କରିଛନ୍ତି। ପ୍ରାୟ ଘଣ୍ଟେ ଧରି ରାଷ୍ଟ୍ରପତି ସରକାରଙ୍କର ଗତ ୧୦ବର୍ଷ ମଧ୍ୟରେ କେଉଁ କ୍ଷେତ୍ରରେ ସର୍ବୋତ୍ତମ କାର୍ଯ୍ୟ କରିଛନ୍ତି…
ଏହା ଗମ୍ଭିର ମାମଲା, ଭିଡିଓ ଶେୟାର କରି ମୋଦିଙ୍କ ଦୃଷ୍ଟି ଆକର୍ଷଣ କଲେ ରାହୁଲ, ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ,୨୮।୬: ଲୋକ ସଭାରେ ବିରୋଧୀମାନେ ଶୁକ୍ରବାର (ଜୁନ ୨୮) ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ-ୟୁଜି ପେପର ଲିକ ପ୍ରସଙ୍ଗରେ ବିତର୍କ କରିବାକୁ ଚାହୁଁଥିଲେ, କିନ୍ତୁ ଉତ୍ତେଜନା ମଧ୍ୟରେ ସୋମବାର (ଜୁଲାଇ ୧, ୨୦୨୪) ସକାଳ ୧୧ଟା ପର୍ଯ୍ୟନ୍ତ ଲୋକ ସଭା ପ୍ରକ୍ରିୟା…
ଜିଲାପାଳ, ଏସପିଙ୍କୁ ଭେଟିଲେ ବିଧାୟକ
ହାଟଡିହୀ,୨୮।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଗୁରୁବାର କେନ୍ଦୁଝର ଜିଲାପାଳ ଏବଂ ଏସପିଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ବିଧାୟକ ସେଠୀ ଜିଲାପାଳ ବିଶାଲ ସିଂଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।…
ଘରକୁ ଫେରି ପାରୁ ନାହାଁନ୍ତି ୬ ହଜାର ଭାଜପା କର୍ମୀ
କୋଲକାତା,୨୮।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି (ଭାଜପା) କ୍ରମାଗତ ଭାବରେ ଅଭିଯୋଗ କରୁଛି ଯେ ଏହାର ଦଳର କର୍ମୀଙ୍କୁ ନିର୍ଯ୍ୟାତନା ଦିଆଯାଉଛି। ଗୁରୁବାର ଅଭିଯୋଗ ହୋଇଥିଲା ଯେ କୋଲକାତାରେ ପାର୍ଟି କାର୍ଯ୍ୟାଳୟ…
ବିକ୍ରମ ମିସରି ହେବେ ନୂଆ ବୈଦେଶିକ ସଚିବ
ନୂଆଦିଲ୍ଲୀ,୨୮।୬: ଦେଶର ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ତଥା ପୂର୍ବତନ ରାଷ୍ଟ୍ରଦୂତ ବିକ୍ରମ ମିସରିଙ୍କୁ ଭାରତ ସରକାରଙ୍କ ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ଭାରତୀୟ ବୈଦେଶିକ ସେବାର ୧୯୮୯ ବ୍ୟାଚ ଅଧିକାରୀ। ସେ ଗତ ଦୁଇ ବର୍ଷ…
ଦୁଇ ଅଜେୟ ଟିମ ମଧ୍ୟରେ ହେବ ଫାଇନାଲ, ଯିଏ ବି ଜିତିଲେ ହେବ ଇତିହାସ
ନୂଆଦିଲ୍ଲୀ,୨୮।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଟି -୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଫାଇନାଲ ପର୍ଯ୍ୟନ୍ତ ଉଭୟ ଦଳ ନିଜ ଅଭିଯାନରେ ଅପରାଜିତ ରହିଛନ୍ତି। ଏହାର ଅର୍ଥ ଯେକୌଣସି ଦଳ ଜିତିବ, ଟୁର୍ନାମେଣ୍ଟରେ…
କୋରାପୁଟରେ ପ୍ରବଳ ବର୍ଷା: ଜୟପୁରରେ ଟପିଲା ରେକର୍ଡ
କୋରାପୁଟ,୨୮।୬(ଅମିତାଭ ବେହେରା): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏପରିକି ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଶୁକ୍ରବାର କୋରାପୁଟ ଜିଲାରେ ପ୍ରବଳ ବର୍ଷା ହୋଇଛି। ଜିଲାରେ ୬୯୧.୧ ମିଲିମିଟର ବର୍ଷା ହୋଇଥିବା ବେଳେ…
ରାଜ୍ୟସଭାରେ ଖସିପଡ଼ିଲେ କଂଗ୍ରେସର ମହିଳା ଏମ୍ପି, ତାପରେ…
ନୂଆଦିଲ୍ଲୀ, ୨୬।୦୬: ନିଟ୍ ମୁଦ୍ଦାକୁ ନେଇ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ବିପକ୍ଷ ଦଳ ମଧ୍ୟ ସରକାରଙ୍କୁ ଛାଡ଼ି ନାହାନ୍ତି । ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏହାରି ମଧ୍ୟରେ କଂଗ୍ରେସ…
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ
ଖଲ୍ଲିକୋଟ,୨୮।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ଶର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷେ ହସ୍ପିଟାଲରେ ବିଦ୍ୟୁତ୍ ବିଚ୍ଛିନ୍ନ ଘଟି ଅନ୍ଧାରରେ ରୋଗୀ…
ଏନ୍ଟିଏ’ରେ ସଂସ୍କାର ପାଇଁ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ଠାରୁ ମତାମତ ଲୋଡ଼ିଲା ଶିକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୮।୬: ଜାତୀୟ ପରୀକ୍ଷଣ ସଂସ୍ଥା-ଏନ୍ଟିଏରେ ସଂସ୍କାର ଆଣିବା ପାଇଁ ସୁପାରିଶ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଠାରୁ ପ୍ରସ୍ତାବ ଲୋଡ଼ିଛନ୍ତି । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ.ରାଧାକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…
ପନ୍ତ କଲେ କମାଲ, ସେମିଫାଇନାଲରେ ଜିତିବା ପରେ ଦୀନେଶ କାର୍ତ୍ତିକ ଦେଲେ ଖାସ୍ ମେଡାଲ
ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗୁରୁବାର ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲ ଖେଳାଯାଇଥିଲା । ଯେଉଁଥିରେ ଭାରତ ଏହି ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ଜିତି ନେଇଛି। ଏହି ବିଜୟ ପରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ…
Archives


