ବାପାଙ୍କ ବୋମାମାଡ଼ରେ ସାନ ପୁଅର ମୃତ୍ୟୁ
ବାଲୁଗାଁ,୧୨।୭: ଖୋର୍ଦ୍ଧା ଜିଲା ବାଲୁଗାଁ ବାଣପୁର ଥାନା ସାହାସପୁର ଶାନ୍ତିନଗରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ବୋମାମାଡ଼ରେ ସାନ ପୁଅର ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସମ୍ପତ୍ତିକୁ ନେଇ ବଡ଼ ପୁଅ ସହ ଦୀର୍ଘ ଦିନରୁ…
ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ…
ଭୋଗରାଇ,୧୨ା୭(ପ୍ରଦୀପ ଦାସ): ମନ୍ଦିରରେ ବରଣମାଳା ଦେଇ ବିବାହ କରିବାକୁ ଆସୁଥିଲେ ପ୍ରେମୀଯୁଗଳ। ମାତ୍ର ନିୟତିର ନିୟମ ଥିଲା ଅଲଗା। ବସ୍ ପଛରେ ସ୍କୁଟିଟି ପିଟି ହୋଇଯିବାରୁ ଛିଟିକି ପଡ଼ିଥିଲେ ପ୍ରେମୀଯୁଗଳ। ପ୍ରେମିକାଙ୍କ ମୁଣ୍ଡ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟରରେ…
ଅନନ୍ତ-ରାଧିକାଙ୍କ ବିବାହରେ ସାମିଲ ହେବେ ନାହିଁ ଅକ୍ଷୟ କୁମାର
ମୁମ୍ବାଇ,୧୨।୭: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ରାଧିକା ମର୍ଚାଣ୍ଟଙ୍କ ସହ ବିହାବ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଏହି ରାଜକୀୟ ବିବାହରେ ଦେଶ ତଥା ବିଦେଶର ସମସ୍ତ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି।…
‘ଯିଏ ଜାତି ବିଷୟରେ କଥା କହିବ, ମୁଁ ତାଙ୍କୁ ଲାତ ମାରିବି…’, ଜାତିବାଦ ରାଜନୀତିରେ ବିଗିଡ଼ିଲେ ଗଡକରୀ
ମୁମ୍ବାଇ,୧୨।୭: ଦେଶରେ ଅନେକ ସମୟରେ ଜାତିକୁ ନେଇ ରାଜନୀତି ଜାରି ରହିଛି। ଏହାଙ୍କ ନେଇ ନାନା ପ୍ରକାର ବିବାଦ ମଧ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ଜାତିସଂଘ ରାଜନୀତିରେ ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନିତିନ ନିଜର ଅସନ୍ତୋଷ…
୧୯ ଯାଏ ବର୍ଷିବ: ଆସନ୍ତାକାଲି ପାଇଁ ୮ ଜିଲାକୁ ୟେଲୋ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୧୨।୭: ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି।ତେବେ ଆସନ୍ତାକାଲି ପାଇଁ ପାଣିପାଗ କେନ୍ଦ୍ର ୮ ଜିଲାକୁ ୟେଲୋ ୱାର୍ନିଂ ଜାରି କରିଛି। ସେହିଗୁଡିକ…
ଶହୀଦ ଅଂଶୁମାନ ସିଂଙ୍କ ସ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ବାପା
ନୂଆଦିଲ୍ଲୀ,୧୨।୭: ଗତ ବର୍ଷ ଜୁଲାଇ ୧୯ରେ ସିଆଚେନରେ ନିଜର ସାଥୀମାନଙ୍କୁ ବଞ୍ଚାଇବା ସମୟରେ ଶହୀଦ ହୋଇଥିବା କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା କଂଗ୍ରେସ ନେତା ତଥା ରାଏବରେଲି ଏମ୍ପି ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କ୍ୟାପଟେନ ଅଂଶୁମାନ…
‘ଓସିଏରୁ ଇସ୍ତଫା ଦେଇ ଦିଅନ୍ତୁ ବବି ଦାସ’
ଭୁବନେଶ୍ୱର,୧୨।୭: ଓସିଏରୁ ପ୍ରଣବ ପ୍ରକାଶ ଦାସ(ବବି) ଇସ୍ତଫା ଦେଇ ଦିଅନ୍ତୁ। ଏଭଳି ଦାବି କରିଛନ୍ତି ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ସଭାପତି ସମୀର ଦେ। ସେ କହିଛନ୍ତି, ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ୍। ଓସିଏ କିମ୍ବା…
ଏହିମାନେ ବିଜେଡିକୁ ହରାଇଛନ୍ତି, ବରିଷ୍ଠ ନେତା ନୃସିଂହ ସାହୁ ବିସ୍ଫୋରକ ବୟାନ
ଭୁବନେଶ୍ୱର,୧୨।୭: ବିଜେଡି ପରାଜୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡି ପରାଜୟକୁ ନେଇ ସେ କହିଛନ୍ତି, ବିଜେଡି ହିଁ ବିଜେଡିକୁ ହରାଇଛି। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ। ସେ ଆହୁରି କହିଛନ୍ତି, ବହୁତ…
Jio, Airtel ଏବଂ VI ର ସବୁଠୁ ଶସ୍ତା ପ୍ଳାନ୍; ଯେଉଁଥିରେ ଆକ୍ଟିଭ ରହିବ ସିମ
ମୁମ୍ବାଇ,୧୨।୭: ନିକଟରେ ଭାରତର ସମସ୍ତ ଟେଲିକମ କମ୍ପାନୀ ସେମାନଙ୍କର ରିଚାର୍ଜ ପ୍ଳାନ୍ ମୂଲ୍ୟ ବଢ଼ାଇଛନ୍ତି। ଚଳିତ ମାସ ଆରମ୍ଭରେ କମ୍ପାନୀ ଗୁଡ଼ିକ ନୂଆ ମୂଲ୍ୟ ଲାଗୁ କରିଛନ୍ତି। ପ୍ରାୟ ଅଢେଇ ବର୍ଷ ପରେ କମ୍ପାନୀଗୁଡ଼ିକ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହା…
ବାହୁଡା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ରଥର ଦକ୍ଷିଣ ମୋଡ଼
ପୁରୀ,୧୨ା୭: ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା ତିନିରଥ ବାହୁଡ଼ା ପାଇଁ ଶୁକ୍ରବାର ଦକ୍ଷିଣ ମୋଡ଼ ହେବ। ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଦକ୍ଷିଣ ମୋଡ଼ ପୂର୍ବରୁ ଭୋଇ ସେବକ, ମହାରଣା…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ
ହାଇଦ୍ରାବାଦ୍,୧୨।୭: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀ, ତତ୍କାଳୀନ ସିଆଇଡି ମୁଖ୍ୟ ପିଭି ସୁନୀଲ କୁମାର ଏବଂ ତାଙ୍କ ଗୁପ୍ତଚର ମୁଖ୍ୟ ପିଏସଆର ଅଞ୍ଜାନେଇଲୁଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଛି। ବିଧାୟକ ରଘୁରାମ କୃଷ୍ଣମ ରାଜୁଙ୍କ ଅଭିଯୋଗ…
ଅମ୍ବାନୀଙ୍କ ପୁଅ ବାହାଘରରେ ଯୋଗ ଦେଲେ ମମତା ବାନାର୍ଜୀ, କହିଲେ ଯଦିଓ ମୋର କୌଣସି…
ମୁମ୍ବାଇ/କୋଲକାତା,୧୨ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ମୁମ୍ବାଇ ଯିବା ପୂର୍ବରୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ…
Archives


