Home Left

ଦାଦା ପବନ କଲ୍ୟାଣଙ୍କ ସହ ଅଲ୍ଲୁ ଅର୍ଜୁନଙ୍କ ମନାନ୍ତରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ!

ହାଇଦ୍ରାବାଦ: ଚଳଚ୍ଚିତ୍ର ‘ପୁଷ୍ପା ୨: ଦ ରୁଲ୍‌’କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଡିସେମ୍ବର ୫ରେ ଏହା ସିନେମାଘରେ ରିଲିଜ ହେବ। ପ୍ରଶଂସକ ଏନେଇ ଦିନ ଗଣୁଥିବା ବେଳେ ଏବେ ଭିନ୍ନ କିଛି ଘଟଣାକୁ ନେଇ…

ମହାରାଷ୍ଟ୍ର ନିର୍ବାଚନ ପରେ ଚାଲିଯିବ ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଆସନ; ବଡ଼ ଦାବି କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ,୧୫ା୧୧: ଉତ୍ତରପ୍ରଦେଶର ୯ ଟି ଆସନରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ନେତାମାନଙ୍କ ମଧ୍ୟରେ ଆଲୋଚନା ସମାଲୋଚନା ତୀବ୍ର ହୋଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ଉପ-ନିର୍ବାଚନ ସମ୍ପର୍କରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ତାଙ୍କ ଠିକଣା…

କାଲିଠୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ହେଲେ ପ୍ରସ୍ଥାନ ପାଇଁ ନାହିଁ …

ପୁରୀ,୧୫।୧୧(ଅଜିତ୍‌ କୁମାର ମହାନ୍ତି): କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରତ ଧାରିମାନେ ଡ଼ଙ୍ଗା ଭସାଇବା ସହ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ସମାପନ…

ଧାନ କିଣାକୁ ନେଇ ଦ୍ୱନ୍ଦ…

ସୋନପୁର,୧୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ଖରିଫ ଧାନ କିଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ସୂଚନା ନାହିଁ l ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଓ ଧାନର କୁଇଣ୍ଟାଲ ପ୍ରତି ଅତିରିକ୍ତ ୮୦୦ ଟଙ୍କା କେତେ ଦିନ ଅନ୍ତରରେ ଚାଷୀଙ୍କୁ ମିଳିବ…

ଛାଡପତ୍ର ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଅଭିଷେକ, କହିଲେ ଜୀବନ ବଦଳିଗଲା…

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଖବର ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ଫାଟ ପଛରେ ନିମ୍ରତ କୌରଙ୍କୁ ଦାୟୀ କରାଯାଉଛି। ତେବେ ଏହି ଛାଡପତ୍ର ଏବଂ ଆଫେୟାର ଖବର…

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ ଦାଣ୍ଡ: ଡଙ୍ଗା ପାଇଁ ଗଲା ଏକାବେଳେ ୫ ଜଣଙ୍କ ଜୀବନ

ଭୁବନେଶ୍ୱର, ୧୫।୧୧: କାର୍ତ୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ଡଙ୍ଗା ଆଣିବାକୁ ଯାଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜ୍ୟର ବିଭିନ୍ନ ସ୍ଥାନରେ। ୫ ଜଣ ଛୋଟ ପିଲାଙ୍କ ଦୁଃଖଦ ମୃତ୍ୟୁ ଘଟିଛି, ବାଲେଶ୍ୱର , ମାଲକାନଗିରି…

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି ଘୋଷଣା କରିଛି। ଏଥିଯୋଗୁ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ପଡିଛି। ତେବେ ସଂଶୋଧିତ MCLR…

ମନ୍ଦିର ଭିତରେ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

ଭୁବନେଶ୍ବର,୧୫।୧୧: ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଧୀନ ବେହେରା ସାହିସ୍ଥିତ ଶିବ ମନ୍ଦିରକୁ ପୂଜା କରିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ବେକରୁ ଜଣେ ଦୁର୍ବୃତ୍ତ ସୁନା ଚେନ ଝାମ୍ପିନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ବୃଦ୍ଧା ଜଣଙ୍କ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ…

ରିଙ୍କୁଙ୍କ ପାଇଁ ଅଶୁଭ ପାଲଟିଲା କୋହଲିଙ୍କ ଏହି ଜିନିଷ

ନୂଆଦିଲ୍ଲୀ,୧୫।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ ରିଙ୍କୁ ସିଂଙ୍କ ସମ୍ପର୍କ ବେଶ ନିବିଡ଼। ନିକଟରେ ରିଙ୍କୁ ତାଙ୍କ ସହ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏହି ଇଚ୍ଛା ପୂରଣ ହେବା ପୂର୍ବରୁ ବିରାଟଙ୍କ ଗୋଟିଏ ଉପହାର ଅଶୁଭ ପାଲଟିଛି।…

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କୁଚିଣ୍ଡା,୧୫।୧୧: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ସାନଦୁମେରମୁଣ୍ଡା ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ପଶି ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ…

ବିବାହବେଳେ ପାକିସ୍ତାନରେ କେତେ ଯୌତୁକ ଦିଆଯାଏ? ଅଧିକ ଡିମାଣ୍ଡ କଲେ…

ଇସଲାମବାଦ,୧୫।୧୧: ଭାରତରେ ଯୌତୁକ ନେବା ଏବଂ ଦେବା ବେଆଇନ, ତଥାପି ଏହି ପ୍ରଥା ଅଧିକାଂଶ ସ୍ଥାନରେ ଜାରି ରହିଛି। ସେହିପରି ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା ମଧ୍ୟ ସମାନ। ପାକିସ୍ତାନରେ ଯୌତୁକ ପ୍ରତା ଏବେ ମଧ୍ୟ ଜାରି ରହିଛି। କିନ୍ତୁ ଜାଣନ୍ତି…

ଝାଡ଼ଖଣ୍ଡରେ ଅଟକା ଗଲା ରାହୁଲ ଗାନ୍ଧୀଙ୍କ ବିମାନ, କାରଣ ଜାଣିଲେ…

ରାଞ୍ଚି,୧୫।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଶୁକ୍ରବାର ଅଟକାଇ ଦିଆଯାଇଛି। କୁହାଯାଉଛି ଯେ କ୍ଲିୟରାନ୍ସ ଅଭାବରୁ ରାହୁଲଙ୍କ ହେଲିକପ୍ଟରକୁ ଉଡ଼ାଣ କରିବାକୁ ଦିଆଯାଇନଥିଲା। ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ମହାଗାମାରେ ଅଟକାଇ ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?