Home Left

ଅନନ୍ତ-ରାଧିକାଙ୍କ ବିବାହରେ ଯୋଗଦେଲେ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଜନ୍‌ ସିନା

ମୁମ୍ବାଇ,୧୨ା୭: ବାହାରିଲାଣି ବରଯାତ୍ରୀ। ଆଉ କିଛି ସମୟ ମଧ୍ୟରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ଏହି ବିବାହ କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ଓ୍ବାଲର୍ଡ ସେଣ୍ଟରରେ ଅନୁଷ୍ଠିତ ହେଉଛି। ଅମ୍ବାନୀ ପରିବାର…

ବହୁମତ ହାସଲରେ ବିଫଳ ପରେ ଭାଙ୍ଗିଲା ସରକାର, ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ, ୧୨।୦୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କୁ ବଡ଼ ଝଟ୍‌କା ଲାଗିଛି । ପ୍ରଚଣ୍ଡ ସଂସଦରେ ଫ୍ଲୋର ଟେଷ୍ଟରେ ବହୁମତ ହାସଲ କରିବାରେ ବିଫଳ ହୋଇଛନ୍ତି । ୧୯ ମାସ ସରକାରରେ ରହିବା ପରେ ଏବେ ତାଙ୍କୁ ସରକାର…

ବିଜେଡି ପରେ ଭାଜପାକୁ ସମର୍ଥନ କଲେ ଆଶୀର୍ବାଦ ବେହେରା: କହିଲେ ଏମିତି

ଭୁବନେଶ୍ୱର,୧୨।୭: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନର ପୂର୍ବତନ ସଭାପତି ଆଶୀର୍ବାଦ ବେହେରା ତାଙ୍କ ପକ୍ଷ ବଦଳାଇଛନ୍ତି। ପୂର୍ବରୁ ସେ ବିଜେଡିକୁ ସମର୍ଥନ କରୁଥିଲେ ଏବେ ଭାଜପାକୁ ସମର୍ଥନ କରିବେ ବୋଲି କହିଛନ୍ତି । ଆଗକୁ ଓସିଏରେ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରବେଶ ନେଇ…

ଅନନ୍ତ-ରାଧିକାଙ୍କ ବିବାହ ମାଧ୍ୟମରେ ଏକାଠି ହେଲା ଇଣ୍ଡିଆ ମେଣ୍ଟ, ରାହୁଲଙ୍କ ବିନା ଭାଜପାକୁ କରିବେ ଟାର୍ଗେଟ

ମୁମ୍ବାଇ,୧୨।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଶୁକ୍ରବାର ଅର୍ଥାତ୍‌ ୧୨ ଜୁଲାଇ ୨୦୨୪ରେ ମୁମ୍ବାଇରେ ହେବାକୁ ଯାଉଛି। ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଭାରତ ତଥା ବିଦେଶର ବିଶିଷ୍ଟ ଅତିଥିମାନେ ମୁମ୍ବାଇରେ ଏକାଠି…

ରାତିରେ ସ୍ବପ୍ନାଉଛି ସାପ, ଦିନରେ ମାରୁଛି ଚୋଟ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ,୧୨।୭: ଥରେ ଦୁଇଥର ନୁହେଁ ୭ଥର କାମୁଡିଲାଣି ସାପ। ଯେକୌଣସି ସାପ ଯେତେ ବିଷଧର ହେଉ ନା କାହିଁକି ଜଣେ ବ୍ୟକ୍ତିଙ୍କୁ ଥରେ କି ୨ଥର କାମୁଡିଦେଲେ ଜୀବନ ଚାଲିଯାଏ। ହେଲେ ଏହି ଯୁବକଙ୍କୁ ୪୦ ଦିନ ଭିତରେ ୭ଥର କାମୁଡିଲାଣି…

ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ବଡ଼ିବ ଟିମ୍‌ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ…

ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି…

ଆଣ୍ଡରସନ୍‌ଙ୍କ ବିଦାୟ, କ୍ରିକେଟ୍‌ ବୋର୍ଡ ଲେଖିଲା ଇମୋସନାଲ୍‌ କ୍ୟାପ୍ସନ୍‌

ନୂଆଦିଲ୍ଲୀ, ୧୨।୦୭: ଇଂଲଣ୍ଡର ମହାନ୍‌ କ୍ରିକେଟ୍‌ ଖେଳାଳି ତଥା ପେସ୍‌ ବୋଲର ଜେମ୍ସ ଆଣ୍ଡରସନ୍‌ ଶୁକ୍ରବାର ନିଜ କ୍ୟାରିୟର୍‌ର ଶେଷ ମ୍ୟାଚ୍‌ ଖେଳିଛନ୍ତି । କ୍ୟାରିୟର୍‌ର ୧୮୮ ତମ ଟେଷ୍ଟ ଟୁର୍ଣ୍ଣାମେଣ୍ଟ ଖେଳି ସେ ୪ ୱିକେଟ୍‌ ନେବାକୁ ସକ୍ଷମ ହୋଇଥିଲେ…

ଗମ୍ଭୀର କୋଚ୍‌ ହେବା ପରେ ଅଡ଼ୁଆରେ ହାର୍ଦ୍ଦିକ ପାଣ୍ଡ୍ୟା? ଆଗାମୀ ଦିନରେ ଘଟିପାରେ ଏଭଳି…

ନୂଆଦିଲ୍ଲୀ,୧୨।୭: ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତ ଗୌତମ ଗମ୍ଭୀର। ଏହାପରଠାରୁ ତାଙ୍କୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି। ଏବେ ସେଭଳି ଏକ ଚର୍ଚ୍ଚା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ହେଉଛି। ଟି୨୦ ବିଶ୍ୱକପ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା…

ଜନ୍ମବେଦୀରେ ସରି ଆସୁଛି ମହାବାହୁଙ୍କ ଲୀଳାଖେଳା: ଦକ୍ଷିଣ ମୋଡ଼ ନେଲା ୩ ରଥ

ପୁରୀ,୧୨ା୭: ମହାପ୍ରଭୁଙ୍କ ଜନ୍ମବେଦୀରେ ସରି ଆସୁଛି ଲୀଳାଖେଳା। ଶ୍ରୀମନ୍ଦିର ବାହୁଡିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜ୍ଞାମାଳ ବିଜେ ପରେ ଶୁକ୍ରବାର ୩ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସମ୍ପନ୍ନ ହେବା ପରେ ତିନିବାଡ଼ରୁ ଆଜ୍ଞାମାଳ…

ଅମ଼୍ବାନୀ ଘର ବାହାଘର: ରାସ୍ତାସାରା ଲାଗିଛି ମୋଦିଙ୍କ ପୋଷ୍ଟର

ମୁମ଼୍ବାଇ, ୧୨।୦୭: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ଼୍ବାନୀ ଏବଂ ନୀତା ଅମ଼୍ବାନୀଙ୍କ ସାନପୁଅ ଅନନ୍ତ ଅମ଼୍ବାନୀ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମୁମ଼୍ବାଇର ଜିଓ ୱାଲର୍‌ଡ ସେଣ୍ଟରରେ ଅନନ୍ତ, ରାଧିକା ମର୍ଚ୍ଚାଣ୍ଟଙ୍କ ସହ ସାତଫେରା…

ରତ୍ନଭଣ୍ଡାରରେ ଅଛି କି ସାପ?: ଜାଣନ୍ତୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ କାହିଁକି କରାଯିବ ଲୋକନାଥଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର,୧୨।୭: ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବ।ପରେ କମିଟି ସଦସ୍ୟ ଭିତରକୁ ଯିବେ ।ମାତ୍ର  ଏହା ପୂର୍ବରୁ ଲୋକନାଥଙ୍କ ପୂଜା କରାଯିବ । ରତ୍ନଭଣ୍ଡାର ଅଳଙ୍କାର  ଲୋକନାଥ ଜଗିଥିବା ବେଳେ ସେଠାରୁ ସାପଙ୍କ ଗର୍ଜନ ଆସୁଥିବା…

ପଲସରରେ ଆସି ସୁନା ଚେନ ଝାମ୍ପିନେଲେ

କଟକ,୧୨।୭: ବାରଙ୍ଗ-ତ୍ରିଶୁଳିଆ ରାସ୍ତା ଫୁଲପୋଖରୀ ନିକଟରେ ଶୁକ୍ରବାର ଏକ ଲୁଟ ହୋଇଛି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଛନ୍ତି ଦୁବୃର୍ତ୍ତ। ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ଏକ ସ୍କୁଟିରେ ବାରଙ୍ଗ-ତ୍ରିଶୁଳିଆ ରାସ୍ତା ଦେଇ କଟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri