ମୋ ପରିବାରକୁ ମାରିବାକୁ ଚାହୁଁଛନ୍ତି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍: ସଲମାନ ଖାନ୍
ମୁମ୍ବାଇ,୨୪ା୭: ବଲିଉଡ ଅଭିନେତା ସଲମାନ ଖାନ ପୋଲିସକୁ କହିଛନ୍ତି ଯେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଗୁଳି ଚଳାଇଥିଲେ ଏବଂ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ଏହି ଘଟଣାରେ…
ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜାଣନ୍ତୁ କେବେ ହେବ…
କଟକ,୨୪।୭: ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷା। ଅଗଷ୍ଟ ୯ ବଦଳରେ ୧୭ ତାରିଖରେ ପରୀକ୍ଷା ହେବ। ଉକ୍ତ ଦିନ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ…
ଆସନ୍ତା ଶୁକ୍ରବାର ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ; ରହିଛି ବଡ଼ ବୈଠକ
ଭୁବନେଶ୍ୱର,୨୪ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୭ତାରିଖ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସମସ୍ୟା…
ଅଲମ୍ପିକ୍ସ ପୂର୍ବରୁ ପ୍ୟାରିସରେ ଅଷ୍ଟ୍ରେଲୀୟ ମହିଳାଙ୍କୁ ଗଣବଳାତ୍କାର
ନୂଆଦିଲ୍ଲୀ,୨୪ା୭: ଅଲମ୍ପିକ୍ସ ପୂର୍ବରୁ ପ୍ୟାରିସରେ ଘଟିଛି ଜଘନ୍ୟ କାଣ୍ଡ। ୨୦୨୪ ସଂସ୍କରଣ ଉଦଘାଟନୀ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ଜଣେ ଅଷ୍ଟ୍ରେଲୀୟ ମହିଳାଙ୍କୁ ୫ ଜଣ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୨୫ ବର୍ଷ ବୟସ୍କା…
‘ଜୟନ୍ତ ଚୌଧୁରୀଙ୍କ ପାଇଁ ଅଖିଳେଶଙ୍କ ଦ୍ୱାର ସବୁବେଳେ ଖୋଲା’
ନୂଆଦିଲ୍ଲୀ,୨୪ା୭: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ସମ୍ମିଳନୀରେ ତାଙ୍କର ପୁରୁଣା ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ, ଜୟନ୍ତ ଚୌଧୁରୀ ବର୍ତ୍ତମାନ ସରକାରଙ୍କ ଏକ ଅଂଶ କିନ୍ତୁ…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ: ଭୁଶୁଡିଲା ଗେଟ୍
କୋଲକାତା,୨୪।୭: କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକ୍ରମରେ ଅସ୍ଥାୟୀ ଗେଟ୍ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଧନଧାନ୍ୟ ଅଡିଟୋରିୟମରେ ଅଭିନେତା ଉତ୍ତମ କୁମାରଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
ବ୍ରାହ୍ମଣୀଗାଁରେ ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବି ଜୋର୍ ଧରିଲା
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୪ା୭:(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ପଞ୍ଚାୟତକୁ ପରିଚାଳନା କରିବା ପାଇଁ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଦାବି ଜୋର୍ ଧରିଲା। ଏନେଇ ଅଞ୍ଚଳବାସୀ ଓ ଲୋକପ୍ରତିନିଧିଙ୍କ ପକ୍ଷରୁ…
ମୋ ପରିବାର ଏବେ ବିପଦରେ: କାହିଁକି ଏମିତି କହିଲେ ସଲମାନ
ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜ ଘର ଉପରେ ହୋଇଥିବା ଗୁଳିକାଣ୍ଡକୁ ନେଇ ମୁହଁ ଖୋଲିଛନ୍ତି। ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି, ମୁଁ ବୃତ୍ତି ଅନୁଯାୟୀ ଜଣେ ଚଳଚ୍ଚିତ୍ର ଅଭିନେତା ଏବଂ ଗତ ୩୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ…
ଓଡ଼ିଶାକୁ ଭାଜପା ଧୋକ୍କା ଦେଇଛି କାହିଁକି ଏମିତି କହିଲେ ସୁର ରାଉତ ରାୟ
ଭୁବନେଶ୍ୱର,୨୪।୭: ବରିଷ୍ଠ ନେତା ସୁର ରାଉତରାୟ ବୁଧବାର ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଭରଜପା ନେତାମାନେ ବାରମ୍ବାର ଶସ୍ତା ମନ୍ତବ୍ୟ, ଫାଲତୁ ମନ୍ତବ୍ୟ ଦେଉଛନ୍ତି। କେନ୍ଦ୍ରୀୟ ବଜେଟ୍ରେ ଓଡ଼ିଶା ପାଇଁ ଟଙ୍କାଟିଏ ନାହିଁ। ସ୍ପେଶାଲ ପ୍ୟାକେଜ କୁଆଡେ ଗଲା। ପୋଲାଭରମ…
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଠିକାଦାରଙ୍କୁ ମାଗିଥିଲେ ୧ ଲକ୍ଷ ଲାଞ୍ଚ
ବଲାଙ୍ଗୀର,୨୪ା୭(ସୁନୀଲ କୁମାର ମହାନ୍ତି): ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ସୁଜିତ କୁମାର ପାଢ଼ୀ। ଠିକାଦାରଙ୍କ ବିଲ୍ କରିଦେବାକୁ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ପାଢ଼ୀ ଠିକାଦାରଙ୍କଠାରୁ ୧…
ପୁଣି ନିକଟତର ହେଉଛନ୍ତି ବଚ୍ଚନ-ଗାନ୍ଧୀ ପରିବାର: ସଂସଦ ଆଗରେ ଏମିତି ଭେଟାଭେଟି ହେଲେ ସୋନିଆ-ଜୟା
ନୂଆଦିଲ୍ଲୀ,୨୪।୭: ବିରୋଧୀ ଦଳର ନେତାମାନେ ବୁଧବାର ସଂସଦ କମ୍ପ୍ଲେକ୍ସରେ ମୋଦି ସରକାରଙ୍କ ବିରୋଧରେ ବିରୋଧ କରିଥିଲେ। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ କହିଛନ୍ତି, ଏହି ସାଧାରଣ ବଜେଟରେ କେବଳ ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ଧ୍ୟାନ ଦିଆଯାଇଛି। ଏଥି ସହିତ ବିରୋଧୀ…
ଜୟାଙ୍କୁ ବିବାହ କରିବା ପୂର୍ବରୁ ଏମିତି ସର୍ତ୍ତ ରଖିଥିଲେ ଅମିତାଭ ବଚ୍ଚନ, ଯାହାକୁ ମାନିବା ପରେ…
ମୁମ୍ବାଇ: ବଲିଉଡର ଚିର ସବୁଜ କପୁଲ ତଥା ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚନ ନିଜର ୫୧ବର୍ଷିୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। କିନ୍ତୁ ଜାଣି ତାଜୁବ ହେବେ ବିବାହ ପୂର୍ବରୁ ସୋଲେ ଅଭିନେତା ଅମିତାଭ ଜୟାଙ୍କ ଆଗରେ ଏମିତି…
Archives


