ଟାଟା ଷ୍ଟିଲ୍ର ନୂତନ ମାଇଲଖୁଣ୍ଟ
ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ‘ଟାଟା ଷ୍ଟିଲ୍’କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଟାଟା ଷ୍ଟିଲ୍ର ଓଡ଼ିଶା ୟୁନିଟ୍ ଅନ୍ତର୍ଗତ କଟକ ଜିଲାର ଆଠଗଡ଼ସ୍ଥିତ ଫେରୋକ୍ରୋମ୍ କାରଖାନାର…
ସଂରକ୍ଷଣ ବିରୋଧୀ ଆନ୍ଦୋଳନ: ସଂଘର୍ଷରେ ଗଲାଣି ୧୩୦ ଜୀବନ
ଢାକା,୨୧।୭: ବାଂଲାଦେଶ ସରକାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଇତିମଧ୍ୟରେ ୧୩୦ ଜଣଙ୍କ ଜୀବନ ଯିବା ସହ ବହୁସଂଖ୍ୟାରେ ଆହତ ହେଲେଣି। ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ବାଂଲାଦେଶର…
ସ୍ତ୍ରୀ ପାଇଁ ଦିନକୁ ୩୨୦ କି.ମି. ଯାତ୍ରା
ବେଜିଂ,୨୧ା୭: ଚାଇନାର ଜଣେ ନବ ବିବାହିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଦୈନିକ ୩୨୦ କି.ମି. ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ତ୍ରୀଙ୍କ ପ୍ରତି ଭଲ ପାଇବା ତାଙ୍କୁ ପ୍ରତିଦିନ ଏତେ ବାଟକୁ ଟାଣିନେଉଥିବା ବିଷୟ ସେ ସୋସିଆଲ ମିଡିଆରେ…
ମହିଳା ଟି୨୦ ବିଶ୍ୱକପ୍: ବାଂଲାଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଆଇସିସିର ନଜର
ନୂଆଦିଲ୍ଲୀ, ୨୦ା୭: ଆସନ୍ତା ଅକ୍ଟୋବରରେ ବାଂଲାଦେଶରେ ଟି୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ। ଏଥିଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ଦେଶର ସୁରକ୍ଷା ପରିସ୍ଥିତି ଉପରେ ନଜର ରଖିଛି। ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ଉପରେ ସଂସ୍କାର ଦାବିରେ ଦେଶର…
ଭୀଷଣ ଗରମ ଯୋଗୁ ସୀମାରେ ନିୟୋଜିତ ବିଏସଏଫ୍ ଅଧିକାରୀ ଓ ଯବାନ ମୃତ
ଅହମ୍ମଦାବାଦ, ୨୦।୭: ଭାରତ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାସ୍ଥିତ ଗୁଜରାଟର ହରାମି ନାଲା କ୍ରିକ୍ ଅଞ୍ଚଳରେ ପ୍ରବଳ ଗରମ ଯୋଗୁ ଶନିବାର ସୀମା ସୁରକ୍ଷା ବଳ(ବିଏସ୍ଏଫ୍)ର ଜଣେ ଅଧିକାରୀ ଓ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି। ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ବିଶ୍ୱ ଦେଓ ଓ ହେଡ୍…
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଟଳି ପଡ଼ିଲେ ମାଓବାଦୀ
ମାଲକାନଗିରି,୨୦ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍ମା ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଜଗରଗୁଣ୍ଡା ଥାନା ଅଞ୍ଚଳର ପାହାଡ଼ ଏବଂ ଜଙ୍ଗଲରେ ମାଓବାଦୀ ସଂଗଠନ ଏରିଆ କମିଟି କର୍ମକର୍ତ୍ତା ଉପସ୍ଥିତି ଖବର ପୋଲିସକୁ ମିଳିବା ପରେ ଏକ ଦଳ ସର୍ଚ୍ଚ…
ଲଗାଣ ବର୍ଷାରେ ଧାନତଳି ନଷ୍ଟ ଆଶଙ୍କାରେ ଚାଷୀ
ନିରାକାରପୁର,୨୦ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନଜମିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ତଳି କିଆରିରେ ପାଣି ବୁଡି ରହିବା କାରଣରୁ ଗଜା ଧାନ ନଷ୍ଟ…
ପ୍ରଧାନମନ୍ତ୍ରୀ ହେବା ପାଇଁ ରହିଛି କି ଇଛା ? ସମର୍ଥକଙ୍କୁ ଏପରି ପରାମର୍ଶ ଦେଲେ ଗଡ଼କରୀ
ନୂଆଦିଲ୍ଲୀ, ୨୦ା୭: ବିରୋଧୀ ଦଳର ନେତା ତଥା ଦଳର କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିକଳ୍ପ ଭାବରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ନାମ ଅନେକ ଥର ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ନିତିନ ଗଡ଼କରୀ…
ମାର୍କ୍ୱେଜ ଭାରତୀୟ ଫୁଟ୍ବଲ ଦଳର ମୁଖ୍ୟ କୋଚ୍
ଆଦିଲ୍ଲୀ, ୨୦ା୭: ସ୍ପେନ୍ର ମାନୋଲୋ ମାର୍କ୍ୱେଜ ଭାରତୀୟ ସିନିୟର ପୁରୁଷ ଫୁଟ୍ବଲ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ମନୋନୀତ ହୋଇଛନ୍ତି। ବହିଷ୍କୃତ ଇଗର ଷ୍ଟିମାକ୍ଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ମାର୍କ୍ୱେଜ ବର୍ତ୍ତମାନ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)…
IPL 2025ରେ ଧୋନୀଙ୍କ ସ୍ଥାନ ନେବେ ପନ୍ତ, ମୁମ୍ବାଇ ଛାଡ଼ିବେ ରୋହିତ-ସୂର୍ଯ୍ୟକୁମାର; ଆର୍ସିବିରେ ବି…
ନୂଆଦିଲ୍ଲୀ,୨୦।୭: ଆଇପିଏଲ ୨୦୨୫ ପୂର୍ବରୁ ମେଗା ଅକ୍ସନ କରାଯିବ। ଏହି ନିଲାମୀ ଯୋଗୁ ସମସ୍ତ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗତ ଅକ୍ସନରେ ବରିଷ୍ଠ ଖେଳାଳିଙ୍କୁ ରିଟେନ୍ କରାଯାଉଥିବା ନଜର ଆସିଥିଲେ ହେଁ ୨୦୨୫ରେ ଏଭଳି ହୋଇ ନ ପାରେ।…
ବୈଠକ ପରେ ବିଜେଡି ଦେଲା ବଡ଼ ବୟାନ, କହିଲା ବିଧାନସଭାରେ…
ଭୁବନେଶ୍ୱର,୨୦ା୭: ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା। ଉକ୍ତ ବୈଠକରେ ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପମୁଖ୍ୟସଚେତକ ବିଧାୟକ ପ୍ରତାପ ଦେବଙ୍କ ସମେତ…
ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା: ମାଷ୍ଟରମାଇଣ୍ଡ ସମେତ ଦୁଇ ଛାତ୍ର ଗିରଫ କଲା ସିବିଆଇ
ନୂଆଦିଲ୍ଲୀ, ୨୦ା୭: ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ। ମାମଲା ସହ ଜଡିତ ଆଉ ତିନି ଜଣଙ୍କୁ ଗିରଫ କରିଛି ସିବିଆଇ, ଯେଉଁଥିରେ ମାମଲାର, ମାଷ୍ଟରମାଇଣ୍ଡ ଶଶିକାନ୍ତ ପାସୱାନ୍ ମଧ୍ୟ ସାମିଲ ଅଛନ୍ତି। ଏହା ବ୍ୟତୀତ…
Archives


