ଶପିଂ ମଲ୍ରେ ନିଆଁ: କୋଟି କୋଟି ଟଙ୍କା ନଷ୍ଟ
ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ଥବା ବାରାଟମ ଶପିଂ ମଲ୍ରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ଫଳରେ ସେଠାରେ ଥିବା ସବୁ ଜିନିଷପତ୍ର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଦୋକାନ ମାଲିକ ନୀତିଦିନ…
କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା
ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ରାଜ୍ୟରେ ଅଦିନିଆ ବର୍ଷା ପବନ ହେତୁ ଅନେକ କ୍ଷତି ହୋଛି। କିଛି କ୍ଷଣ ମଧ୍ୟରେ ସବୁ କିଛି ଛାରଖାର ହୋଛି। ତାତିରୁ ଆଶ୍ୱସ୍ତି ମିଳିଛି ସତ କିନ୍ତୁ ଅନେକେଙ୍କୁ କ୍ଷତି ପହଞ୍ଚାଇଛି। ପାରଳାଖେମୁଣ୍ଡିରେ ଏହି କାଳବୈଶାଖୀ ପ୍ରଭାବରେ ପବନ…
୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ ସେ କିଏ ?
ନୂଆଦିଲ୍ଲୀ,୩ା୬: ମିଡିଆ ଟାଇକନ୍ ରୁପର୍ଟ ମର୍ଡକ ୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ତାଙ୍କର ୬୭ ବର୍ଷିୟା ଗର୍ଲଫ୍ରେଣ୍ଡଙ୍କୁ କାଲିଫର୍ନିଆର ଫାର୍ମହାଉସରେ ବିବାହ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ଇୠଚ ର ଏକ ରିପୋର୍ଟ ଅନୁଯାୟୀ, ମର୍ଡକ ଅବସରପ୍ରାପ୍ତ ଜୀବବିଜ୍ଞାନୀ ଏଲିନା…
ଭୟରେ ଥରିଲେ ଜାପାନ ବାସିନ୍ଦା
ନୂଆଦିଲ୍ଲୀ, ୩।୬: ଜାପାନରେ ସୋମବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଜାପନର ମଧ୍ୟ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିବା ଜାପାନ ପାଣିପାଗ ଏଜେନ୍ସି ସୂଚନା ଦେଇଛି। ଜାପାନର ପବ୍ଲିକ୍ ବ୍ରଡକାଷ୍ଟର…
ମୋଦି ଶପଥ ନେବାର ୧୫ ଦିନ ପରେ ଉଦ୍ଧବ ଠାକରେଙ୍କ ସହ ଆସିବେ ନଜର: ରବି ରାଣାଙ୍କ ଭବିଷ୍ୟବାଣୀ
ଅମରାବତୀ,୩।୬: ମହାରାଷ୍ଟ୍ରର ଅମରାବତୀ ବିଧାୟକ ରବି ରାଣା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ରବି ରାଣା କହିଛନ୍ତି, ପିଏମ ମୋଦି ତୃତୀୟଥର ଶପଥ ଗ୍ରହଣ କରିବାର ମାତ୍ର ୧୫ ଦିନ ପରେ ଉଦ୍ଧବ…
ବିଜୟ ପୂର୍ବରୁ ମୋଦିଙ୍କୁ ଆଶୀର୍ବାଦ ଦେଲେ ଟ୍ରାନ୍ସଜେଣ୍ଡର
ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରାନ୍ସଜେଣ୍ଡରଙ୍କଠାରୁ ବିଶେଷ ଆଶୀର୍ବାଦ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଓ ଭାଜପାର ବିଜୟ ପାଇଁ କମଳା ରଙ୍ଗର ପୋଷାକ ପିନ୍ଧିଥିବା ଟ୍ରାନ୍ସଜେଣ୍ଡରମାନେ ଏମାନଙ୍କୁ ଆଶୀର୍ବାଦ…
ଭାରତରେ ମେଟାର ବଡ଼ କାର୍ଯ୍ୟାନୁଷ୍ଠାନ: ଫେସ୍ବୁ୍କ-ଇନ୍ଷ୍ଟାଗ୍ରାମରୁ ୧୭ ମିଲିୟନ୍ ପୋଷ୍ଟ କଲା ଡିଲିଟ୍
ନୂଆଦିଲ୍ଲୀ,୩।୬: ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ୨୦୨୪ ପାଇଁ ଅନୁପାଳନ ରିପୋର୍ଟ ପ୍ରକାଶ କରିବାବେଳେ ମେଟା ଏହି ସୂଚନା ଦେଇଛି। ନୀତି ଉଲ୍ଲଂଘନ…
ନବୀନ ପଟ୍ଟନାୟକଙ୍କ ଅଗ୍ନି ପରୀକ୍ଷା, ମିଳିବ କ୍ଷମତା ନା ପ୍ରଥମ ଥର ବହୁମତରୁ ରହିବେ ଦୂରେଇ, ଦେଖନ୍ତୁ ଏକଜିଟ ପୋଲର ଆକଳନ
ନୂଆଦିଲ୍ଲୀ/ଭୁବନେଶ୍ୱର,୩।୬: ଦେଶର ପୂର୍ବ ରାଜ୍ୟରେ ଓଡ଼ିଶା ଲୋକ ସଭା ନିର୍ବାଚନ ସହିତ ବିଧାନସଭା ପାଇଁ ଭୋଟ ମଧ୍ୟ ଦିଆଯାଇଥିଲା। ଏହାର ଫଳାଫଳ ମଧ୍ୟ ଜୁନ ୪ରେ ପ୍ରକାଶ ପାଇବ । ଜୁନ ୪ରେ ଶାସକ ବିଜୁ ଜନତା ଦଳ(ବିଜେଡି) ଓଡ଼ିଶାରେ କ୍ଷମତାକୁ…
ପୁରୀ ବାଣ ବିସ୍ଫୋରଣ ଘଟଣା: ଆଜି ଡିସ୍ଚାର୍ଜ ହେଲେ ଆଉ ଦୁଇ ଆହତ
ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ପୁରୀ ବାଣ ବିସ୍ଫୋରଣ ଘଟଣାରେ ଡାକ୍ତରଖାନାରୁ ଆଉ ୨ ଆହତ ବ୍ୟକ୍ତି ସୋମବାର ଡିସ୍ଚାର୍ଜ ହୋଇଛନ୍ତି। ସେମାନେ ହେଲେ ବଳରାମ ଦାସ(୧୫) ଏବଂ ମନମୋହନ ବେହେରା(୨୪)। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୭ ଜଣଙ୍କ…
ଏକ୍ଜିଟ୍ ପୋଲ୍ ଦେଖି ଡରିଗଲା ପାକିସ୍ତାନ: କହିଲା, ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ…
ନୂଆଦିଲ୍ଲୀ/ଇସଲାମାବାଦ୍,୩।୬: ଜୁନ୍ ୪ରେ ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ କରିଛି ଯେ ଭାଜପା ତୃତୀୟ ଥର ଦେଶରେ ପୁଣି ଥରେ ସରକାର ଗଠନ କରିବ ଏବଂ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ…
ଚୋରି କରିବାକୁ ଯାଇ AC ପବନରେ ଶୋଇପଡ଼ିଲା ଚୋର, ନିଦରୁ ଉଠାଇଲା ପୋଲିସ
ଉତ୍ତରପ୍ରଦେଶ, ୩।୬: ଦେଶରେ ଏବେ ଅତ୍ୟଧିକ ଗରମ ହେଉଥିଲା ବେଳେ ଲୋକମାନେ ଟିକିଏ ଥଣ୍ଡା ପବନ ପାଇଁ ଏସି ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି ଏସି ଏବେ ଜଣେ ଚୋର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରବିବାର ଲକ୍ଷ୍ନୌର ଜଣେ…
ଏକ୍ଜିଟ୍ ପୋଲ ରିପୋର୍ଟ ପରେ ହଠାତ ବଢିଗଲା ଏହି ସେୟାର ଦାମ
ମୁମ଼୍ବାଇ, ୩।୬: ଲୋକସଭା ନିର୍ବାଚନର ଏକ୍ଜିଟ୍ ପୋଲ ଆସିବା ପରେ ସେୟାର ମାର୍କେଟ୍ରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ସେୟାର ମାର୍କେଟ୍ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ସପ୍ତାହର ଆରମ୍ଭରୁ ସେନ୍ସେକ୍ସ ୨,୬୨୧ ଅଙ୍କ ବୃଦ୍ଧି ପାଇବା ସହ ୭୬୫୮୩…
Archives


